୪୫ ଛୁଇଁଲା, ତଥାପି ଚମକୁଛନ୍ତି ଐଶ୍ୱର୍ଯ୍ୟା: ଫ୍ୟାନ୍ କହିଲେ, ଐଶ୍‌ଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା

ଫ୍ୟାନ୍‌ମାନେ ଜାଣି ସାରିଛନ୍ତି, ଆଜି ସେମାନଙ୍କର ଅତି ପ୍ରିୟ ଅଭିନେତ୍ରୀ, ପୂର୍ବତନ ମିସ୍ ଓ୍ୱାଲର୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ବୟସ ବିଷୟରେ ଫ୍ୟାନ୍‌ମାନେ ଜାଣିବାକୁ ଚାହୁଁ ନାହାଁନ୍ତି। କାରଣ ଫ୍ୟାନ୍‌ଙ୍କ ଭାଷାରେ, ଐଶ୍ୱର୍ଯ୍ୟାଙ୍କୁ କାଳେ ବୟସ ଛୁଏଁନି। ଏହା ତାଙ୍କ ପାଇଁ କେବଳ ମାତ୍ର ଏକ ସଂଖ୍ୟା। କଥାଟା ଅବଶ୍ୟ ଶତପ୍ରତିଶତ ସତ। ନିଜକୁ ଐଶ୍ଵର୍ଯ୍ୟା ଏମିତି ମେଣ୍ଟେନ୍‌ କରିଛନ୍ତି ଯେ, କେହି କହିବେନି ଯେ ଆଜି ତାଙ୍କୁ ୪୪ ପୂରି ୪୫ ଚାଲିଲା। ବୟସ […]

Aishwarya-Rai-Bachchan

Aishwarya-Rai-Bachchan

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 02:46 PM IST

Sports

Latest News

ଫ୍ୟାନ୍‌ମାନେ ଜାଣି ସାରିଛନ୍ତି, ଆଜି ସେମାନଙ୍କର ଅତି ପ୍ରିୟ ଅଭିନେତ୍ରୀ, ପୂର୍ବତନ ମିସ୍ ଓ୍ୱାଲର୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ବୟସ ବିଷୟରେ ଫ୍ୟାନ୍‌ମାନେ ଜାଣିବାକୁ ଚାହୁଁ ନାହାଁନ୍ତି। କାରଣ ଫ୍ୟାନ୍‌ଙ୍କ ଭାଷାରେ, ଐଶ୍ୱର୍ଯ୍ୟାଙ୍କୁ କାଳେ ବୟସ ଛୁଏଁନି। ଏହା ତାଙ୍କ ପାଇଁ କେବଳ ମାତ୍ର ଏକ ସଂଖ୍ୟା। କଥାଟା ଅବଶ୍ୟ ଶତପ୍ରତିଶତ ସତ। ନିଜକୁ ଐଶ୍ଵର୍ଯ୍ୟା ଏମିତି ମେଣ୍ଟେନ୍‌ କରିଛନ୍ତି ଯେ, କେହି କହିବେନି ଯେ ଆଜି ତାଙ୍କୁ ୪୪ ପୂରି ୪୫ ଚାଲିଲା।

ବୟସ ଯେତେ ହେଉ, ସବୁ ସତ୍ତ୍ୱେ ଐଶ୍ୱର୍ଯ୍ୟାଙ୍କ କ୍ରେଜ୍ ଏବେବି ସେମିତି ରହିଛି ଯେମିତି ଥିଲା ପ୍ରଥମେ, ବାହାହେବା ପୂର୍ବରୁ। ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେବି ଅନେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦର ନାୟିକା। ୧୯୯୪ରେ ସେ ମିସ୍ ଓ୍ୱାଲର୍ଡ ହେବା ପରେ ବଲିଉଡରେ ଏଣ୍ଟ୍ରୀ କରିଥିଲେ। ୧୯୯୭ରେ ମଣିରତ୍ନମଙ୍କ ଫିଲ୍ମ ‘ଇରୁଭର’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ତାଙ୍କ ଅଭିନୀତ ‘ଓର୍ ପ୍ୟାର ହୋ ଗେୟା’ ଫିଲ୍ମଟି ପ୍ରଥମେ ପରଦାକୁ ଆସି ଯାଇଥିଲା। ୧୯୯୯ରେ ପରଦାକୁ ଆସିଥିବା ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଏବଂ ୨୦୦୨ରେ ‘ଦେବଦାସ’ ଫିଲ୍ମରେ ତାଙ୍କୁ ପ୍ରକୃତ ସଫଳତା ମିଳିଥିଲା। ଏ ଦୁଇଟି ଫିଲ୍ମରୁ ହିଁ ଜଣାପଡ଼ିଲା ଐଶ୍ୱର୍ଯ୍ୟାଙ୍କ ଅଭିନୟର ପରାକାଷ୍ଠା। ଏଥିପାଇଁ ତାଙ୍କୁ ଫିଲ୍ମ ଫେୟାର ଆଓ୍ୱାର୍ଡ ମଧ୍ୟ ମିଳିଥିଲା।

ମହବତେଁ, ଧୁମ୍-୨, ଗୁଜାରିସ୍, ସରବଜିତ୍, ରୋବର୍ଟ, ୟେ ଦିଲ୍ ହୈ ମୁସ୍କିଲ୍ ପରି ଫିଲ୍ମରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ ଐଶ୍ୱର୍ଯ୍ୟା। ‘ସରବଜିତ’ ଫିଲ୍ମରେ ଏକ ନିଆରା ଚରିତ୍ରରେ ଅଭିନୟ କରି ସେ ବେଶ୍ ପ୍ରଶଂସିତ ହୋଇଥିଲେ। ୨୦୦୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଲମାନ୍ ଖାନ୍ ଓ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା। ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଫିଲ୍ମରୁ ତାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିବା କୁହାଯାଏ। ଅଣ୍ଡରୱାର୍ଲ୍ଡ ଏବଂ ତାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେବା ପରେ ସଲମାନଙ୍କଠାରୁ ସେ ଦୂରେଇ ଯାଇଥିଲେ। ପରେ ବିବେକ ଓବରଏଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିଲା। ୨୦୦୭ରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏବେ ସେ ଏକ କନ୍ୟା ସନ୍ତାନର ମାଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story