କାଜଲଙ୍କୁ ଝଟକା, ତାଙ୍କ ସହ ଫିଲ୍ମ କରିବାକୁ ମନା କରିଦେଲେ ଅଜୟ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ କାଜଲଙ୍କୁ ବଲିଉଡ୍‌ର ପରଫେକ୍ଟ ରିୟଲ ଲାଇଫ୍‌ କପଲଙ୍କ ଭିତରେ ଗଣାଯାଏ।  ଅନ୍ ସ୍କ୍ରିନରେ ମଧ୍ୟ ସେମାନେ କମାଲ ଦେଖାଇ ସାରିଛନ୍ତି। କିନ୍ତୁ ନିକଟରେ କାଜଲଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବାକୁ ଅଜୟ ମନା କରିଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ଅଜୟଙ୍କ ଏଭଳି ନିଷ୍ପତ୍ତି ପଛର କାରଣ କ’ଣ। ବିବାହ ପୂର୍ବରୁ ଅଜୟ ଓ କାଜଲ ଅନେକ ଫିଲ୍ମ କରିଛନ୍ତି ଯାହାକୁ ଦର୍ଶକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। କିନ୍ତୁ […]

ajay

ajay

Rakesh Mallick
  • Published: Friday, 10 November 2017
  • Updated: 10 November 2017, 11:06 PM IST

Sports

Latest News

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ କାଜଲଙ୍କୁ ବଲିଉଡ୍‌ର ପରଫେକ୍ଟ ରିୟଲ ଲାଇଫ୍‌ କପଲଙ୍କ ଭିତରେ ଗଣାଯାଏ।  ଅନ୍ ସ୍କ୍ରିନରେ ମଧ୍ୟ ସେମାନେ କମାଲ ଦେଖାଇ ସାରିଛନ୍ତି। କିନ୍ତୁ ନିକଟରେ କାଜଲଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବାକୁ ଅଜୟ ମନା କରିଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ଅଜୟଙ୍କ ଏଭଳି ନିଷ୍ପତ୍ତି ପଛର କାରଣ କ’ଣ।

ବିବାହ ପୂର୍ବରୁ ଅଜୟ ଓ କାଜଲ ଅନେକ ଫିଲ୍ମ କରିଛନ୍ତି ଯାହାକୁ ଦର୍ଶକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। କିନ୍ତୁ ବିବାହ ପରେ ଦୁହିଁଙ୍କ ଫିଲ୍ମ ବେଶୀ ହିଟ୍‌  ହୋଇନି। ତେଣୁ ଅନେକ ସମୟ ହୋଇଗଲାଣି ଦୁହେଁ ଏକାଠି କୌଣସି ପ୍ରୋଜେକ୍ଟରେ କାମ କରିନାହାଁନ୍ତି। ଖବର ମୁତାବକ ଅଜୟ କାଜଲଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ  ମନା କରିଛନ୍ତି। କାରଣ ହେଉଛି ଅଜୟଙ୍କର ନିକଟରେ ‘ଗୋଲମାଲ ଏଗେନ’ ରିଲିଜ ହୋଇଥିଲା ଯାହା ସୁପରହିଟ୍‌ ହୋଇଛି। ତେଣୁ ସେ ଏବେ କିଛି ହିଟ୍‌ ମସଲା ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ କାଜଲଙ୍କ ସହ ଫିଲ୍ମ କରିବା ପାଇଁ ମନା କରିଦେଇଛନ୍ତି।

ଅଜୟ ଓ କାଜଲ ବିବାହ ପରେ ‘ଟୁନ୍‌ପୁର କା ସୁପର ହୀରୋ’, ‘ୟୁ ମି ଓର ହମ୍‌’ ଓ ‘ରାଜୁ ଚାଚା’ ରେ ଫିଲ୍ମରେ ଏକାଠି ନଜ ଆସିଥିଲେ। କିନ୍ତୁ ସେହି ଫିଲ୍ମ ଗୁଡ଼ିକ ବକ୍ସଅଫିସ୍‌ରେ କମାଲ ଦେଖାଇ ପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story