ଐଶ୍‌ଙ୍କ ଡିମାଣ୍ଡ ଶୁଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ଦିନକୁ ଦିନ ବଲିଉଡ୍‌ ହିରୋଇନ୍‌ ମାନଙ୍କ ଡିମାଣ୍ଡ ଖୁବ୍‌ ବଢିଗଲାଣି। ଗୋଟିଏ ଫିଲ୍ମର ସଫଳତା ପରେ ସେମାନେ ଆହୁରି ଅଧିକ ଆଶା କରୁଛନ୍ତି। ଆଉ ଏହି ଆଶା କାଳ ସାଜୁଛି ପ୍ରଡ୍ୟୁସରଙ୍କ ପାଇଁ। ଆମେ ଆଜି କହୁଛୁ ପୂର୍ବତନ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ। ସେ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜରକୁ ଆସିବେ। ଆଉ ସେହି ଫିଲ୍ମ ପାଇଁ ସେ ଯେତିକି ଫିସ୍‌ ଡିମାଣ୍ଡ କରିଛନ୍ତି ଶୁଣିଲେ ହୋସ୍‌ ଉଡିଯିବ। ‘ୟେ ଦିଲ୍‌ […]

aishwarya-rai

aishwarya-rai

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 03:25 PM IST

Sports

Latest News

ମୁମ୍ବାଇ: ଦିନକୁ ଦିନ ବଲିଉଡ୍‌ ହିରୋଇନ୍‌ ମାନଙ୍କ ଡିମାଣ୍ଡ ଖୁବ୍‌ ବଢିଗଲାଣି। ଗୋଟିଏ ଫିଲ୍ମର ସଫଳତା ପରେ ସେମାନେ ଆହୁରି ଅଧିକ ଆଶା କରୁଛନ୍ତି। ଆଉ ଏହି ଆଶା କାଳ ସାଜୁଛି ପ୍ରଡ୍ୟୁସରଙ୍କ ପାଇଁ। ଆମେ ଆଜି କହୁଛୁ ପୂର୍ବତନ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ। ସେ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜରକୁ ଆସିବେ। ଆଉ ସେହି ଫିଲ୍ମ ପାଇଁ ସେ ଯେତିକି ଫିସ୍‌ ଡିମାଣ୍ଡ କରିଛନ୍ତି ଶୁଣିଲେ ହୋସ୍‌ ଉଡିଯିବ।

‘ୟେ ଦିଲ୍‌ ହୈ ମୁସ୍‌କିଲ୍‌’ ସୁପରହିଟ୍‌ ହେବା ପରେ ଏବେ ଐଶ୍ୱର୍ଯ୍ୟାଙ୍କ ଡିମାଣ୍ଡ ଖୁବ୍‌ ବଢିଯାଇଛି। ଖୁବ୍‌ଶୀଘ୍ର ଐଶ୍‌  ୧୯୬୭ ମସିହାର ନିର୍ମୀତ ଫିଲ୍ମ ‘ରାତ ଔର ଦିନ’ର ରିମେକ୍‌ରେ ନଜର ଆସିବେ। ସେଥିରେ ସେ ଡବଲ ରୋଲ କରିବେ। କୁହାଯାଉଛି କି ସେହି ଫିଲ୍ମ ପାଇଁ ସେ ୧୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି। ଏହି ଡିମାଣ୍ଡକୁ ତାଙ୍କ ପ୍ରଡ୍ୟୁସର ମାନି ବି ନେଇଛନ୍ତି।

ଐଶ୍ୱର୍ଯ୍ୟାଙ୍କ ପରି ଦୀପିକା ଓ ପ୍ରିୟଙ୍କାଙ୍କ ମଧ୍ୟ ଡିମାଣ୍ଡ ଆକାଶ ଛୁଆଁ। କିନ୍ତୁ ସେମାନଙ୍କ ଫିସ୍‌ ବଢିବା ପଛର ବଡ କାରଣ ହେଉଛି ସେମାନଙ୍କ ସଫଳତା। ଦୁହେଁ ବଲିଉଡ୍‌ ସହ ହଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ସେଥିପାଇଁ ତାଙ୍କର ଅଧିକ ଡିମାଣ୍ଡ। କିନ୍ତୁ ଐଶ୍ ଏବେ ନମ୍ବର ୱାନ୍‌ ଅଭିନେତ୍ରୀ ଭିତରେ ନାହାନ୍ତି। ତେଣୁ ତାଙ୍କ ଡିମାଣ୍ଡରେ ଆଶ୍ଚର୍ଯ୍ୟ କଲାଭଳି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story