ରାଗିଗଲେ ଖିଲାଡ଼ି ଷ୍ଟାର: କହିଲେ ନେଇଯାଅ ପୁରସ୍କାର

ଜାତୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦୀୟ ହୋଇଥିବା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବେ ମୁହଁ ଖୋଲିଛନ୍ତି। ମୁମ୍ବାଇର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେ ପାଇଥିବା  ପୁରସ୍କାର ଉପରେ କାହିଁକି ଏତେ ଆଲୋଚନା ହେଉଛି ବୋଲି ପ୍ରଶ୍ନ ଉଠାଇଥିଲେ।  ୨୬ ବର୍ଷ ଚଳଚ୍ଚିତ୍ରରେ କାମ କରିବା ପରେ ତାଙ୍କୁ ଏହି ସମ୍ମାନଜନ୍ନକ ପୁରସ୍କାର ମିଳିଛି। ଯଦି ସେମିତି କାହାର କିଛି ଅସୁବିଧା ହେଉଛି ତେବେ ପୁରସ୍କାର ଫେରାଇ ନିଆଯାଉ ବୋଲି କହିଛନ୍ତି ଅକ୍ଷୟ। ଚଳିତବର୍ଷ […]

akshay-kumar-rustom-1

akshay-kumar-rustom-1

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 10:35 AM IST

Sports

Latest News

ଜାତୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦୀୟ ହୋଇଥିବା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବେ ମୁହଁ ଖୋଲିଛନ୍ତି। ମୁମ୍ବାଇର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେ ପାଇଥିବା  ପୁରସ୍କାର ଉପରେ କାହିଁକି ଏତେ ଆଲୋଚନା ହେଉଛି ବୋଲି ପ୍ରଶ୍ନ ଉଠାଇଥିଲେ।  ୨୬ ବର୍ଷ ଚଳଚ୍ଚିତ୍ରରେ କାମ କରିବା ପରେ ତାଙ୍କୁ ଏହି ସମ୍ମାନଜନ୍ନକ ପୁରସ୍କାର ମିଳିଛି। ଯଦି ସେମିତି କାହାର କିଛି ଅସୁବିଧା ହେଉଛି ତେବେ ପୁରସ୍କାର ଫେରାଇ ନିଆଯାଉ ବୋଲି କହିଛନ୍ତି ଅକ୍ଷୟ।

ଚଳିତବର୍ଷ ଅକ୍ଷୟ କୁମାରଙ୍କୁ ରୁସ୍ତମ ଚଳଚ୍ଚିତ୍ର ପାଇଁ ବେଷ୍ଟ ଆକ୍ଟର ପୁରସ୍କାର ମିଳିଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା  ଏଥିପାଇଁ ଅକ୍ଷୟ ସୋସିଆଲ ମିଡ଼ିଆରେ ବିରୋଧର ସମ୍ମୁଖୀନ ହୋଇଥିଲେ । ଅମୀର ଖାନ୍‌ଙ୍କ  “ଦଙ୍ଗଲ” ଚଳଚ୍ଚିତ୍ର “ରୁସ୍ତମ” ଚଳଚ୍ଚିତ୍ରଠାରୁ ଅଧିକ ଦମଦାର ବୋଲି ସମାଲୋଚକମାନେ ମତ ରଖିଥିଲେ। ତେଣୁ ଅକ୍ଷୟଙ୍କ ବଦଳରେ ଅମୀର ଖାନ୍‌ଙ୍କୁ କାହିଁକି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ଅକ୍ଷକ୍ଷ ଖପ୍ପା ହୋଇଛନ୍ତି। ଏପରିକି ପୁରସ୍କାର ଫେରେଇ ନେବାକୁ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story