ସର୍ବସମ୍ମୁଖରେ ଫୁଙ୍ଗୁଳା ହୋଇ ବୁଲିଲେ ଝିଅ, ଦୃଶ୍ୟ ଦେଖି ଲଜ୍ଜିତ ହେଲେ ବାପା ଅଜୟ ଦେବଗନ

ମୁମ୍ବାଇ: ବାପା ଆଗରେ ଝିଅର ନଖରାମୀ ସୀମା ଟପିଗଲା। ଝିଅର ଉଦଣ୍ଡ ଆଚରଣ ଦେଖି ଲଜ୍ଜିତ ହେଲେ ବାପା। ବୁଲି ଯାଇଥିବା ସ୍ଥାନକୁ ଭରପୂର ଉପଭୋଗ ପାଇଁ ଉନ୍ମତ୍ତ ଅବସ୍ଥାରେ ବୁଲିଲେ ଝିଅ। ଏମିତିକି ଶରୀରରୁ ଡ୍ରେସ ଉତାରି ସର୍ବସମ୍ମୁଖରେ ଫୁଙ୍ଗଳା ହୋଇ ବୁଲିଲେ ସେ। ପାଖରେ ନିଜ ବାପା ମା ଥିଲେ ବି ଜମାରୁ ଖାତିରି କରିନ ଥିଲେ। ଯାହାକୁ ଦେଖି ବାପା ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ଏକ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇଥିବା […]

878855 copy

878855 copy

Rakesh Mallick
  • Published: Monday, 08 January 2018
  • Updated: 08 January 2018, 01:29 PM IST

ମୁମ୍ବାଇ: ବାପା ଆଗରେ ଝିଅର ନଖରାମୀ ସୀମା ଟପିଗଲା। ଝିଅର ଉଦଣ୍ଡ ଆଚରଣ ଦେଖି ଲଜ୍ଜିତ ହେଲେ ବାପା। ବୁଲି ଯାଇଥିବା ସ୍ଥାନକୁ ଭରପୂର ଉପଭୋଗ ପାଇଁ ଉନ୍ମତ୍ତ ଅବସ୍ଥାରେ ବୁଲିଲେ ଝିଅ। ଏମିତିକି ଶରୀରରୁ ଡ୍ରେସ ଉତାରି ସର୍ବସମ୍ମୁଖରେ ଫୁଙ୍ଗଳା ହୋଇ ବୁଲିଲେ ସେ। ପାଖରେ ନିଜ ବାପା ମା ଥିଲେ ବି ଜମାରୁ ଖାତିରି କରିନ ଥିଲେ। ଯାହାକୁ ଦେଖି ବାପା ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ଏକ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇଥିବା ବେଳେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ନ୍ୟାସାଙ୍କ ଏମିତି କିଛି ଆଚରଣ ଆଶ୍ଚର୍ଯ୍ୟଜନ ଥିଲା।

ଅଜୟଙ୍କ  ଝିଅ ହେଉଛନ୍ତି ନ୍ୟାସା ଓ ପୁଅ ୟୁଗ। ଝିଅ ନ୍ୟାସା ବର୍ତ୍ତମାନ ସୁଇଜରଲ୍ୟାଣ୍ଡରେ ପାଠ ପଢୁଛନ୍ତି। କାଜଲ ନିଜ ଝିଅକୁ ବଲିଉଡ୍‌ରେ ସଫଳ ଅଭିନେତ୍ରୀ ଭାବେ ଦେଖିବାକୁ ଇଚ୍ଛା ରଖିଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନ୍ୟାସା ଏବେଠୁ ବୋଲ୍ଡ୍‌ ସିନ୍‌ ଦେବା ଆରମ୍ଭ କରିସାରିଲେଣି।

ଖବର ଅନୁସାରେ ଅଜୟଙ୍କ ପରିବାର ମଲଦୀପରେ ଛୁଟି କାଟିବାକୁ ଯାଇଥିବା ବେଳେ ଅଜୟଙ୍କ ଗେହ୍ଲି ସେଠାରେ ହଟ୍‌ ଅନ୍ଦାଜ୍‌ରେ ବିକିନିରେ ନଜର ଆସିଥିଲେ। କାଜୋଲ ମଧ୍ୟ ବିକିନିରେ ନଜର ଆସିବା ବେଳେ ନ୍ୟାସା ତାଙ୍କ ବିକିନି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଝିଅର ଉତ୍ସୃଙ୍ଖଳ ରୂପ ଦେଖି ଚିନ୍ତିତ ହୋଇପଡ଼ିଛନ୍ତି ବାପା ଅଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story