ମୁମ୍ବାଇ: ବଲିଉଡ୍ର ଅଭିନେତ୍ରୀମାନେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଭିନ୍ନ ଷ୍ଟାଇଲ୍ର ପୋଷାକ ପିନ୍ଧିଥା’ନ୍ତି। ସେହି ଅଭିନେତ୍ରୀଙ୍କ ମଧ୍ୟରୁ ମହେଶ ଭଟ୍ଟଙ୍କ ଲାଡଲୀ ଆଲିଆ ଭଟ୍ଟ ଜଣେ। ଅନେକ ବୋଲ୍ଡ ପୋଷାକରେ ଆମେ ତାଙ୍କୁ ଦେଖିଛନ୍ତି।
ଗତକାଲି ରାତିରେ ଆଲିଆ ଦୁବାଇରେ ଜିଆର୮ ବୁମେନ ଆୱାର୍ଡ ପାର୍ଟିକୁ ଏକ ଲାଲ ରଙ୍ଗର ଗାଉନ୍ ପିନ୍ଧି ଯାଇଥିଲେ। ଲାଲ ଗାଉନ୍ରେ ଭାରି ଭଲ ଦେଖାଯାଉଥିଲେ ଆଲିଆ। ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ। ତେବେ ନଜର ତାଙ୍କ ଗାଉନ୍ ଉପରେ ନ ଥିଲା। ଥିଲା ଗାଉନ୍ରୁ ଫୁଟି ଦେଖାଯାଉଥିବା ବ୍ରା ଷ୍ଟ୍ରେପ୍।
ଆଲିଆ ଲାଲ ରଙ୍ଗର ଗାଉନ୍ ସହ ଓଠରେ ଲାଲରଙ୍ଗର ଲିପ୍ଷ୍ଟିକ୍ ଲଗାଇଥିଲେ। ଏହି ବେଶରେ ଆଲିଆ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମ୍ ପେଜ୍ରେ ମଧ୍ୟ ପୋଷ୍ଟ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।