ବାପା ନମ୍ବରୀ ବେଟା ଦଶ୍‌ ନମ୍ବରୀ: ବଲିଉଡ୍‌ ବିୟୁଟିଙ୍କ ପ୍ରେମରେ ଅମ୍ବାନୀ ପୁଅ !

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ କିଏ ବା ନ ଜାଣେ।  ନିଜର ରଙ୍ଗୀନ ଜୀବନଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ପତ୍ନୀ ନିତାଙ୍କୁ ଜନ୍ମ ଦିନରେ ପ୍ରାଇଭେଟ ଜେଟ୍‌ ଉପହାର ଦେଇ ଚର୍ଚ୍ଚିତ ହୋଇଥିଲେ। ତେବେ ବାପାଙ୍କ ରଙ୍ଗୀନ ସୌକକୁ ଟପି ଯାଇଛନ୍ତି ପୁଅ ଆକାଶ। ଭାରତର ଏହି ଧନୀଘର ପୁଅ ଆକାଶଙ୍କ ସୌକ ବିଷୟରେ ଆସନ୍ତୁ ଜାଣିବା। ଛୋଟ ଥିବା ବେଳେ ଆକାଶଙ୍କୁ ମା’ ନିତା ସ୍କୁଲ ପକେଟ ଖର୍ଚ୍ଚ ବାବଦକୁ ମାତ୍ର […]

katrina

katrina

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 06:50 PM IST

Sports

Latest News

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ କିଏ ବା ନ ଜାଣେ।  ନିଜର ରଙ୍ଗୀନ ଜୀବନଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ପତ୍ନୀ ନିତାଙ୍କୁ ଜନ୍ମ ଦିନରେ ପ୍ରାଇଭେଟ ଜେଟ୍‌ ଉପହାର ଦେଇ ଚର୍ଚ୍ଚିତ ହୋଇଥିଲେ। ତେବେ ବାପାଙ୍କ ରଙ୍ଗୀନ ସୌକକୁ ଟପି ଯାଇଛନ୍ତି ପୁଅ ଆକାଶ। ଭାରତର ଏହି ଧନୀଘର ପୁଅ ଆକାଶଙ୍କ ସୌକ ବିଷୟରେ ଆସନ୍ତୁ ଜାଣିବା।

ଛୋଟ ଥିବା ବେଳେ ଆକାଶଙ୍କୁ ମା’ ନିତା ସ୍କୁଲ ପକେଟ ଖର୍ଚ୍ଚ ବାବଦକୁ ମାତ୍ର ୫ଟଙ୍କା ଦେଉଥିଲେ ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ସାଧାରଣତଃ ବଡ ଘରର ପିଲା ମାନେ ସ୍କୁଲକୁ କାରରେ ଯିବା ଆସିବା କରିଥାନ୍ତି। ତେବେ ଆକାଶଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ ଭିନ୍ନ। ସାଧାରଣ ପିଲାଙ୍କ ପରି ସେ ବସ୍‌ରେ ସ୍କୁଲକୁ ଯାଉଥିଲେ।

ସ୍କୁଲରୁ ପାସ ହୋଇ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବା ପରେ ବେଶ୍ ସୌଖୀନ ପ୍ରିୟ ହୋଇଯାଇଥିଲେ ଆକାଶ। ତାଙ୍କର ପ୍ରଥମ ସୌକ ଥିଲା ଖାଇବା। ସେଥିପାଇଁ ତାଙ୍କ ଓଜନ ମଧ୍ୟ ବହୁତ ବଢିଯାଇଥିଲା। ଆକାଶଙ୍କର ଅନ୍ୟ ଏକ ସୌକ ହେଲା ମହାଙ୍ଗା ଗାଡି କିଣିବା । ଦୁନିଆର ସବୁଠାରୁ ମୂଲ୍ୟବାନ ଗାଡ଼ି ଶୋଭା ପାଉଛି ଆକାଶଙ୍କ ଗ୍ୟାରେଜରେ।

ଅନ୍ୟ ଏକ ଘଟଣା ଯାହା ଏବେ ଆକାଶଙ୍କୁ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ। ଆକାଶଙ୍କ ଲଭ୍‌ ଲାଇଫ ବିଷୟରେ ଆପଣ ଶୁଣିଲେ ତାଜୁବ ହେବେ।  ବଲିଉଡ଼ ସୁନ୍ଦରୀ କ୍ୟାଟ୍ରିନାଙ୍କ ପ୍ରେମରେ ଆକାଶ ପଡିଥିବା ଗସିପ୍‌ ଆରମ୍ଭ ହୋଇଯାଇଛି । ହଟ୍ କ୍ୟାଟ୍ରିନା ଆକାଶଙ୍କ ଠାରୁ ୮ ବର୍ଷ ବଡ ହୋଇଥିଲେ ମଧ୍ୟ ଭଲପାଇବା ଏମାନଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛି ବୋଲି ଚର୍ଚ୍ଚା ଚାଲିଛି।

ତେବେ ସବୁଠାରୁ ବଡ଼ କଥା ହେଲା ଏ ସବୁ ସୌକ ଭିତରେ ସେ ଛାଡିନାହାନ୍ତି ନିଜର ଫ୍ୟାମିଲି ବିଜନେସ୍। ଆମେ ବ୍ୟବହାର କରୁଥିବା ଲୋକପ୍ରିୟ ଜିଓର ମୁଖ୍ୟ କାର୍ପେଟଦାର ହେଉଛନ୍ତି ଆକାଶ।

Courtesy-dainik posts

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story