ସୋସିଆଲ ମିଡିଆରେ ବେବି ଷ୍ଟାର ତୈମୁର ଭାଇରାଲ

ମୁମ୍ବାଇ:  ସୈଫଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ସୈଫ ନିଜ ହ୍ୱାଟସଆପ୍‌ ଡିପିରେ ତୈମୁରର ଫଟୋ ଦେଇଥିଲେ। ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ତୈମୁର ବହୁତ ସୁନ୍ଦର ଦେଖାଯାଉଛି। ସେ ଏକ ବ୍ଲାକ୍‌ ଜିନ୍ସ, ହ୍ୱାଇଟ ଟି-ସାର୍ଟ ଓ କ୍ୟାପ୍‌ ପିନ୍ଧିଛି। ପୂର୍ବରୁ ତୈମୁରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ପ୍ରଥମ ଥର ଯେତେବେଳେ ତୈମୁରର ଫଟୋ ସୋସିଆଲ […]

taimur.

taimur.

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 02:04 PM IST

Sports

Latest News

ମୁମ୍ବାଇ:  ସୈଫଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ସୈଫ ନିଜ ହ୍ୱାଟସଆପ୍‌ ଡିପିରେ ତୈମୁରର ଫଟୋ ଦେଇଥିଲେ। ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ତୈମୁର ବହୁତ ସୁନ୍ଦର ଦେଖାଯାଉଛି। ସେ ଏକ ବ୍ଲାକ୍‌ ଜିନ୍ସ, ହ୍ୱାଇଟ ଟି-ସାର୍ଟ ଓ କ୍ୟାପ୍‌ ପିନ୍ଧିଛି।

ପୂର୍ବରୁ ତୈମୁରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ପ୍ରଥମ ଥର ଯେତେବେଳେ ତୈମୁରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା କରିନା ଡରି ଯାଇଥିଲେ। କହିଥିଲେ,“ମୋ ପୁଅକୁ ନଜର ଲାଗିଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story