୯୦୦ କିଲୋମିଟର ଚାଲି ଅକ୍ଷୟ କୁମାରଙ୍କୁ ଦେଖା କଲେ ଯୁବକ

ମୁମ୍ୱାଇ: ସାରା ବିଶ୍ୱରେ ବଲିଉଡ୍‌ ଷ୍ଟାରଙ୍କର ଫ୍ୟାନ୍‌ ବା ପ୍ରଶଂସକ ଅଛନ୍ତି। ଅନେକ ସମୟରେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ ଫ୍ୟାନ୍‌ମାନେ ଅଜବ ପ୍ରକାରର ମାଧ୍ୟମ ଆପଣାଇଥିବା ଆପଣ ଦେଖିଥିବେ। ଠିକ୍‌ ଏପରି କିଛି ଘଟଣା ଅକ୍ଷୟ କୁମାରଙ୍କ ସହିତ ହୋଇଛି। ଅକ୍ଷୟଙ୍କୁ ଦେଖା କରିବା ପାଇଁ ତାଙ୍କର ଜଣେ ଫ୍ୟାନ୍‌ ୯୦୦ କିଲୋମିଟର ଚାଲି ଚାଲି ଆସି ତାଙ୍କ ଘରେ ପହଞ୍ଚିଛନ୍ତି। ଆଉ ଏହାର ଏକ […]

akk

akk

Puspanjali Panda
  • Published: Sunday, 01 September 2019
  • Updated: 01 September 2019, 04:37 PM IST

Sports

Latest News

ମୁମ୍ୱାଇ: ସାରା ବିଶ୍ୱରେ ବଲିଉଡ୍‌ ଷ୍ଟାରଙ୍କର ଫ୍ୟାନ୍‌ ବା ପ୍ରଶଂସକ ଅଛନ୍ତି। ଅନେକ ସମୟରେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ ଫ୍ୟାନ୍‌ମାନେ ଅଜବ ପ୍ରକାରର ମାଧ୍ୟମ ଆପଣାଇଥିବା ଆପଣ ଦେଖିଥିବେ। ଠିକ୍‌ ଏପରି କିଛି ଘଟଣା ଅକ୍ଷୟ କୁମାରଙ୍କ ସହିତ ହୋଇଛି।

ଅକ୍ଷୟଙ୍କୁ ଦେଖା କରିବା ପାଇଁ ତାଙ୍କର ଜଣେ ଫ୍ୟାନ୍‌ ୯୦୦ କିଲୋମିଟର ଚାଲି ଚାଲି ଆସି ତାଙ୍କ ଘରେ ପହଞ୍ଚିଛନ୍ତି। ଆଉ ଏହାର ଏକ ଭିଡିଓ ଅକ୍ଷୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଶେଆର୍‌ କରିଛନ୍ତି। ଏହି ଫ୍ୟାନ୍‌ ଜଣକ ହେଉଛନ୍ତି ପ୍ରଭାତ। ଆଜି ପ୍ରଭାତଙ୍କ ସହିତ ଏକ ଭିଡିଓ ଶୁଟ୍‌ କରି ଅକ୍ଷୟ ସମସ୍ତଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି।

ଦ୍ୱାରିକାରୁ ମୁମ୍ୱାଇ ପର୍ଯ୍ୟନ୍ତ ୯୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପାଇଁ ପ୍ରଭାତଙ୍କୁ ୧୮ ଦିନ ସମୟ ଲାଗିଥିଲା। ଭିଡିଓରେ ପ୍ରଭାତ କହିଛନ୍ତି, ‘ଦୈନିକ ସେ ୫୦ କିଲୋମିଟର ଚାଲୁଥିଲେ। ସୁସ୍ଥ ଓ ଫିଟ୍‌ ରହିବା ପାଇଁ ଅକ୍ଷୟ କୁମାରଙ୍କ ପରି ସେ ସମସ୍ତଙ୍କୁ ପ୍ରେରଣା ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଚାଲି ଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ।’

https://www.instagram.com/tv/B13DpzInb32/?utm_source=ig_web_copy_link

ଭିଡିଓରେ ଅକ୍ଷୟ ପ୍ରଭାତଙ୍କୁ ପ୍ରଶ୍ନ କରିଥିଲେ, ‘ତୁମେ କିପରି ଜାଣିଲ ଯେ ମୁଁ ରବିବାର ଫ୍ରି ଅଛି ଏବଂ ତୁମକୁ ଦେଖା କରିପାରିବି ?’ ଏହାର ଉତ୍ତରରେ ପ୍ରଭାତ କହିଥିଲେ, ‘ସାର୍‌ ମୁଁ ଆପଣଙ୍କର ଫ୍ୟାନ୍‌। ଆପଣଙ୍କ ବିଷୟରେ ମୋତେ ସବୁ ଜଣାଅଛି। ରବିବାର ଆପଣ ଘରେ ରୁହନ୍ତି ବୋଲି ମୋତେ ଜଣା। ରବିବାର ଆପଣଙ୍କୁ ଦେଖା କରିବି ବୋଲି ମୁଁ ଶନିବାର ରାତିରେ ମଧ୍ୟ ଚାଲୁଥିଲି। ବର୍ଷାରେ ଓଦା ହୋଇଗଲି, କିନ୍ତୁ ଆପଣଙ୍କୁ ଦେଖା କରିବା ପାଇଁ ଚାଲୁଥିଲି।’

ଅକ୍ଷୟ କୁମାର ତାଙ୍କର ଏହି ଫ୍ୟାନ୍‌ଙ୍କ ଫଟୋକୁ ଶେଆର୍‌ କରି ଲେଖିଛନ୍ତି, ‘ଫ୍ୟାନ୍‌ଙ୍କ ସହିତ ଏପରି ଦେଖା ହୋଇଥିବାରୁ ମୁଁ କୃତଜ୍ଞ। ଏସବୁ ଜିନିଷ ମୋତେ ଖୁସି ଦେଉଛି ସତ, କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏପରି କାର୍ଯ୍ୟ କରନ୍ତୁ ନାହିଁ। ନିଜର ସମୟ ଓ ଶକ୍ତିକୁ ଜୀବନରେ କିଛି ଭଲ କରିବା ପାଇଁ ଉପଯୋଗ କରନ୍ତୁ। ଏହା ସହ ପ୍ରଭାତଙ୍କୁ ବହୁତ ଶୁଭକାମନା ଜଣାଉଛି।’

ଅକ୍ଷୟ କୁମାର ବର୍ତ୍ତମାନ ‘ଲକ୍ଷ୍ମୀ ବମ୍ୱ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ତାଙ୍କ ସହିତ କିଆରା ଆଡ୍‌ଭାନୀ ଅଭିନୟ କରିଛନ୍ତି। ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ ବକ୍ସ ଅଫିସରେ ଭଲ କଲେକ୍ସନ୍‌ କରିଥିଲା।

https://www.instagram.com/p/B13EasAHw2T/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story