ପୁଅ ବାହାଘରରେ ଅଣ୍ଟା ହଲାଇଲେ ଅମ୍ବାନୀ ପତ୍ନୀ ନୀତା, ଦେଖନ୍ତୁ ରାଜକୀୟ ବିବାହର କିଛି ଝଲକ୍

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁଅ ଅକାଶଙ୍କର ଆଜି ହେଉଛି ବାହାଘର। ଆକାଶଙ୍କର ଜୀବନସାଥୀ ହୋଇଛନ୍ତି ତାଙ୍କ ପିଲାଦିନର ବାନ୍ଧବୀ ଶ୍ଲୋକା ମେହେଟ୍ଟା। ବଧୂବେଶରେ ସଜେଇ ହୋଇଛନ୍ତି ଶ୍ଲୋକା। ଆଉ ବରବେଶରେ ରାଜକୁମାର ଭଳି ଲାଗୁଛନ୍ତି ଆକାଶ। ନାଚ, ଗୀତ, ଉତ୍ସାହ ଉଦ୍ଦୀପନା ମଧ୍ୟରେ ସାଜସଜାରୁ ବାରି ହେଉଛି ଭାରତୀୟ ପରମ୍ପରା ଓ ସଂସ୍କୃତିର ଝଲକ। ରାଜକୀୟ ଢଙ୍ଗରେ ହେଉଥିବା ଏହି ବିବାହ ଉତ୍ସବକୁ ଦେଶ ବିଦେଶରୁ ଆସିଛନ୍ତି ଅତିଥି। ଧୂମଧାମରେ ଆୟୋଜିତ ହୋଇଥିବା ଏହି […]

amb-9

amb-9

Tapas Behera
  • Published: Saturday, 09 March 2019
  • Updated: 09 March 2019, 09:50 PM IST

Sports

Latest News

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁଅ ଅକାଶଙ୍କର ଆଜି ହେଉଛି ବାହାଘର। ଆକାଶଙ୍କର ଜୀବନସାଥୀ ହୋଇଛନ୍ତି ତାଙ୍କ ପିଲାଦିନର ବାନ୍ଧବୀ ଶ୍ଲୋକା ମେହେଟ୍ଟା। ବଧୂବେଶରେ ସଜେଇ ହୋଇଛନ୍ତି ଶ୍ଲୋକା। ଆଉ ବରବେଶରେ ରାଜକୁମାର ଭଳି ଲାଗୁଛନ୍ତି ଆକାଶ। ନାଚ, ଗୀତ, ଉତ୍ସାହ ଉଦ୍ଦୀପନା ମଧ୍ୟରେ ସାଜସଜାରୁ ବାରି ହେଉଛି ଭାରତୀୟ ପରମ୍ପରା ଓ ସଂସ୍କୃତିର ଝଲକ। ରାଜକୀୟ ଢଙ୍ଗରେ ହେଉଥିବା ଏହି ବିବାହ ଉତ୍ସବକୁ ଦେଶ ବିଦେଶରୁ ଆସିଛନ୍ତି ଅତିଥି। ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ସିନେକଳାକାର, ଶିଳ୍ପପତି ଓ ସେଲେବ୍ରେଟମାନେ ସାମିଲ ହୋଇଛନ୍ତି । ବିବାହ ଉତ୍ସବରେ ରଙ୍ଗିନ୍‌ ହୋଇ ଉଠିଛି ମୁକେଶଙ୍କ ଆଣ୍ଟିଲିଆ। ନାଚଗୀତରେ ଦୁଲୁକୁଛି ପରିବେଶ। ଏହି ହାଇପ୍ରୋଫାଇଲ ମ୍ୟାରେଜରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ନାଚଗୀତରେ ମସଗୁଲ ଥିବା ଦୃଶ୍ୟ ଆସିଛି। ଏହି ରୟାଲ୍‌ ସେରିମନିରେ ଶାହରୁଖ ଖାନ୍, ଐଶ୍ୱର୍ଯ୍ୟା, ଅଭିଶେକ, ପ୍ରିୟଙ୍କା, ସଚିନ ତେନ୍ଦୁଲକର, ରତନ ଟଟା, ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ସହ ବହୁ ନାମିଦାମି ଅତିଥି ସାମିଲ ହୋଇଥିଲେ। ଦେଖନ୍ତୁ କିଛି ଝଲକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story