ୟୁଟ୍ୟୁବ୍‌ ଚ୍ୟାନେଲ୍ ଲଞ୍ଚ୍‌ କଲେ ଆଲିଆ: ଗୋଟିଏ ଦିନରେ ୭୪ ହଜାର ସବ୍‌ସ୍କ୍ରାଇବର୍

ମୁମ୍ବାଇ: ମହେଶ ଭଟ୍ଟ ତନୟା ଆଲିଆ ଭଟ୍ଟ ଏବେ ବଲିଉଡର ଆଗ ଧାଡିର ନାୟିକେ। ସେ ଅତି କମ୍‌ ବୟସରେ ସଫଳତାର ସ୍ୱାଦ ଚାଖି ପାରିଛନ୍ତି। ଆଲିଆ  ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି।  ପ୍ରାୟ ସବୁବେଳେ ଫ୍ୟାନ୍ସଙ୍କ ପାଇଁ ନିଜର ଗ୍ଲାମରସ୍‌ ଫଟୋ ଓ ଭିଡିଓ ଶୋସାଲ୍‌ ମିଡିଆରେ ଶେଆର କରନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ୱିଟର୍‌ରେ ନିଜର ଗ୍ଲାମର ଯୋଗୁ ଚର୍ଚ୍ଚା ସାଉଁଟିବା ପରେ ଏବେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି ଆଲିଆ। ଏହି ଚ୍ୟାନେଲ୍‌ […]

alia

alia

Chinmayee Roy
  • Published: Thursday, 27 June 2019
  • Updated: 27 June 2019, 02:51 PM IST

Sports

Latest News

ମୁମ୍ବାଇ: ମହେଶ ଭଟ୍ଟ ତନୟା ଆଲିଆ ଭଟ୍ଟ ଏବେ ବଲିଉଡର ଆଗ ଧାଡିର ନାୟିକେ। ସେ ଅତି କମ୍‌ ବୟସରେ ସଫଳତାର ସ୍ୱାଦ ଚାଖି ପାରିଛନ୍ତି। ଆଲିଆ  ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି।  ପ୍ରାୟ ସବୁବେଳେ ଫ୍ୟାନ୍ସଙ୍କ ପାଇଁ ନିଜର ଗ୍ଲାମରସ୍‌ ଫଟୋ ଓ ଭିଡିଓ ଶୋସାଲ୍‌ ମିଡିଆରେ ଶେଆର କରନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ୱିଟର୍‌ରେ ନିଜର ଗ୍ଲାମର ଯୋଗୁ ଚର୍ଚ୍ଚା ସାଉଁଟିବା ପରେ ଏବେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି ଆଲିଆ। ଏହି ଚ୍ୟାନେଲ୍‌ ଜରିଆରେ ଆଲିଆ ଫ୍ୟାନ୍ସଙ୍କ ସହ ନିଜର ଫ୍ୟାଶନ୍‌, ମେକଅପ୍‌ ଓ ଫିଟ୍‌ନେସ୍‌ ଟିପ୍ସ ଓ ସୁଟିଂ ସେଟ୍‌ର ପରଦା ପଛର ଘଟଣା ଶେଆର କରିବେ। ଗତ ୨୫ ତାରିଖରେ ଲଞ୍ଚ୍‌ ହେବା ପରେ ମାତ୍ର ଗୋଟିଏ ଦିନ ଭିତରେ ଆଲିଆଙ୍କ ୟୁଟ୍ୟୁବ୍‌ ଚ୍ୟାନେଲକୁ ପାଖାପାଖି ୭୪ ହଜାର ଲୋକ ସବସ୍କ୍ରାଇବ୍‌ କରିସାରିଲେଣି।

https://twitter.com/aliaa08/status/1143755719369297920

ସୂଚନା ମୁତାବକ ଆଲି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଫ୍ୟାନ୍ସମାନଙ୍କୁ ଅବଗତ କରାଇବାକୁ ଚାହୁଁଛନ୍ତି। ଆଲିଆଙ୍କୁ ସବୁବେଳେ ନୂଆ ନୂଆ ଜିନିଷ କରିବାକୁ ଭଲଲାଗେ।  ସେଥିପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ୱିଟର୍‌ ପରେ ଏବେ ୟୁଟ୍ୟୁବରେ ଆକ୍ଟିଭ ରହିବାକୁ ଚାହୁଁଛନ୍ତି। ଏ ନେଇ ସେ ଟ୍ୱିଟର୍‌ରେ ଏକ ଭିଡିଓ ଶେଆର କରିଥିଲେ। ଯାହାକୁ ଏବେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ମଧ୍ୟ ଅପଲୋଡ କରାଯାଇଛି। ଏହାକୁ ଏବେ ଯାଏଁ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ୱାର୍କଫ୍ରଣ୍ଟ କଥା କହିଲେ ଆଲିଆ ଏବେ ଆୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ତାଙ୍କ ରିୟଲ ଲାଇଫ୍‌ ବୟଫ୍ରେଣ୍ଡ ରଣବୀର କପୁର। ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ।

https://youtu.be/Z49RmLgxkX8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story