ତନୁଶ୍ରୀଙ୍କ ଅଭିଯୋଗ ଉପରେ ବିଗ୍‌ ବି ଓ ଅମୀର ଖାନ୍ କହିଲେ …

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଲଗାଇଥିବା ଅଭିଯୋଗ ବି-ଟାଉନ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ନାନା ପାଟେକର ତାଙ୍କ ସହ ଜୋରଜବରଦସ୍ତି କରିବାକୁ ଚେଷ୍ଟା କରୁଥିବା ତନୁଶ୍ରୀ ଅଭିଯୋଗ କରିଛନ୍ତି।

ତେବେ ଫିଲ୍ମି ‘ଠଗ୍‌ସ’ର ଟ୍ରେଲର୍‌ ଲଞ୍ଚିଂ ଅବସରରେ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅମିର ଖାନ୍‌ଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା।

ଏନେଇ ଅମିତାଭ ବଚ୍ଚନ କହିଛନ୍ତି,“ ମୁଁ ତନୁଶ୍ରୀ ଦତ୍ତା ନୁହେଁ କି ନାନା ପାଟେକର।  ଏହି ପ୍ରସଙ୍ଗ ଉପରେ ମୁଁ ମତାମତ ଦେବାକୁ ଚାହୁଁ ନାହିଁ।”

ସେହପରି ଅମୀର ଖାନ୍ କହିଛନ୍ତି,“  କୌଣସି ଘଟଣା ସମ୍ପର୍କରେ ସଠିକ୍‌ ସୂଚନା ନ ଆସିବା ପର୍ଯ୍ୟନ୍ତ କିଛି କହିବା କଷ୍ଟକର। ଯଦି ଏପରି ହୋଇଥାଏ ତାହା ଅତ୍ୟନ୍ତ ଦୁଃଖଦ। ମୁଁ ଏହି ସମ୍ପର୍କରେ କିଛି କମେଣ୍ଟ କରି ପାରିବି ନାହିଁ। ଏହାର ତଦନ୍ତ ହେବା ଜରୁରୀ।”

ଆହୁରି ପଢ଼ନ୍ତୁ

ଗର୍ଭବତୀ ହଟହଟା; ଅଲଟ୍ରା ସାଉଣ୍ଟ ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ

ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦%

ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା ପରେ ମେଡିକାଲ ଓପିଡି ବନ୍ଦ

‘ହୋମ୍‌ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବାଜିବା ପରେ ଆରମ୍ଭ ହେଲା ଅସହ୍ୟ ଯନ୍ତ୍ରଣା’

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ଲଗାଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ଆଇପିଏସ୍ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ରୁ ଛାଡ଼ିଲା ବିଏମ୍‌ସି

ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌