ସୁପରଷ୍ଟାର କମଲ ହସନ୍‌ଙ୍କ ଝିଅର ଅଶ୍ଲୀଳ ଫଟୋ ଲିକ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ତାମିଲ୍ ସୁପରଷ୍ଟାର କମଲ ହାସନଙ୍କ ଝିଅଙ୍କ ଅଶ୍ଲୀଳ ଫଟୋ ଲିକ୍‌ ହୋଇଛି। ସୋଶାଲ ମିଡିଆରେ ଘୂରିବୁଲୁଛି ନଗ୍ନ ଫଟୋ। ହଁ କଥାଟା ସତ। କମଲଙ୍କ ଝିଅ ଅକ୍ଷରାଙ୍କ କିଛି ପ୍ରାଇଭେଟ୍‌ ଫଟୋ ଏବେ ଘୁରିବୁଲୁଛି ମୋବାଇଲରୁ ମୋବାଇଲ୍‌। ଏହି ଭାଇରାଲ ଫଟୋକୁ ନେଇ ସେ ଏବେ ଚର୍ଚ୍ଚାରେ। ଏଯାଏଁ ଫଟୋଟିକୁ ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଏପଟେ ଅକ୍ଷରା ଟ୍ୱିଟ୍‌ କରି ନିଜର ଦୁଃଖ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ମୋର କିଛି ପ୍ରାଇଭେଟ୍‌ ଫଟୋ ଲିକ୍‌ […]

4

4

Chinmayee Roy
  • Published: Saturday, 10 November 2018
  • Updated: 10 November 2018, 07:27 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ତାମିଲ୍ ସୁପରଷ୍ଟାର କମଲ ହାସନଙ୍କ ଝିଅଙ୍କ ଅଶ୍ଲୀଳ ଫଟୋ ଲିକ୍‌ ହୋଇଛି। ସୋଶାଲ ମିଡିଆରେ ଘୂରିବୁଲୁଛି ନଗ୍ନ ଫଟୋ।

ହଁ କଥାଟା ସତ। କମଲଙ୍କ ଝିଅ ଅକ୍ଷରାଙ୍କ କିଛି ପ୍ରାଇଭେଟ୍‌ ଫଟୋ ଏବେ ଘୁରିବୁଲୁଛି ମୋବାଇଲରୁ ମୋବାଇଲ୍‌। ଏହି ଭାଇରାଲ ଫଟୋକୁ ନେଇ ସେ ଏବେ ଚର୍ଚ୍ଚାରେ। ଏଯାଏଁ ଫଟୋଟିକୁ ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ଏପଟେ ଅକ୍ଷରା ଟ୍ୱିଟ୍‌ କରି ନିଜର ଦୁଃଖ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ମୋର କିଛି ପ୍ରାଇଭେଟ୍‌ ଫଟୋ ଲିକ୍‌ କରାଯାଇଛି। ଏମିତି କିଏ ଓ କାହିଁକି କଲା ତାହା ମୁଁ ଏଯାଏ ଜାଣିପାରୁ ନାହିଁ। ଏହି ଘଟଣା ମୋତେ ଅନେକ ଆଘାତ ଦେଇଛି। ମୁଁ ଅତ୍ୟନ୍ତ ମର୍ମାହତ।’

ପ୍ରାଇଭେଟ୍‌ ଫଟୋ ଲିକ୍‌ ହୋଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ଅକ୍ଷରା ପ୍ରଥମ ନୁହଁନ୍ତି। ଏହାପୂର୍ବରୁ ଅଭିନେତ୍ରୀ ଏମି ଜ୍ୟାକ୍‌ସନ୍‌ଙ୍କର ଫୋନ୍‌ ହ୍ୟାକ୍‌ ହୋଇଥିଲା। ସେଥିରୁ ତାଙ୍କ ପ୍ରଇଭେଟ୍‌ ଫଟୋଗୁଡ଼ିକ ଲିକ୍‌ ହୋଇଥିଲା।

ଅକ୍ଷରା ତମିଲ ସୁପରଷ୍ଟାରଙ୍କ ଘରେ ଜନ୍ମ ନେଇଛନ୍ତି ସତ କିନ୍ତୁ ସେ ନିଜ ଅଭିନୟର କମାଲ ଦେଖାଇଛନ୍ତି ବଲିଉଡ୍‌ରେ। ସେ ପୁଣି ଅମିତାଭ ବଚ୍ଚନ ଓ ଧନୁ‌ଷ୍‌ଙ୍କ ଭଳି କଳାକାରଙ୍କ ସହ ଅଭିନୟ କରି। ଅକ୍ଷରା ୨୦୧୫ରେ ଫିଲ୍ମ ‘ଶମିତାଭ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story