ରଣବୀରଙ୍କ ପରିବାର ସହ ନୂଆବର୍ଷ ସେଲିବ୍ରେସନ୍‌ କଲେ ଆଲିଆ

ମୁମ୍ବାଇ:ଏକାଠି ନୂଆବର୍ଷ ପାଳନ କରିଛନ୍ତି ଆଲିଆ-ରଣବୀର। ନ୍ୟୁୟର୍କରେ ରଣବୀରଙ୍କ ପରିବାରଙ୍କ ସହ ଆଲିଆ ନୂଆବର୍ଷ ସେଲିବ୍ରେସନ୍‌ କରିଛନ୍ତି। ମଙ୍ଗଳବାର ରଣବୀରଙ୍କ ମା’ ନିତୁ ସିଂ ସୋଶାଲ୍‌ ମିଡିଆରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଆଲିଆ,ରଣବୀର ଏବଂ ତାଙ୍କ ପୂରା ପରିବାର ଏକାଠି ନଜର ଆସିଛନ୍ତି। ଡିନର ଟେବୁଲ୍‌ରେ ପୂରା ପରିବାର ଏକାଠି ଡିନର କରୁଥିବା ଦୃଶ୍ୟ ରହିଛି। ନିତୁଙ୍କ ଝିଅ ରିଦ୍ଧିମା ଏବଂ ଜ୍ୱାଇଁ ଭରତ ସାହନି ଏହି ସେଲିବ୍ରେସନ୍‌ରେ ଯୋଗ ଦେଇଥିବା  ଦେଖିବାକୁ ମିଳିଛି। […]

ali

ali

Biswobandita Swain
  • Published: Thursday, 03 January 2019
  • Updated: 03 January 2019, 08:17 PM IST

Sports

Latest News

ମୁମ୍ବାଇ:ଏକାଠି ନୂଆବର୍ଷ ପାଳନ କରିଛନ୍ତି ଆଲିଆ-ରଣବୀର। ନ୍ୟୁୟର୍କରେ ରଣବୀରଙ୍କ ପରିବାରଙ୍କ ସହ ଆଲିଆ ନୂଆବର୍ଷ ସେଲିବ୍ରେସନ୍‌ କରିଛନ୍ତି। ମଙ୍ଗଳବାର ରଣବୀରଙ୍କ ମା’ ନିତୁ ସିଂ ସୋଶାଲ୍‌ ମିଡିଆରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଆଲିଆ,ରଣବୀର ଏବଂ ତାଙ୍କ ପୂରା ପରିବାର ଏକାଠି ନଜର ଆସିଛନ୍ତି।
ଡିନର ଟେବୁଲ୍‌ରେ ପୂରା ପରିବାର ଏକାଠି ଡିନର କରୁଥିବା ଦୃଶ୍ୟ ରହିଛି। ନିତୁଙ୍କ ଝିଅ ରିଦ୍ଧିମା ଏବଂ ଜ୍ୱାଇଁ ଭରତ ସାହନି ଏହି ସେଲିବ୍ରେସନ୍‌ରେ ଯୋଗ ଦେଇଥିବା  ଦେଖିବାକୁ ମିଳିଛି।
ନିକଟରେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ନ୍ୟୁୟୋର୍କ ଯାଇଥିଲେ। ନୀତୁ ଏହି ଫଟୋର କ୍ୟାପସନ୍‌ରେ ଋଷି କପୁରଙ୍କ ସୁସ୍ଥ ଜୀବନର କାମନା କରିବା ସହ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଚଳିତବର୍ଷ ପାଇଁ କିଛି ସଂକଳ୍ପ ନୁହେଁ କେବଳ ଶୁଭକାମନା ଏବଂ ପ୍ରଦୂଷଣ କମ୍‌ ହେବା ସହ ଆଗାମୀ ଦିନରେ କ୍ୟାନ୍‌ସର କେବଳ ଏକ ରାଶିର ଚିହ୍ନ ହୋଇ ରହିଯାଉ  ବୋଲି ପ୍ରାର୍ଥନା କରିଛନ୍ତି।
ସେପଟେ ଋଷି କପୁର କାଦର ଖାନ୍‌ଙ୍କ ନିଧନରେ ଶୋକପ୍ରକାଶ କରିଛନ୍ତି। ଏକ ଭିଡ଼ିଓ ଶେଆର କରି ସେ କାଦର ଖାନ୍‌ଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି କହିଛନ୍ତି। ତାଙ୍କ ସହ ସମ୍ପର୍କ ବହୁତ ଭଲ ଥିଲା ତାଙ୍କଠୁ ଅନେକ କିଛି ଶିଖିବାକୁ ପାଇଲି ଏବଂ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେଉ ବୋଲି କହିଛନ୍ତି ଋଷି କପୁର।

ସୂଚନାଯୋଗ୍ୟ ଯେ,ଆୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶନା ତଥା କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରୁ ରଣବୀର ଏବଂ ଆଲିଆଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। କିଛିଦିନ ହେବ ଦୁହିଁଙ୍କୁ ସବୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story