ରଣବୀରଙ୍କୁ ନେଇ ମୁହଁ ଖୋଲିଲେ ଆଲିଆ; ଇସାରା ଇସାରାରେ କହିଦେଲେ ବହୁତ କଥା!

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ବି ଟାଉନ୍‌ରେ ଏବେ ଭାରି ଚର୍ଚ୍ଚା ହେଉଛି। ଏ ଦୁହେଁ କାଳେ ବାହା ହେବେ! ଆଲିଆଙ୍କୁ ବୋହୂ କରିବାକୁ ରଣବୀରଙ୍କ ମାଆ ନିତୁ ସିଂହ ବି କୁଆଡ଼େ ଭାରି ଆଗ୍ରହୀ। ପ୍ରଥମେ ପ୍ରଥମେ ଏ କଥାକୁ କେହି ବିଶ୍ୱାସ କରୁ ନଥିଲେ। କିନ୍ତୁ ଯେତେବେଳେ ନିତୁ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂ ସେଟ୍‌ରେ ଆଲିଆଙ୍କ ଜନ୍ମଦିନ ପାଳନ କରିବାକୁ ପହଞ୍ଚିଥିଲେ ସେତେବେଳେ ଏ ଖବରକୁ ଗ୍ରହଣ କରୁ ନଥିବା […]

Alia Bhat

Alia Bhat

Rakesh Mallick
  • Published: Monday, 07 May 2018
  • Updated: 07 May 2018, 04:01 PM IST

Sports

Latest News

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ବି ଟାଉନ୍‌ରେ ଏବେ ଭାରି ଚର୍ଚ୍ଚା ହେଉଛି। ଏ ଦୁହେଁ କାଳେ ବାହା ହେବେ! ଆଲିଆଙ୍କୁ ବୋହୂ କରିବାକୁ ରଣବୀରଙ୍କ ମାଆ ନିତୁ ସିଂହ ବି କୁଆଡ଼େ ଭାରି ଆଗ୍ରହୀ। ପ୍ରଥମେ ପ୍ରଥମେ ଏ କଥାକୁ କେହି ବିଶ୍ୱାସ କରୁ ନଥିଲେ। କିନ୍ତୁ ଯେତେବେଳେ ନିତୁ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂ ସେଟ୍‌ରେ ଆଲିଆଙ୍କ ଜନ୍ମଦିନ ପାଳନ କରିବାକୁ ପହଞ୍ଚିଥିଲେ ସେତେବେଳେ ଏ ଖବରକୁ ଗ୍ରହଣ କରୁ ନଥିବା ଲୋକେ ବି ମାନିଲେ ଯେ କିଛି ତ ଚାଲିଛି ଦୁହିଁଙ୍କ ମଧ୍ୟରେ।

ଦୁହିଁଙ୍କୁ ନେଇ ଏତେ ସବୁ ଚର୍ଚ୍ଚା ହେଉଥିଲେ ହେଁ ଆଲିଆ କି ରଣବୀର ଏ ବିଷୟରେ କେବେ ମୁହଁ ଖୋଲି ନଥିଲେ। କିନ୍ତୁ ନିକଟରେ ଏକ ସାକ୍ଷତକାରରେ ଆଲିଆ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,‘‘ମୁଁ ରଣବୀରଙ୍କୁ ବହୁତ ସମ୍ମାନ କରେ। ଏସବୁ ଶୁଣିଲା ପରେ ସେ କେମିତି ଅନୁଭବ କରୁଛନ୍ତି, ମୁଁ ତାଙ୍କୁ କେବେ କିଛି ପଚାରିନି। ସେ ପୂରା ମୋ ପରି। ତାଙ୍କୁ ଏହି କଥା ଶୁଣିଲା ପରେ କିଛି ବି ଫରକ ପଡ଼ିନଥିବ। ସେ ଖୁବ୍‌ ଭଲ ମଣିଷ। ମୁଁ ନିଜକୁ ଭାଗ୍ୟବତୀ ମନେ କରୁଛି। କାରଣ ଜୀବନରେ ଏମିତି ସମୟରେ ସେ ମୋ ସହ ଅଛନ୍ତି ଓ ମତେ ସପୋର୍ଟ କରିଛନ୍ତି।’’

ଏ କଥା ଶୁଣି ଏଇଆ ଲଗୁଛି ଯେ ସତରେ ଆଲିଆ ଓ ରଣବୀର ପ୍ରେମରେ ପଡ଼ିଛନ୍ତି! ଏବେ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂ ଚାଲିଛି। ତେଣୁ ରଣବୀର ଓ ଆଲିଆ ମିଳାମିଶା କରିବା ପାଇଁ ଖୁବ୍ ସମୟ ପାଉଥିବେ। ତେବେ ଦେଖାଯାଉ ଦୁହେଁ କେବେ ଖୋଲି କି ସେମାନଙ୍କ ସଂପର୍କ ବିଷୟରେ ଫ୍ୟାନ୍‌ମାନଙ୍କୁ କହୁଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ  ରଣବୀର କପୁରଙ୍କ ନାଁ ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ସହ ଯୋଡ଼ା ହୋଇଥିଲା। କ୍ୟାଟ୍ରିନାଙ୍କ ସହ ସେ କିଛି ଦିନ ଏକାଠି ରହୁଥିଲେ। ତେବେ ପରେ ସେମାନଙ୍କ ସଂପର୍କରେ କୌଣସି କାରଣରୁ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଅନ୍ୟପକ୍ଷରେ ଆଲିଆଙ୍କ ନାଁକୁ ଅଭିନେତା ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ସହିତ ଯୋଡ଼ା ଯାଉଥିଲା। ଦୁହିଁଙ୍କୁ ନେଇ ମଝିରେ ବହୁତ ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story