ଶ୍ୱଶୁରଙ୍କ ପରେ ଟିଭିରେ ଆସିବେ ବୋହୂ: ଐଶ୍ୱର୍ଯ୍ୟାଙ୍କୁ ରିଆଲିଟି ଶୋର ଅଫର୍

ମୁମ୍ବାଇ-ବର୍ଷକୁ ଥରେ ଦୁଇଥର ନୁହେଁ। ଏବେ ପ୍ରତି ସପ୍ତାହରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ପାରିବେ ଦର୍ଶକ। ବଡ଼ ପରଦା ନୁହେଁ ଘରେ ବସି ଟିଭି ପରଦାରେ ଦେଖି ପାରିବେ ଆପଣଙ୍କ ପୂର୍ବତନ ମିସ୍ ୱାର୍ଲଡଙ୍କୁ। ଶ୍ୱଶୁରଙ୍କ ପରେ ଏବେ ବୋହୂ ଆସୁଛନ୍ତି ଛୋଟ ପରଦାକୁ। ବଲିଉଡ୍ ବିୟୁଟିଙ୍କୁ ଷ୍ଟାରପ୍ଲସ୍ ଏକ ମେଗା ରିଆଲିଟି ଶୋ ପାଇଁ ପ୍ଳାନ୍ କରିଛି। ନାଁ ରହିଛି ଦିଲ୍ ହୈ ହିନ୍ଦୁସ୍ତାନୀ।  ବଲିଉଡ ପରେ ଏବେ ଟିଭି ଦୁନିୟାରେ ମିସ୍ ୱାର୍ଲଡ୍ ଦେଖାଇବେ ତାଙ୍କର […]

AISHWARIYA 12

AISHWARIYA 12

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 08:07 PM IST

Sports

Latest News

ମୁମ୍ବାଇ-ବର୍ଷକୁ ଥରେ ଦୁଇଥର ନୁହେଁ। ଏବେ ପ୍ରତି ସପ୍ତାହରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ପାରିବେ ଦର୍ଶକ। ବଡ଼ ପରଦା ନୁହେଁ ଘରେ ବସି ଟିଭି ପରଦାରେ ଦେଖି ପାରିବେ ଆପଣଙ୍କ ପୂର୍ବତନ ମିସ୍ ୱାର୍ଲଡଙ୍କୁ। ଶ୍ୱଶୁରଙ୍କ ପରେ ଏବେ ବୋହୂ ଆସୁଛନ୍ତି ଛୋଟ ପରଦାକୁ।

ବଲିଉଡ୍ ବିୟୁଟିଙ୍କୁ ଷ୍ଟାରପ୍ଲସ୍ ଏକ ମେଗା ରିଆଲିଟି ଶୋ ପାଇଁ ପ୍ଳାନ୍ କରିଛି। ନାଁ ରହିଛି ଦିଲ୍ ହୈ ହିନ୍ଦୁସ୍ତାନୀ।  ବଲିଉଡ ପରେ ଏବେ ଟିଭି ଦୁନିୟାରେ ମିସ୍ ୱାର୍ଲଡ୍ ଦେଖାଇବେ ତାଙ୍କର ଜଲୱା ।

ସୂଚନା ଅନୂଯାୟୀ ଷ୍ଟାରପ୍ଲସରେ ପ୍ରସାରଣ ଅପେକ୍ଷାରେ ଥିବା ‘ଦୀଲ୍ଲ ହୈ ହୀନ୍ଦୁସ୍ଥାନୀ ’ ଶୋରେ ଜଜ୍ ଭାବେ ଯୋଗ ଦେବାକୁ ଅଫର୍ ମିଳିଛି ଏହି ବଚ୍ଚନ ବୋହୂଙ୍କୁ। ସେ ଏହି ଶୋରେ ପଞ୍ଚମ ଜଜ୍ ଭାବେ ଯୋଗ ଦେବେ। ପ୍ରଥମରୁ ଏହି ଜଜ୍ ପ୍ୟାନେଲ୍‌ରେ କରନ୍ ଜୋହର, ଶେଖର ରଭଜିଆନୀ, ବାଦଶାହ ଏବଂ ଶାଲମଲି ଖୋଲଗଡେ ସାଇନ୍ କରି ସାରିଛନ୍ତି। ଐଶ୍ୱର୍ଯ୍ୟାଙ୍କୁ ମନେଇବାକୁ କରନ କସରତ ଆରମ୍ଭ କରି ଦେଇଥିବା ଜଣା ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos