ଟ୍ୱିଟରରେ ଆଲିଆଙ୍କ ଅନୁଗାମୀ ୧ କୋଟିରୁ ଅଧିକ

ମୁମ୍ବାଇ: ଯୁବଗୋଷ୍ଠୀ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଆଲିଆ। ଏହି ଲୋକପ୍ରିୟତା ଏବେ କେବଳ ଯୁବଗୋଷ୍ଠୀଙ୍କ ମଧ୍ୟରେ ସୀମିତ ରହି ନାହିଁ। ସୋସିଆଲ ସାଇଟ୍‌ ଟ୍ୱିଟରରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଏବେ ୧କୋଟି ପାର କରିସାରିଛି। ଏହା ଜାଣି ଆଲିଆଙ୍କ ଖୁସିର ସୀମା ନାହିଁ। ଏଥିପାଇଁ ସେ ଟ୍ୱିଟ୍‌ କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ମୁତାବକ ବଲିଡରେ ଆସିବାର ବେଶୀ ଦିନ ହୋଇ ନାହିଁ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ୍‌ […]

allia-bhatt

allia-bhatt

Rakesh Mallick
  • Published: Monday, 23 January 2017
  • Updated: 23 January 2017, 04:55 PM IST

Sports

Latest News

ମୁମ୍ବାଇ: ଯୁବଗୋଷ୍ଠୀ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଆଲିଆ। ଏହି ଲୋକପ୍ରିୟତା ଏବେ କେବଳ ଯୁବଗୋଷ୍ଠୀଙ୍କ ମଧ୍ୟରେ ସୀମିତ ରହି ନାହିଁ। ସୋସିଆଲ ସାଇଟ୍‌ ଟ୍ୱିଟରରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଏବେ ୧କୋଟି ପାର କରିସାରିଛି। ଏହା ଜାଣି ଆଲିଆଙ୍କ ଖୁସିର ସୀମା ନାହିଁ।

ଏଥିପାଇଁ ସେ ଟ୍ୱିଟ୍‌ କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ମୁତାବକ ବଲିଡରେ ଆସିବାର ବେଶୀ ଦିନ ହୋଇ ନାହିଁ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରେ ସେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ‘ବଦ୍ରିନାଥ କି ଦୁଲହନିଆ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story