ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି ଆଲିଆଙ୍କ ସିଙ୍ଗିଙ୍ଗ ଭିଡିଓ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା କିଛି ନା କିଛି କାରଣ ପାଇଁ ସବୁବେଳେ ଲାଇମ ଲାଇଟ୍‌ରେ ରହିଥାନ୍ତି। ଗତ କିଛି ଦିନ ହେବ ରଣବୀର କପୁରଙ୍କ ସହ  ପ୍ରେମ ସମ୍ପର୍କକୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ଆଉ ଏବେ ଆଲିଆଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। ଏବେ କିନ୍ତୁ ଚର୍ଚ୍ଚା ତାଙ୍କ ରିଲେଶନସିପ୍‌କୁ ନେଇ ନୁହେଁ, ଚର୍ଚ୍ଚା ହେଉଛି ଆଲିଆଙ୍କର ଏକ ଭାଇରାଲ୍‌ ଭିଡିଓକୁ ନେଇ। ସୋଶାଲ ମିଡିଆରେ ଆଲିଆ ଭଟ୍ଟଙ୍କର ଏକ ଭିଡିଓ […]

alia

alia

Chinmayee Roy
  • Published: Monday, 18 March 2019
  • Updated: 18 March 2019, 03:12 PM IST

Sports

Latest News

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା କିଛି ନା କିଛି କାରଣ ପାଇଁ ସବୁବେଳେ ଲାଇମ ଲାଇଟ୍‌ରେ ରହିଥାନ୍ତି। ଗତ କିଛି ଦିନ ହେବ ରଣବୀର କପୁରଙ୍କ ସହ  ପ୍ରେମ ସମ୍ପର୍କକୁ ନେଇ ସେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ଆଉ ଏବେ ଆଲିଆଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। ଏବେ କିନ୍ତୁ ଚର୍ଚ୍ଚା ତାଙ୍କ ରିଲେଶନସିପ୍‌କୁ ନେଇ ନୁହେଁ, ଚର୍ଚ୍ଚା ହେଉଛି ଆଲିଆଙ୍କର ଏକ ଭାଇରାଲ୍‌ ଭିଡିଓକୁ ନେଇ।

ସୋଶାଲ ମିଡିଆରେ ଆଲିଆ ଭଟ୍ଟଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଆଲିଆ, ଲୋକପ୍ରିୟ ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନଙ୍କ ସହ ଗୀତ ଗାଉଥିବା ନଜର ଆସିଛି। ଭିଡିଓରେ ଆଲିଆ ନିଜ ଫିଲ୍ମ ‘ରାଜି’ର ସୁପର୍ ହିଟ୍ ଗୀତ ‘ଏ ୱତନ୍’ ଗାଉଛନ୍ତି। ଆଉ ଏଥିରେ ତାଙ୍କ ସାଥ ଦେଇଛନ୍ତି ଶଙ୍କର ମହାଦେବନ୍। ଏହା ଏକ ମ୍ୟୁଜିକାଲ୍‌ ରିୟାଲିଟି ଶୋ’ର ଦୃଶ୍ୟ। ଆଲିଆଙ୍କ ଗୀତକୁ ସେଠାରେ ସମସ୍ତେ ପସନ୍ଦ କରିଥିଲେ। ବଲିଉଡ ପ୍ଲେବ୍ୟାକ୍‌ ସିଙ୍ଗର ମୋନାଲି ଠାକୁର୍‌ ଆଲିଆଙ୍କ ଗୀତରେ ଖୁସି ହୋଇ ଭିଡିଓରେ ତାଳି ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଆଲିଆ ଭଟ୍ଟଙ୍କୁ ଅଭିନୟ, ନୃତ୍ୟ ସହ ସଙ୍ଗୀତର ମଧ୍ୟ ବେଶ୍‌ ସଉକ। ଅନେକ ପ୍ରୋଗ୍ରାମରେ ଆଲିଆ ନିଜ ସ୍ୱର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ତେବେ ଆଲିଆ ଓ ଶଙ୍କର ମହାଦେବନଙ୍କର ଏହି ଜୁଗଲବନ୍ଦୀ ସୋଶାଲ ମିଡିଆରେ ଭାଇରାଲ ହେଉଛି। ନିଜେ ଶଙ୍କର ମହାଦେବନ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।  ତେବେ ଏହି ଭିଡିଓକୁ ପାଖା ପାଖି ଦେଢ଼ ଲକ୍ଷ ଲୋକ ଦେଖିସାରିଲେଣି। ଦୁହିଁଙ୍କ ଜୁଗଲବନ୍ଦୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।

https://www.instagram.com/p/BvB6HHyh_yC/?utm_source=ig_web_copy_link

ନିକଟରେ ରିଲିଜ ହୋଇଥିବା ଆଲିଆଙ୍କ ଫିଲ୍ମ ‘ଗଲି ବୟ’ ବକ୍ସ ଅଫିସ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମରେ ଆଲିଆଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରିଛନ୍ତି। ଅନ୍ୟପଟେ କିଛିଦିନ ପୂର୍ବରୁ ତାଙ୍କର ଆଗାମୀ ଫିଲ୍ମ ‘କଳଙ୍କ୍‌’ର ଟିଜର ରିଲିଜ୍‌ ହୋଇଛି। ଯାହାକି ଏବେ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି। ଏହି ଫିଲ୍ମରେ ଆଲିଆଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍, ବରୁଣ ଧୱନ୍, ଆଦିତ୍ୟ ରାୟ କପୁର ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଆଲିଆ, ରଣବୀର କପୁରଙ୍କ ସହ ତାଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story