ଟ୍ୱିଙ୍କଲ୍‌ଙ୍କ କିସ୍‌ ସିନ୍‌ ଦେଖି କ’ଣ କହିଲେ ଆରବ?

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଯୋଡ଼ି ଓ ସୁଖି ପରିବାର କହିଲେ ଅକ୍ଷୟ କୁମାରଙ୍କ ପରିବାରକୁ ବୁଝାଯାଏ। ଅକ୍ଷୟ, ଟ୍ୱିଙ୍କଲ ଓ ତାଙ୍କ ପୁଅ ଆରବଙ୍କ ମଧ୍ୟରେ ଖୁବ୍‌ ଭଲ ବଣ୍ଡିଂ ଦେଖିବାକୁ ମିଳେ। ସେମାନେ ପରସ୍ପର ଭିତରେ ସମସ୍ତ କଥା ସେୟାର କରନ୍ତି। ଏମିତିକି ଅକ୍ଷୟଙ୍କ କହିବା ଅନୁସାରେ ତାଙ୍କ ଆଗାମୀ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’ ରିଲିଜ୍‌ ପୂର୍ବରୁ ଏହି ସବୁ ସଂପର୍କରେ ସମସ୍ତ କଥା ଟ୍ୱିଙ୍କଲ ନିଜ ପୁଅ ସହ ସେୟାର କରିଥିଲେ। ଏସବୁ  ନିଜ ଘରେ […]

twinkle

twinkle

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 10:35 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଯୋଡ଼ି ଓ ସୁଖି ପରିବାର କହିଲେ ଅକ୍ଷୟ କୁମାରଙ୍କ ପରିବାରକୁ ବୁଝାଯାଏ। ଅକ୍ଷୟ, ଟ୍ୱିଙ୍କଲ ଓ ତାଙ୍କ ପୁଅ ଆରବଙ୍କ ମଧ୍ୟରେ ଖୁବ୍‌ ଭଲ ବଣ୍ଡିଂ ଦେଖିବାକୁ ମିଳେ। ସେମାନେ ପରସ୍ପର ଭିତରେ ସମସ୍ତ କଥା ସେୟାର କରନ୍ତି। ଏମିତିକି ଅକ୍ଷୟଙ୍କ କହିବା ଅନୁସାରେ ତାଙ୍କ ଆଗାମୀ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’ ରିଲିଜ୍‌ ପୂର୍ବରୁ ଏହି ସବୁ ସଂପର୍କରେ ସମସ୍ତ କଥା ଟ୍ୱିଙ୍କଲ ନିଜ ପୁଅ ସହ ସେୟାର କରିଥିଲେ। ଏସବୁ  ନିଜ ଘରେ ସେମାନେ ଖୋଲିକି ବି କଥା ହୋଇଥାନ୍ତି। ଆରବ ନିଜ ବାପା, ମା’ଙ୍କର ପ୍ରାୟ ସମସ୍ତ ଫିଲ୍ମ ଦେଖନ୍ତି ଓ ତା’ ଉପରେ ନିଜ ପ୍ରତିକ୍ରିୟା ଦିଅନ୍ତି। ଥରେ ଟ୍ୱିଙ୍କଲଙ୍କ କିସ୍‌ ସିନ୍‌ ଦେଖି ତାଙ୍କ ପୁଅ କିଭଳି ରିଆକ୍‌ସନ୍‌ ଥଲା ଆସନ୍ତୁ ଜାଣିବା।

ଏକ ସାକ୍ଷତକାରରେ ଟ୍ୱିଙ୍କଲ କହିଥିଲେ, ‘‘ମୋ ପୁଅ ଖୁବ୍‌ ଦୁଷ୍ଟ, ତେଣୁ ମୁଁ ଚାହେଁ ନାହିଁ ସେ ମୋ ଫିଲ୍ମର କିସ୍‌ ସିନ୍‌ ଦେଖୁ। କିନ୍ତୁ ସେ ୧୯୯୬ରେ ଆସିଥିବା ଫିଲ୍ମ ‘ଜାନ୍‌’ର କିସ୍‌ ସିନ୍‌କୁ ବାରମ୍ବାର ଦେଖନ୍ତି। ସେ ତାକୁ ଦେଖିବା ପରେ ମତେ ଖୁବ୍‌ ଥଟ୍ଟା କରୁଥିଲେ।  ଥଟ୍ଟା ଏତେ ବଢି ଯାଇଥିଲା ଯେ ମୋ ଜନ୍ମଦିନରେ ସେହି ଫଟୋକୁ କୋଲାଜ କରି ଦେଖେଇଥିଲେ।’’ ଏବେ ଅକ୍ଷୟ ଓ ଟ୍ୱିଙ୍କଲ ଫ୍ରେବୃଆରୀ ୯ରେ ରିଲିଜ୍‌ ହେବାକୁ ଥିବା ‘ପ୍ୟାଡ୍‌ମ୍ୟାନ୍‌’ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story