କାନ୍‌ସର କେନ୍ଦ୍ରବିନ୍ଦୁ ପାଲଟିଲେ ବଚ୍ଚନ ବୋହୂ: ଜଲୱା ଦେଖି ସ୍ୱାମୀ ବି କଲେ ତାରିଫ୍‌

ମୁମ୍ବାଇ: କାନ୍‌ସ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ନୀଳ ନୟନା ଐଶ୍ୱଯ୍ୟା ରାୟ ବଚ୍ଚନ ଦେଖାଇଛନ୍ତି ନିଜର ଜଲୱା। ଐଶ୍ୱର୍ଯ୍ୟାଙ୍କୁ  ରେଡ୍‌ କାର୍ପେଟ୍‌ରେ ସିଣ୍ଡ୍ରଲା ଲୁକରେ ଦେଖିବାକୁ ମିଳିଥିଲା। ନୀଳ ନୟନାଙ୍କର ଏହି ଲୁକ୍‌କୁ ଦେଖି ସ୍ୱାମୀ ଅଭିଷେକ ବଚ୍ଚନଙ୍କ ହୋସ୍‌ ଉଡିଯାଇଥିଲା। ଫେଷ୍ଟିଭାଲରେ ସମସ୍ତଙ୍କ ଆକର୍ଷଣର ବିନ୍ଦୁ ପାଲଟିଥିଲେ ଐଶ୍ୱଯ୍ୟା । ସମସ୍ତଙ୍କ ନଜର ଥିଲା ତାଙ୍କ ଗାଉନ ଉପରେ। ଐଶ୍ୱଯ୍ୟାଙ୍କର ଏହି ଲୁକକୁ ଅଭିଷେକ ମଧ୍ୟ ପ୍ରଂଶସା କରିଛନ୍ତି। ଅଭିଷେକ ଐଶ୍ୱଯ୍ୟାଙ୍କର ଫଟୋକୁ ନିଜର […]

aishwarya _

aishwarya _

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 03:09 PM IST

Sports

Latest News

ମୁମ୍ବାଇ: କାନ୍‌ସ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ନୀଳ ନୟନା ଐଶ୍ୱଯ୍ୟା ରାୟ ବଚ୍ଚନ ଦେଖାଇଛନ୍ତି ନିଜର ଜଲୱା। ଐଶ୍ୱର୍ଯ୍ୟାଙ୍କୁ  ରେଡ୍‌ କାର୍ପେଟ୍‌ରେ ସିଣ୍ଡ୍ରଲା ଲୁକରେ ଦେଖିବାକୁ ମିଳିଥିଲା। ନୀଳ ନୟନାଙ୍କର ଏହି ଲୁକ୍‌କୁ ଦେଖି ସ୍ୱାମୀ ଅଭିଷେକ ବଚ୍ଚନଙ୍କ ହୋସ୍‌ ଉଡିଯାଇଥିଲା। ଫେଷ୍ଟିଭାଲରେ ସମସ୍ତଙ୍କ ଆକର୍ଷଣର ବିନ୍ଦୁ ପାଲଟିଥିଲେ ଐଶ୍ୱଯ୍ୟା । ସମସ୍ତଙ୍କ ନଜର ଥିଲା ତାଙ୍କ ଗାଉନ ଉପରେ। ଐଶ୍ୱଯ୍ୟାଙ୍କର ଏହି ଲୁକକୁ ଅଭିଷେକ ମଧ୍ୟ ପ୍ରଂଶସା କରିଛନ୍ତି।

ଅଭିଷେକ ଐଶ୍ୱଯ୍ୟାଙ୍କର ଫଟୋକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଲେଖିଛନ୍ତି, ମୋର ଏହି ଫଟୋ ବହୁତ ପସନ୍ଦ। ଫଟୋରେ ଯେ ଅଛନ୍ତି ବିୟୁଟି କୁଲ ଲେଡି।

କାନ୍ସ ଫେଷ୍ଟିଭାଲରେ ଐଶ୍ୱଯ୍ୟା ଲାଇଟ୍‌ ଗ୍ରୀନ୍‌ର ଗାଉନ ପିନ୍ଧିଥିଲେ। ଗାଉନଟି ଟ୍ରାନସପେରେଣ୍ଟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos