ଆକାଶ ଅମ୍ବାନୀଙ୍କ ବ୍ୟାଚଲର ପାର୍ଟିରେ ବଲିଉଡ, ହଲିଉଡ ସେଲିବ୍ରିଟିଙ୍କ ଜଲୱା

ମୁମ୍ବାଇ: ବିଶିଷ୍ଟ ଶିଲ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶଙ୍କ ବିବାହକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆକାଶ ଓ ଶ୍ଲୋକା ମେହେଟ୍ଟା ଆସନ୍ତା ମାର୍ଚ୍ଚ ୯ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ଆରମ୍ଭ ହୋଇଯାଇଛି ତାଙ୍କ ପ୍ରିୱେଡିଂ ସେଲେବ୍ରେଶନ୍। https://twitter.com/movie_pedia_in/status/1100805745623261184 ସ୍ୱିଜରଲ୍ୟାଣ୍ଡର St Moritzରେ ପ୍ରି ୱେଡ଼ିଂ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଗ୍ରାଣ୍ଡ ପାର୍ଟିରେ ସାମିଲ ହୋଇଥିଲେ ପ୍ରାୟ ୮୫୦ ଲୋକ। ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ସମେତ ବଡ଼ ବଡ଼ […]

ambani

ambani

Chinmayee Roy
  • Published: Friday, 01 March 2019
  • Updated: 01 March 2019, 01:25 PM IST

Sports

Latest News

ମୁମ୍ବାଇ: ବିଶିଷ୍ଟ ଶିଲ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶଙ୍କ ବିବାହକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆକାଶ ଓ ଶ୍ଲୋକା ମେହେଟ୍ଟା ଆସନ୍ତା ମାର୍ଚ୍ଚ ୯ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ଆରମ୍ଭ ହୋଇଯାଇଛି ତାଙ୍କ ପ୍ରିୱେଡିଂ ସେଲେବ୍ରେଶନ୍।

https://twitter.com/movie_pedia_in/status/1100805745623261184

ସ୍ୱିଜରଲ୍ୟାଣ୍ଡର St Moritzରେ ପ୍ରି ୱେଡ଼ିଂ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଗ୍ରାଣ୍ଡ ପାର୍ଟିରେ ସାମିଲ ହୋଇଥିଲେ ପ୍ରାୟ ୮୫୦ ଲୋକ। ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ସମେତ ବଡ଼ ବଡ଼ ବିଜିନେସ୍‌ ମ୍ୟାନ୍‌ ସାମିଲ ହୋଇଥିଲେ ଏହି ପାର୍ଟିରେ।  ବଲିଉଡର ଟ୍ରେଣ୍ଡିଂ କପଲ୍‌ ଆଲିଆ ଭଟ୍ଟ-ରଣବୀର କପୁର ଓ ଅର୍ଜୁନ କପୁର-ମଲାଇକା ଅରୋରାଙ୍କ ସମେତ ଶାହାରୁଖ ଖାନ୍, ଆମୀର ଖାନ୍, କରଣ ଜୋହର, ଜ୍ୟାକଲିନ୍‌ ଫର୍ଣ୍ଣାନ୍‌ଡେଜ୍, ବିଦ୍ୟା ବାଲନ୍‌, ଆଦିତ୍ୟ ରାୟ କପୁର, ପ୍ରିୟଙ୍କା ଚୋପ୍ରା, କରିସ୍ମା କପୁର, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ୟୁବରାଜ ସିଂହ, ହରବଚନ ସିଂହଙ୍କ ପରି ଅନେକ ସେଲେବ୍ରିଟି ସାମିଲ ହୋଇଥିଲେ। ପାର୍ଟିର ଥିମ୍‌ ରଖାଯାଇଥିଲା ‘ୱିଣ୍ଟର ୱଣ୍ଡର ଲ୍ୟାଣ୍ଡ’।  ଏକ ଭିଡିଓରେ ଆକାଶ-ଶ୍ଲୋକାଙ୍କ ସମେତ ପୁରା ଅମ୍ୱାନୀ ପରିବାର ବଲିଉଡ ଷ୍ଟାରଙ୍କ ସହ ବଲିଉଡ ଗୀତରେ ଝୁମିଥିବା ଦେଖିବାକୁ ମିଳିଛି। ପାର୍ଟିକୁ ଆହୁରି ଆକର୍ଷଣୀୟ କରିଥିଲା ହଲିଉଡ ଗାୟକ କୋଲ୍ଡପ୍ଲେ ଓ ଚେନସ୍ମୋକର୍ସଙ୍କ ଧମାକାଦାର ପର୍ଫମାନ୍ସ।

https://www.instagram.com/p/BuXzIkEjCcp/?utm_source=ig_web_copy_link

https://www.instagram.com/p/BuX76xVAbZK/?utm_source=ig_web_copy_link

ଗତବର୍ଷ ମୁକେଶଙ୍କ ଝିଅ ଈଶା ଅମ୍ବାନୀଙ୍କ ବାହାଘର ରାଜକୀୟ ଢଙ୍ଗରେ ସରିଥିବାବେଳେ ଆକାଶଙ୍କ ବାହାଘର ବି ବଡ଼ ଧୁମଧାମରେ କରାଯିବ ବୋଲି ସୂଚନା ମିଳିଛି।  ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇ ସାରିଛି। ୯ ତାରିଖ ଦିନ ୩ଟା ୩୦ରେ ବର ବାହାରି ସନ୍ଧ୍ୟା ୭ଟା ସୁଦ୍ଧା ଜିଓ ୱର୍ଲ୍ଡ ସେଣ୍ଟରଠାରେ ପହଞ୍ଚିବ।  ସେହିଠାରେ ହିଁ ବାହାଘର ସମ୍ପନ୍ନ ହେବ।  ୧୦ ତାରିଖ ବାହାଘରର ଉତ୍ସବ ପାଳନ ହେବ।  ମାର୍ଚ୍ଚ ୧୧ରେ ଅମ୍ବାନୀ ଓ ମେହେଟ୍ଟା ପରିବାର ଜିଓ ୱର୍ଲ୍ଡ ସେଣ୍ଟରରେ ରିସେପସନ୍‌ ପାର୍ଟି ଦେବେ। ଏହି ପାର୍ଟିରେ ଭଭୟ ପକ୍ଷଙ୍କ ପରିବାରବର୍ଗ, ସମ୍ପର୍କୀୟଙ୍କ ସମେତ  ବହୁ ନାମିଦାମି ଅତିଥି ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story