ଯେକୌଣସି ପ୍ରସ୍ତାବକୁ ଖୋଲାମନରେ ସ୍ୱୀକାର କରନ୍ତି ଶାହାରୁଖ: ଆଲିଆ

ମୁମ୍ବାଇ: କିଙ୍ଗ ଖାନ୍‌ ଶାହାରୁଖ ଅଭିନୟ କ୍ଷେତ୍ରରେ ଅନେକ ସଫଳତା ପାଇଥିଲେ ମଧ୍ୟ ନିଜଠୁ ଛୋଟ ବ୍ୟକ୍ତିଙ୍କ ଠାରୁ କୌଣସି ପ୍ରକାର ପ୍ରସ୍ତାବ ମିଳିଲେ ସେ ଖୁସି ମନରେ ଗ୍ରହଣ କରନ୍ତି ବୋଲି କହିଛନ୍ତି, ଆଲିଆ ଭଟ୍ଟ। କେବଳ ସେତିକି ନୁହେଁ, ଶାହାରୁଖଙ୍କ ସହ କାମ କଲେ ସବୁଠୁ ବଡ଼ ଭଲ କଥା ହେଉଛି, ଯଦି କାହାକୁ ସାହାଯ୍ୟ ଦରକାର ଥିବ ତେବେ ସେ ଏହାକୁ ସହଜେ ବୁଝିଯାଇ ପାରନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, କୌଣସି […]

dear-zindagi-srk

dear-zindagi-srk

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 05:17 PM IST

Sports

Latest News

ମୁମ୍ବାଇ: କିଙ୍ଗ ଖାନ୍‌ ଶାହାରୁଖ ଅଭିନୟ କ୍ଷେତ୍ରରେ ଅନେକ ସଫଳତା ପାଇଥିଲେ ମଧ୍ୟ ନିଜଠୁ ଛୋଟ ବ୍ୟକ୍ତିଙ୍କ ଠାରୁ କୌଣସି ପ୍ରକାର ପ୍ରସ୍ତାବ ମିଳିଲେ ସେ ଖୁସି ମନରେ ଗ୍ରହଣ କରନ୍ତି ବୋଲି କହିଛନ୍ତି, ଆଲିଆ ଭଟ୍ଟ।

କେବଳ ସେତିକି ନୁହେଁ, ଶାହାରୁଖଙ୍କ ସହ କାମ କଲେ ସବୁଠୁ ବଡ଼ ଭଲ କଥା ହେଉଛି, ଯଦି କାହାକୁ ସାହାଯ୍ୟ ଦରକାର ଥିବ ତେବେ ସେ ଏହାକୁ ସହଜେ ବୁଝିଯାଇ ପାରନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, କୌଣସି ଜିନିଷକୁ ସୁନ୍ଦର କରିବା ପାଇଁ ହେଲେ କ’ଣ କରିବା ଦରକାର ଏହାର ଉପାୟ ପାଇଁ ସେ ମୋତେ ମଧ୍ୟ ପଚାରିଥିଲେ।

ଗୌରୀ ସିନ୍ଦେଙ୍କ ନିର୍ଦ୍ଦେଶିତ ‘ଡିୟର ଜିନ୍ଦେଗୀ’ ଜୀବନରରେ ଆସୁଥିବା ସୁଖ ଓ ଦଃଖକୁ ନେଇ ନିର୍ମାଣ କରାଯାଇଛି। ଫିଲ୍ମଟି ନଭେମ୍ବର୨୫ରେ ସିନେମା ଘରକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story