ଆମୀର୍‌ କୃଷ୍ଣ, ହ୍ରିତିକ୍‌ ହୁଅନ୍ତୁ ଅର୍ଜୁନ: ୧୦୦୦କୋଟିର ମହାଭାରତ ପାଇଁ ଛୁଟିଲା ଟ୍ୱିଟେରିଆଙ୍କ ପରାମର୍ଶ

ଫିଲ୍ମ ‘ମହାଭାରତ’। ବଜେଟ୍‌ ରହିଛି ହଜାରେ କୋଟି ଟଙ୍କା। ଏହି ବ୍ୟୟବହୁଳ ଫିଲ୍ମ ନିର୍ମାଣ ପୂର୍ବରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।  ଫିଲ୍ମରେ କିଏ କେଉଁ ଭୂମିକାରେ ଅଭିନୟ କରିବେ ଏହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଟ୍ୱିଟ କରି ଅନେକ ସିନେପ୍ରେମୀ ନିଜ ମତାମତ ଦେବାରେ ଲାଗି ପଡିଛନ୍ତି। ନିଜର ପ୍ରିୟ ଅଭିନେତାଙ୍କୁ ଏହି ଫିଲ୍ମର ଲିଡ୍‌ ରୋଲରେ ଦେଖିବାକୁ ଚଳଚ୍ଚିତ୍ର ପ୍ରେମୀ ଆଶା ରଖିଛନ୍ତି।  କିଏ କହୁଛନ୍ତି ଏହି ଫିଲ୍ମ ପାଇଁ ଅକ୍ଷୟ […]

mahabharata_640x480_71492675329

mahabharata_640x480_71492675329

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 09:11 PM IST

Sports

Latest News

ଫିଲ୍ମ ‘ମହାଭାରତ’। ବଜେଟ୍‌ ରହିଛି ହଜାରେ କୋଟି ଟଙ୍କା। ଏହି ବ୍ୟୟବହୁଳ ଫିଲ୍ମ ନିର୍ମାଣ ପୂର୍ବରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।  ଫିଲ୍ମରେ କିଏ କେଉଁ ଭୂମିକାରେ ଅଭିନୟ କରିବେ ଏହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଟ୍ୱିଟ କରି ଅନେକ ସିନେପ୍ରେମୀ ନିଜ ମତାମତ ଦେବାରେ ଲାଗି ପଡିଛନ୍ତି। ନିଜର ପ୍ରିୟ ଅଭିନେତାଙ୍କୁ ଏହି ଫିଲ୍ମର ଲିଡ୍‌ ରୋଲରେ ଦେଖିବାକୁ ଚଳଚ୍ଚିତ୍ର ପ୍ରେମୀ ଆଶା ରଖିଛନ୍ତି।  କିଏ କହୁଛନ୍ତି ଏହି ଫିଲ୍ମ ପାଇଁ ଅକ୍ଷୟ କୁମାର, କୃଷ୍ଣ କିମ୍ବା କର୍ଣ୍ଣ ପାଇଁ ଉପଯୁକ୍ତ ଅଭିନେତା ହୋଇଥିବା ବେଳେ ଆଉ କିଏ କହୁଛନ୍ତି ଆମୀର ଖାନ କୃଷ୍ଣ ଚରିତ୍ର ପାଇଁ ଉପଯୁକ୍ତ ଅଭିନେତା। ସେହିପରି ଐତିହାସିକ ଫିଲ୍ମରେ ଖୋଜାପଡୁଥିବା ହ୍ରିତିକ ରୋଶନ ପାଇଁ ମଧ୍ୟ ଅନେକ ଆଗକୁ ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକକଙ୍କୁ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି ଯେ ଯଦି ହିନ୍ଦୁ ମହାକାବ୍ୟକୁ ଫିଲ୍ମରେ ରୂପାନ୍ତରିତ କରାଯାଉଛି ତେବେ ହ୍ରିତକ ରୋଶନକୁ ଭୂଲିବା ଉଚିତ୍‌ ନୁହେଁ।  ୧୦୦୦ କୋଟି ବଜେଟ୍‌ରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମର ଭୀମ ଚରିତ୍ର ପାଇଁ ମଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ବଛା ଯାଇଥିବା ସୂଚନା ମିଳିଛି।  ତେବେ କୃଷ୍ଣ, ଅର୍ଜୁନ ଓ କର୍ଣ୍ଣ ଚରିତ୍ରକୁ ନେଇ ସସପେନ୍ସ ଜାରି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story