ଆମେ ଗୋଟିଏ ପରିବାର ଭଳି ରହୁଛି: ଆଞ୍ଜେଲିନା

ମୁମ୍ବାଇ: ହଲିଉଡର ପ୍ରସିଦ୍ଧ ଯୋଡି ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍ ପିଟ୍ ଗତବର୍ଷ ଅଲଗା ହୋଇଯାଇଛନ୍ତି। କିନ୍ତୁ ଆଞ୍ଜେଲିନା କହିଛନ୍ତି, “ଆମେ ଅଲଗା ହେବା ସ୍ୱତ୍ତେ ଆମେ ଗୋଟିଏ ପରିବାର ଭଳି ରହୁଛି। ସବୁବେଳେ ଗୋଟିଏ ପରିବାର ଭାବରେ ରହିବୁ।” ସେ କହିଛନ୍ତି,“୨୦୧୬ରେ ସେପ୍ଟମ୍ବରରେ ମୁଁ ଏବଂ ବ୍ରାଡ୍ ପିଟ୍  ଡିଭରର୍ସ ପାଇଁ ଆବେଦନ କରିଥିଲୁ।” ଏହି ଯୋଡି ୨୦୦୪ରୁ ଏକତ୍ର ରହି ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

jolly_

jolly_

Rakesh Mallick
  • Published: Monday, 20 February 2017
  • Updated: 20 February 2017, 03:25 PM IST

Sports

Latest News

ମୁମ୍ବାଇ: ହଲିଉଡର ପ୍ରସିଦ୍ଧ ଯୋଡି ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍ ପିଟ୍ ଗତବର୍ଷ ଅଲଗା ହୋଇଯାଇଛନ୍ତି। କିନ୍ତୁ ଆଞ୍ଜେଲିନା କହିଛନ୍ତି, “ଆମେ ଅଲଗା ହେବା ସ୍ୱତ୍ତେ ଆମେ ଗୋଟିଏ ପରିବାର ଭଳି ରହୁଛି। ସବୁବେଳେ ଗୋଟିଏ ପରିବାର ଭାବରେ ରହିବୁ।”

ସେ କହିଛନ୍ତି,“୨୦୧୬ରେ ସେପ୍ଟମ୍ବରରେ ମୁଁ ଏବଂ ବ୍ରାଡ୍ ପିଟ୍  ଡିଭରର୍ସ ପାଇଁ ଆବେଦନ କରିଥିଲୁ।”

ଏହି ଯୋଡି ୨୦୦୪ରୁ ଏକତ୍ର ରହି ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos