ଭଡାଟିଆ ମା’ ହେବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍‌ ପୁଣି ମା’ ହେବାକୁ ଯାଉଛନ୍ତି। ନିଜ ପିଲାର ନୁହେଁ, ସରୋଗେଟ୍‌ ମା’ ହେବାକୁ ଯାଉଛନ୍ତି। କଥାଟା କାନକୁ ଅଖାଡୁଆ ଲାଗୁଥିବ। କାରଣ ନିକଟରେ ଶୁଣିବାକୁ ମିଳିଥିଲା ସେ ତାଙ୍କ ଆଗାମୀ ଫିଲ୍ମ ‘ରାତ୍‌ ଓର ଦନ୍‌’ର ରିମେକ୍‌ ପାଇଁ ୧୦ କୋଟି ଡିମାଣ୍ଡ କରୁଛନ୍ତି। ପୁଣି ଏବେ ମା’ ହେବା କଥାଟା ଶୁଣିଲେ ନିହାତି ଅଡୁଆ ଲାଗିବ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କଥା ହେଉଛି ଐଶ୍‌ଙ୍କୁ ଆଉ […]

Aishwarya-Rai copy

Aishwarya-Rai copy

Rakesh Mallick
  • Published: Tuesday, 09 January 2018
  • Updated: 12 January 2018, 01:32 PM IST

ମୁମ୍ବାଇ: ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍‌ ପୁଣି ମା’ ହେବାକୁ ଯାଉଛନ୍ତି। ନିଜ ପିଲାର ନୁହେଁ, ସରୋଗେଟ୍‌ ମା’ ହେବାକୁ ଯାଉଛନ୍ତି। କଥାଟା କାନକୁ ଅଖାଡୁଆ ଲାଗୁଥିବ। କାରଣ ନିକଟରେ ଶୁଣିବାକୁ ମିଳିଥିଲା ସେ ତାଙ୍କ ଆଗାମୀ ଫିଲ୍ମ ‘ରାତ୍‌ ଓର ଦନ୍‌’ର ରିମେକ୍‌ ପାଇଁ ୧୦ କୋଟି ଡିମାଣ୍ଡ କରୁଛନ୍ତି। ପୁଣି ଏବେ ମା’ ହେବା କଥାଟା ଶୁଣିଲେ ନିହାତି ଅଡୁଆ ଲାଗିବ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କଥା ହେଉଛି ଐଶ୍‌ଙ୍କୁ ଆଉ ଏକ ଫିଲ୍ମର ଅଫର ଆସିଛି। ଫିଲ୍ମର ନାଁ ହେଉଛି ‘ଜାସ୍ମିନ୍‌-ଏକ୍‌ କିରାଏ କି କୋଖ୍‌’। ଫିଲ୍ମଟି ସରୋଗେସି ମଦର ଉପରେ ଆଧାରିତ। ଫିଲ୍ମରେ ଐଶ୍‌ ମୁଖ୍ୟ ଭୂମିକା ତଥା ସରୋଗେଟ୍‌ ମା’ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଗୁଜରାଟ ଓ ରାଜସ୍ଥାନ୍‌ର ପୁଷ୍କରରେ କରାଯିବ।

photoଫିଲ୍ମକୁ ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର ନାରାୟଣ ସିଂହ ଓ ପ୍ରେରଣା ଅରୋଡା ପ୍ରଡ୍ୟୁସ୍‌ କରିବେ। ସିଦ୍ଧାର୍ଥ ଓ ଗରିମା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ।

ଫିଲ୍ମକୁ ନେଇ ନାରାୟଣ କୁହନ୍ତି, “ଏହି କାହାଣୀଟି ଏକ ସତ କାହାଣୀ ଉପରେ ଆଧାରିତ। ଗୁଜରାଟର ଜଣେ ମହିଳା ସନ୍ତାନ ଜନ୍ମ ଦେବାକୁ  ଚାହୁଁ ନଥିଲେ। କିନ୍ତୁ ସେ ଅନ୍ୟ ଜଣଙ୍କ ପାଇଁ ସରୋଗେଟ୍‌ ମା’ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ପରେ  ଛୁଆ ପ୍ରତି ତାଙ୍କର ଭଲ ପାଇବା ଓ ଲୋଭ ଆସିଯାଇଥିଲା। ପରେ ସେ ନିଜ ପିଲା କରିବାକୁ ଚାହିଁଥିଲେ।”

ଏବେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story