କୁବେର କନ୍ୟା: ବାପାଙ୍କ ବେପାର ସମ୍ଭାଳି ଝିଅ ବି ଅରବପତି

ଉଚ୍ଚାଭିଳାସୀ ଜୀବନ ଶୈଳୀ ହେବ ବା ବେପାର ବଣିଜକୁ ନେଇ କୋଟିପତିମାନେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏସବୁଥିରେ ଆଗରେ ଅଛନ୍ତି ଅମ୍ୱାନି ପରିବାର। ଗତ କିଛି ଦିନ ଧରି ଏମିତି ଗଣମାଧ୍ୟମ ଶିରୋନାମାରେ ଅଛନ୍ତି ମୁକେଶ ଅମ୍ୱାନିଙ୍କ ପୁଅ। ସେ କାହାକୁ ବାହାହେଲେ ଓ କେତେବେଳେ କାହା ସହିତ କେଉଁ ମନ୍ଦିର ଗଲେ ଏସବୁ ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। କିନ୍ତୁ ସେମାନଙ୍କ ପୁଅଙ୍କ ପରି ଝିଅମାନେ ମଧ୍ୟ କେଉଁ କ୍ଷେତ୍ରରେ କମ୍‌ ନୁହଁନ୍ତି। ସେମାନେ […]

isa

isa

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 10:00 PM IST

Sports

Latest News

ଉଚ୍ଚାଭିଳାସୀ ଜୀବନ ଶୈଳୀ ହେବ ବା ବେପାର ବଣିଜକୁ ନେଇ କୋଟିପତିମାନେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏସବୁଥିରେ ଆଗରେ ଅଛନ୍ତି ଅମ୍ୱାନି ପରିବାର। ଗତ କିଛି ଦିନ ଧରି ଏମିତି ଗଣମାଧ୍ୟମ ଶିରୋନାମାରେ ଅଛନ୍ତି ମୁକେଶ ଅମ୍ୱାନିଙ୍କ ପୁଅ। ସେ କାହାକୁ ବାହାହେଲେ ଓ କେତେବେଳେ କାହା ସହିତ କେଉଁ ମନ୍ଦିର ଗଲେ ଏସବୁ ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। କିନ୍ତୁ ସେମାନଙ୍କ ପୁଅଙ୍କ ପରି ଝିଅମାନେ ମଧ୍ୟ କେଉଁ କ୍ଷେତ୍ରରେ କମ୍‌ ନୁହଁନ୍ତି। ସେମାନେ ମଧ୍ୟ ସେମାନଙ୍କ ବାପାଙ୍କ ବେପାରରେ ସାଥ୍‌ ଦେଉଛନ୍ତି। ଆଉ କୋଟିପତି ବାପାଙ୍କ ଝିଅ ମଧ୍ୟ  ଭରପୂର  ଧନ ସମ୍ପତ୍ତିର ମାଲିକାଣୀ। ଆଜି ଆସନ୍ତୁ ନଜର ଏମିତି ୭ ଜଣ କୋଟିପତି ଝିଅଙ୍କ ସମ୍ପର୍କରେ।

ଈଶା ଅମ୍ୱାନି

ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଓ ନୀତା ଅମ୍ୱାନିଙ୍କ ଝିଅ ହେଉଛନ୍ତି ଈଶା। ୧୬ ବର୍ଷ ବୟସରେ ରିଲାଏନ୍ସ ଗ୍ରୁପ୍‌ରେ ନିଜ ବାପାଙ୍କ ସହିତ କାମ କରିଆସୁଛନ୍ତି। ବାପାଙ୍କ ସହିତ ସବୁବେଳେ ଅଛନ୍ତି। ଏବେ ଭାଇ ଆକାଶଙ୍କ ସହିତ ମିଶି ରିଲାଏନ୍ସ ଜିଓ ବିଜନେସ୍‌  ସମ୍ଭାଳୁଛନ୍ତି। ନିଜର କାର୍ଯ୍ୟଦକ୍ଷତା ପାଇଁ ଈଶା ସବୁବେଳେ ପ୍ରଶଂସାର ପାତ୍ର ହୋଇଥାଆନ୍ତି। ୨୦୧୫ ମସିହାରେ ଏସିଆ ମହାଦେଶରେ ୧୨ ଜଣ ପାୱାର ବିଜନେସ୍‌ ୱିମେନ୍‌ ମଧ୍ୟରେ ଥିଲେ ଈଶା।

ଅନନ୍ୟା ବିର୍‌ଲା

ଅନ୍ୟନ୍ୟା ହେଉଛନ୍ତି କୁମାର ମଙ୍ଗଲମ ଓ ନୀରଜ ବିରଲାଙ୍କ ଝିଅ। ବୟସ ୨୩। ଏବେ ସେ ବାପାଙ୍କ ବିଜନେସ୍‌ରେ ସହାୟତା କରୁଛନ୍ତି। ଏହାଛଡ଼ା ଏକ ମାଇକ୍ରୋଫିନାନ୍ସ ଫାର୍ମ ତିଆରି କରିଛନ୍ତି। ଯାହାର ବେପାର ଦୁଇଟି ରାଜ୍ୟରେ ବ୍ୟାପିଛି। ଏଥିରେ ୧୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏ ସବୁ କାମ ଅନନ୍ୟା ନିଜେ ଦେଖୁଛନ୍ତି।

ନଭ୍ୟା ନଭେଲି ନନ୍ଦା

ନଭ୍ୟା ନଭଲି ନନ୍ଦା ହେଉଛନ୍ତି  ଦି ନ୍ୟୁ ଏସ୍‌କଟ୍ସ ଗ୍ରୁପ୍‌ର ଏମ୍‌ଡି ନିଖିଲ ନନ୍ଦା ଓ ସ୍ୱେତା ବଚ୍ଚନଙ୍କ ଝିଅ। ବୟସ ୨୧। ଦେଖିବାକୁ ବହୁ ସୁନ୍ଦର। ନିଜର ଚର୍ଚ୍ଚିତ ଜୀବନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସେ । ଏହାଛଡ଼ା ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ତାଙ୍କର ପୋଷ୍ଟକୁ ନେଇ ଅନେକ ସମୟରେ ଆଲୋଚନା ହୋଇଥାଏ।

ୟଶସ୍ୱିନୀ ଜିନ୍ଦଲ

ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର କମ୍ପାନୀର ମାଲିକ ନବୀନ ଓ ଶାଲୁ ଜିନ୍ଦଲଙ୍କ ଝିଅ ହେଉଛନ୍ତି ୟଶସ୍ୱିନୀ। ତାଙ୍କର ବୟସ ୧୯। ସେ ଜଣେ କୁଚୁପୁଡ଼ି ନୃତ୍ୟଶିଳ୍ପୀ। ଦେଶବିଦେଶରେ ନୃତ୍ୟ ପରିବେଷଣ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସେ।

ରୋଶନୀ କପୁର

ରୋଶନୀ ହେଉଛନ୍ତି ୟସ୍‌ ବ୍ୟାଙ୍କର ସିଇଓ ରାନା କପୁରଙ୍କ ସାନ ଝିଅ। ସେ ଏବେ ପଢ଼ୁଛନ୍ତି। ଦେଖିବାକୁ ମଧ୍ୟ ବହୁ ସୁନ୍ଦର। ସବୁବେଳେ ବିଭିନ୍ନ ସୋସିଆଲ ମିଡ଼ିଆରେ ସକ୍ରିୟ ଥାଆନ୍ତି।

ମାନସୀ କର୍ଲୋସ୍କର

ବିଶିଷ୍ଟ ଶିଳ୍ପପତି ବିକ୍ରମ ଓ ଗୀତାଞ୍ଜଳିଙ୍କ ଝିଅ ହେଉଛନ୍ତି ମାନସୀ। ଦେଖିବାକୁ ଭାରି ସୁନ୍ଦର। ବିଭିନ୍ନ ପର୍ଯ୍ୟଟନ ସ୍ଥାନ ପରିଭ୍ରମଣ କରିବାକୁ ବେଶୀ ଭଲ ପାଆନ୍ତି ସେ । କିନ୍ତୁ ବର୍ତ୍ତମାନ ସେ ବେଶୀ ଦେଖିବାକୁ ମିଳୁ ନାହାନ୍ତି।

ଜୟନ୍ତୀ ଚୌଧୁରୀ

ବିସ୍‌ଲେରୀ ଇଣ୍ଟରନେସନାଲ କମ୍ପାନୀର ନିର୍ଦ୍ଦେଶକ ରମେଶ ଚୌଧୁରୀଙ୍କ ଏକ ମାତ୍ର ଝିଅ ହେଉଛନ୍ତି ଜୟନ୍ତୀ। ବୟସ ୩୩। ପାଠ ପଢ଼ା ସରିବା ପରେ ବାପାଙ୍କୁ କାମରେ ସାହାଯ୍ୟ  କରୁଛନ୍ତି। ବାପାଙ୍କ ଆଶାକୁ ପୂରଣ କରିବାକୁ ଯାଇ ବିସ୍‌ଲେରୀର ବେପାରକୁ ଆଗକୁ ବଢ଼ାଉଛନ୍ତି। ସେ ବିଶେଷକରି ନିଜ ପ୍ରଡକ୍ଟ କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story