କମେଡି ଫ୍ଲୋରରେ ଅକ୍ଷୟ କୁମାର

ମୁମ୍ବାଇ: ୮ ବର୍ଷ ପରେ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫଟର ଚ୍ୟାଲେଞ୍ଜ’ ଆରମ୍ଭ ହେବାକୁ ଯାଉଛି। ଆୟୋଜକ ଏହି ଶୋ’ରେ ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କୁ ନେବାକୁ ଚାହୁଁଛନ୍ତି। ଅକ୍ଷୟ ରାଜି ହେଲେ ଶୋ’ରେ ଜଜ୍‌ ହେବେ।

ଅକ୍ଷୟ ଏହା ପୂର୍ବରୁ ‘ଡେୟର ୨ ଡ୍ୟାନ୍ସ’ ଶୋ’ରେ ଜଜ୍‌ ଦାୟିତ୍ୱ ତୁଲାଇ ସାରିଛନ୍ତି। ତେବେ ପ୍ରଥମ ଥର ପାଇଁ ସେ କୌଣସି କମେଡି ଶୋ’ରେ ନଜରକୁ ଆସିବେ।

ସୌଜନ୍ୟ: ଆଜ୍‌ତକ୍‌

ଫଟୋ ସୌଜନ୍ୟ: ଆଜ୍‌ତକ୍‌