ଐଶ୍ୱର୍ଯ୍ୟାଙ୍କ ଉପରେ ଥିଲା ଖରାପ ନଜର; ଏକୁଟିଆ ଭେଟିବାକୁ ଚାହୁଁଥିଲେ

ମୁମ୍ବାଇ: ହଲିଉଡ୍‌ ହେଉ କି ବଲିଉଡ୍‌ ସବୁଠି ଅଭିନେତ୍ରୀମାନେ କାଷ୍ଟିଂ କାଉଚ୍‌ ତଥା ଯୌନଶୋଷଣର ଶିକାର ହୋଇଥାଆନ୍ତି। ସେଥିପାଇଁ ଅନେକ ସମୟରେ ସୋସିଆଲ୍‌ ମିଡ଼ିଆ ଓ ଗଣମାଧ୍ୟମରେ ଅନେକ ଅଭିନେତ୍ରୀ ନ୍ୟାୟ ଭିକ୍ଷା ମଧ୍ୟ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଯୌନଶୋଷଣର ଶିକାର ହେବାରୁ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଚାଲନ୍ତୁ ଜାଣିବା କାହା କବଳରୁ ଓ କେମିତି ରକ୍ଷା ପାଇଥିଲେ ଐଶ୍‌। ଆମେ ଏଠି କହୁଛୁ ହଲିଉଡ୍‌ ପ୍ରଯୋଜକ […]

aish11

aish11

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 11:50 AM IST

Sports

Latest News

ମୁମ୍ବାଇ: ହଲିଉଡ୍‌ ହେଉ କି ବଲିଉଡ୍‌ ସବୁଠି ଅଭିନେତ୍ରୀମାନେ କାଷ୍ଟିଂ କାଉଚ୍‌ ତଥା ଯୌନଶୋଷଣର ଶିକାର ହୋଇଥାଆନ୍ତି। ସେଥିପାଇଁ ଅନେକ ସମୟରେ ସୋସିଆଲ୍‌ ମିଡ଼ିଆ ଓ ଗଣମାଧ୍ୟମରେ ଅନେକ ଅଭିନେତ୍ରୀ ନ୍ୟାୟ ଭିକ୍ଷା ମଧ୍ୟ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଯୌନଶୋଷଣର ଶିକାର ହେବାରୁ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଚାଲନ୍ତୁ ଜାଣିବା କାହା କବଳରୁ ଓ କେମିତି ରକ୍ଷା ପାଇଥିଲେ ଐଶ୍‌।

ଆମେ ଏଠି କହୁଛୁ ହଲିଉଡ୍‌ ପ୍ରଯୋଜକ ହାର୍ଭେ ୱାଇଷ୍ଟିନ୍‌ଙ୍କ ବିଷୟରେ। ହଲିଉଡ୍‌ ଅଭିନେତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗରେ ହାର୍ଭେଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ପୋଲିସ୍‌  ଗିରଫ କରିଛି। ହଲିଉଡ୍‌ର ଅନେକ ଷ୍ଟାର କଳାକାର ସମେତ ପାଖାପାଖି ୫୦ ମହିଳା ତାଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଯୌନଶୋଷଣର ଅଭିଯୋଗ ଆଣିଥିଲେ।

aishharveyହାର୍ଭେଙ୍କ ଖରାପ ନଜରରୁ କେବଳ ହଲିଉଡ୍‌ ନୁହେଁ,  ଭାରତୀୟ ଅଭିନେତ୍ରୀମାନେ ବି ବର୍ତ୍ତି ନାହାନ୍ତି। ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ମଧ୍ୟ ରହିଛି।  ସିମୋନ୍‌ ସେଫିଲ୍ଡ ନାମକ ଜଣେ ମହିଳା କହିଛନ୍ତି ଯେ ହାର୍ଭେ ଐଶ୍ୱର୍ଯ୍ୟାଙ୍କୁ ଏକୁଟିଆ ଦେଖା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ପ୍ରୟାସ କରିଥିଲେ।  ତାଙ୍କର କହିବା ଅନୁଯାୟୀ ହାର୍ଭେ ଅନେକ ଥର ତାଙ୍କୁ ପଚାରିଥିଲେ ଯେ ଐଶ୍ୱର୍ଯ୍ୟାଙ୍କ ସହ ଏକୁଟିଆ ଦେଖା କରିବାକୁ କ’ଣ କରିବାକୁ ହେବ। ହାର୍ଭେ ସିମୋନ୍‌ଙ୍କୁ ଧମକାଇଥିଲେ ମଧ୍ୟ।  ସିମୋନ୍‌ ବୁଝିଯାଇଥିଲେ ଯେ ହାର୍ଭେଙ୍କର ଐଶ୍ୱର୍ଯ୍ୟାଙ୍କ ଉପରେ ଖରାପ ନଜର ଅଛି। କିନ୍ତୁ ସିମୋନ୍‌ ହାର୍ଭେଙ୍କୁ କେବେ ବି ଐଶ୍ୱର୍ଯ୍ୟାଙ୍କୁ ଛୁଇଁବାକୁ ସୁଯୋଗ ଦେଇ ନଥିଲେ। ଐଶ୍ୱର୍ଯ୍ୟା ମଧ୍ୟ ହାର୍ଭେଙ୍କୁ କେବେ ସେମିତି ସୁଯୋଗ ଦେଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story