ସଙ୍କଟରେ କପିଲ ଶର୍ମା ‘ଶୋ’: ଆଉଜଣେ ପ୍ରସିଦ୍ଧ କମେଡିଆନ ଅଲ୍ଲି ଅସଗର୍‌ କପିଲଙ୍କୁ କହିଲେ ବାଏ ବାଏ

ପ୍ରସିଦ୍ଧ କମେଡିଆନ ଅଲ୍ଲି ଅସଗର୍‌ କପିଲ୍‌ ଶର୍ମା ‘ଶୋ’ ଛାଡିବେ। ସେ ନୂଆ କମେଡି  ‘ଶୋ’ ତ୍ରିଦେବୀଆନ୍‌ରେ ଯୋଗ ଦେବା ପାଇଁ ନିସ୍ପତି ନେଇଛନ୍ତି । ସୁନିଲ ଗ୍ରୋଭରଙ୍କୁ କପିଲ ଶର୍ମା ଦୁର୍ବ୍ୟହାର ଘଟଣାରେ ଜଣକ ପରେ ଜଣେ ଏହି  ‘ଶୋ’ ଛାଡିବାକୁ ନିସ୍ପତି ନେଉଛନ୍ତି। ପ୍ରଥମେ ସୁନିଲ ଗ୍ରୋଭର, ପରେ ପ୍ରୀତି ସିମୋଜ୍‌, ଚନ୍ଦନ ପ୍ରଭାକର ଓ ଏବେ ଅଲ୍ଲି ଅସଗର୍‌ ‘ଶୋ’ ଛାଡିବା ପାଇଁ ନିସ୍ପତି ନେଇଛନ୍ତି । ଫଳରେ କମେଡି ନାଇଟ୍ ୱିଥ୍‌ […]

aliasgar-dadi-comedy

aliasgar-dadi-comedy

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:58 PM IST

Sports

Latest News

ପ୍ରସିଦ୍ଧ କମେଡିଆନ ଅଲ୍ଲି ଅସଗର୍‌ କପିଲ୍‌ ଶର୍ମା ଶୋ ଛାଡିବେ। ସେ ନୂଆ କମେଡି  ଶୋ ତ୍ରିଦେବୀଆନ୍‌ରେ ଯୋଗ ଦେବା ପାଇଁ ନିସ୍ପତି ନେଇଛନ୍ତି ।

ସୁନିଲ ଗ୍ରୋଭରଙ୍କୁ କପିଲ ଶର୍ମା ଦୁର୍ବ୍ୟହାର ଘଟଣାରେ ଜଣକ ପରେ ଜଣେ ଏହି  ଶୋ ଛାଡିବାକୁ ନିସ୍ପତି ନେଉଛନ୍ତି। ପ୍ରଥମେ ସୁନିଲ ଗ୍ରୋଭର, ପରେ ପ୍ରୀତି ସିମୋଜ୍‌, ଚନ୍ଦନ ପ୍ରଭାକର ଓ ଏବେ ଅଲ୍ଲି ଅସଗର୍‌ ଶୋ ଛାଡିବା ପାଇଁ ନିସ୍ପତି ନେଇଛନ୍ତି । ଫଳରେ କମେଡି ନାଇଟ୍ ୱିଥ୍‌ କପିଲ୍‌ ଶର୍ମା ଶୋର ଲୋକପ୍ରିୟତାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି।

କମେଡି ନାଇଟ୍‌ ୱିଥ୍‌ କପିଲ୍‌ ଶୋ କରି ରାତାରାତି ଷ୍ଟାର ପାଲଟି ଯାଇଥିବା କପିଲ ବିଭିନ୍ନ ସମୟରେ ସହ-ଅଭିନେତା ଓ ଅଭିନେତ୍ରୀଙ୍କ ସହ ଦୁର୍ବ୍ୟହାର କରୁଥିବା ଘଟଣା ସମ୍ମାନାକୁ ଆସିଥିଲା। ତାଙ୍କର ଦୁର୍ବ୍ୟହାର ସହିନପାରି ଏବେ ଏହିଶୋ ଛାଡିବାକୁ ପସନ୍ଦ କରୁଛନ୍ତି ତାଙ୍କସହ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ। ନିଜର ଅଭିନୟ ଯାଦୁରେ କୋଟିକୋଟି ଲୋକଙ୍କ ହୃଦୟ ଜିତୁଥିବା ଅଲ୍ଲି ଏବେ ତ୍ରିଦେବୀଆନ୍‌ରେ ନିଜ ଯାଦୁ ଦେଖାଇବେ । ଯେଉଁଥିରେ ସେ ଜଣେ ଅଦିବାସୀ ମହିଳା ଚରିତ୍ରରେ ଦର୍ଶକଙ୍କୁ ହସେଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story