ଦେଶ ପାଇଁ ଗୁପ୍ତଚର ସାଜିଲେ ଆଲିଆ !

ମୁମ୍ବାଇ: ଦେଶ ପାଇଁ ଆଲିଆ ଏବେ ଗୁପ୍ତଚର ଭାବେ କାମ କରୁଛନ୍ତି। ଆପଣ ଭାବୁଥିବେ ସେ ଫିଲ୍ମ ଛାଡ଼ି ଏବେ କ’ଣ ଗୁଇନ୍ଦା କାମ କଲେଣି କି? କିନ୍ତୁ ବାସ୍ତବରେ ସେ ରିଅଲ୍‌ ଲାଇଫ୍‌ ନୁହେଁ ରିଲ୍‌ ଲାଇଫ୍‌ରେ ହିଁ ଗୁଇନ୍ଦା କାମ କରୁଛନ୍ତି। ଆଲିଆ ତାଙ୍କ ଅପକମିଂ ଫିଲ୍ମ ‘ରାଜି’ରେ ଜଣେ ଗୁଇନ୍ଦା ଚରିତ୍ରରେ ନଜର ଆସିବେ। ଯାହାର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ୨.୨୨ ମିନିଟ୍‌ର ଏହି ଟ୍ରେଲରରେ ଆଲିଆ ‘ସହମତ’ ନାମକ କାଶ୍ମିରୀ […]

ali

ali

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 05:43 PM IST

Sports

Latest News

ମୁମ୍ବାଇ: ଦେଶ ପାଇଁ ଆଲିଆ ଏବେ ଗୁପ୍ତଚର ଭାବେ କାମ କରୁଛନ୍ତି। ଆପଣ ଭାବୁଥିବେ ସେ ଫିଲ୍ମ ଛାଡ଼ି ଏବେ କ’ଣ ଗୁଇନ୍ଦା କାମ କଲେଣି କି? କିନ୍ତୁ ବାସ୍ତବରେ ସେ ରିଅଲ୍‌ ଲାଇଫ୍‌ ନୁହେଁ ରିଲ୍‌ ଲାଇଫ୍‌ରେ ହିଁ ଗୁଇନ୍ଦା କାମ କରୁଛନ୍ତି। ଆଲିଆ ତାଙ୍କ ଅପକମିଂ ଫିଲ୍ମ ‘ରାଜି’ରେ ଜଣେ ଗୁଇନ୍ଦା ଚରିତ୍ରରେ ନଜର ଆସିବେ। ଯାହାର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ୨.୨୨ ମିନିଟ୍‌ର ଏହି ଟ୍ରେଲରରେ ଆଲିଆ ‘ସହମତ’ ନାମକ କାଶ୍ମିରୀ ଝିଅ ଚରିତ୍ରରେ ନଜର ଆସିବେ। ଯିଏ ଦେଖିବାକୁ ଖୁବ୍‌ ସିଧା ସାଧା,କିନ୍ତୁ ବାସ୍ତବରେ ଖୁବ୍‌ ଚାଲାକ୍‌। ଟ୍ରେଲରରେ ଆଲିଆଙ୍କ ବିବାହ ଜଣେ ପାକିସ୍ଥାନୀ ସେନା ଅଧିକାରୀଙ୍କ ସହ ହୋଇଛି। ଭାରତରୁ ପାକିସ୍ତାନ ବୋହୂ ହୋଇ ଯାଇଛନ୍ତି ଆଲିଆ। କିନ୍ତୁ ବାସ୍ତବରେ ତାଙ୍କ ଉଦ୍ଦେଶ୍ୟ ଥିଲା ପାକିସ୍ତାନ୍‌ର ଗୁପ୍ତ ତଥ୍ୟ ହାସଲ କରିବା। ସେ ଭାରତର ଆଖି କାନ ହୋଇ ପାକିସ୍ତାନ ଯାଇଥିଲେ।

‘ରାଜି’ କାଶ୍ମୀରର ଜଣେ ଝିଅର ବାସ୍ତବ କାହାଣୀ ଉପରେ ଆଧାରିତ। ଯିଏ କି ୧୯୭୧ରେ ଭାରତ ଓ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଅଧିକାରଙ୍କ ସହ ବିବାହ କରିଥିଲେ। ଟ୍ରେଲରରେ ଆଲିଆ ଜଣେ ମଜଭୁଦ୍‌ ଓ ଚାଲାକ ଝିଅର ଚରିତ୍ରରେ ନଜର ଆସିଛନ୍ତି। ଟ୍ରେଲର ଶେଷରେ ଆଲିଆ କୁହନ୍ତି ‘ବତନ୍‌ କି ଆଗେ କୁଛ୍‌ ଭି ନେହିଁ, ମେ ଭି ନେହିଁ’ ତା’ପରେ ବନ୍ଧୁକ ଫୁଟାଇ ଦିଅନ୍ତି।

ଏହି ଫିଲ୍ମ ଧର୍ମା ପ୍ରଡକ୍ସନ ଓ ଜଙ୍ଗଲୀ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ହୋଇଛି। ଫିଲ୍ମର ସୁଟିଂ କାଶ୍ମୀର, ପଞ୍ଜାବ ଓ ମୁମ୍ବାଇରେ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାରା। ଫିଲ୍ମଟି ଏହି ବର୍ଷ ମେ ୧୧କୁ ରିଲିଜ୍‌ ହେବ। ଆଲିଆ ଭଟ୍ଟଙ୍କ ଛଡ଼ା ଏହି ଫିଲ୍ମରେ  ଭିକି କୌଶଲ, ଅମୃତା ଖାନ୍‌ୱଲକର ଓ ସୋନୀ ରାଜଦାନ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story