ଐଶ୍ୱର୍ଯ୍ୟାଙ୍କୁ ସୋସିଆଲ ମିଡିଆରେ ଆସିବାକୁ ଦେଉନାହାନ୍ତି ଅଭିଷେକ

ମୁମ୍ବାଇ:  ଖବର ଅନୁଯାୟୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଟ୍ୱିଟର ଓ ଫେସବୁକରେ ଫ୍ୟାନମାନଙ୍କ ସହ ଯୋଡ଼ି ରହିବାକୁ ଚାହୁଁଥାନ୍ତି। ହେଲେ ସ୍ୱାମୀ ଅଭିଷେକ ବଚ୍ଚନ ଏହା କରିବାକୁ ଦେଉନାହାନ୍ତି। ଅଭିଷେକ ବଚ୍ଚନ ସୋସିଆଲ ମିଡ଼ିଆରେ ସକ୍ରିୟ ଅଛନ୍ତି ସତ ହେଲେ କେବେ କେମିତି ଷ୍ଟାଟସ୍‌ ଅପଡେଟ୍‌ କରିଥାନ୍ତି। ଏକ ୱେବସାଇଟ୍‌ର ଖବର ଅନୁଯାୟୀ, ‘ଏ ଦିଲ୍‌ ହେ ମୁସକିଲ’ରେ ଐଶ୍ୱର୍ଯ୍ୟା ଫେସବୁକ୍ ଓ ଟ୍ୱିଟରରେ ଆସିବାକୁ ଚାହୁଁଥିଲେ। କିନ୍ତୁ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଏପରି କରିବାକୁ ଦେଇ ନ […]

aish1

aish1

Rakesh Mallick
  • Published: Friday, 24 February 2017
  • Updated: 24 February 2017, 01:16 PM IST

Sports

Latest News

ମୁମ୍ବାଇ:  ଖବର ଅନୁଯାୟୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଟ୍ୱିଟର ଓ ଫେସବୁକରେ ଫ୍ୟାନମାନଙ୍କ ସହ ଯୋଡ଼ି ରହିବାକୁ ଚାହୁଁଥାନ୍ତି। ହେଲେ ସ୍ୱାମୀ ଅଭିଷେକ ବଚ୍ଚନ ଏହା କରିବାକୁ ଦେଉନାହାନ୍ତି। ଅଭିଷେକ ବଚ୍ଚନ ସୋସିଆଲ ମିଡ଼ିଆରେ ସକ୍ରିୟ ଅଛନ୍ତି ସତ ହେଲେ କେବେ କେମିତି ଷ୍ଟାଟସ୍‌ ଅପଡେଟ୍‌ କରିଥାନ୍ତି।

ଏକ ୱେବସାଇଟ୍‌ର ଖବର ଅନୁଯାୟୀ, ‘ଏ ଦିଲ୍‌ ହେ ମୁସକିଲ’ରେ ଐଶ୍ୱର୍ଯ୍ୟା ଫେସବୁକ୍ ଓ ଟ୍ୱିଟରରେ ଆସିବାକୁ ଚାହୁଁଥିଲେ। କିନ୍ତୁ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଏପରି କରିବାକୁ ଦେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos