ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଲଗାଇଥିବା ଅଭିଯୋଗ ବି-ଟାଉନ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ନାନା ପାଟେକର ତାଙ୍କ ସହ ଜୋରଜବରଦସ୍ତି କରିବାକୁ ଚେଷ୍ଟା କରୁଥିବା ତନୁଶ୍ରୀ ଅଭିଯୋଗ କରିଛନ୍ତି।
ତେବେ ଫିଲ୍ମି ‘ଠଗ୍ସ’ର ଟ୍ରେଲର୍ ଲଞ୍ଚିଂ ଅବସରରେ ବିଗ୍ ବି ଅମିତାଭ ବଚ୍ଚନ ଓ ଅମିର ଖାନ୍ଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା।
ଏନେଇ ଅମିତାଭ ବଚ୍ଚନ କହିଛନ୍ତି,“ ମୁଁ ତନୁଶ୍ରୀ ଦତ୍ତା ନୁହେଁ କି ନାନା ପାଟେକର। ଏହି ପ୍ରସଙ୍ଗ ଉପରେ ମୁଁ ମତାମତ ଦେବାକୁ ଚାହୁଁ ନାହିଁ।”
ସେହପରି ଅମୀର ଖାନ୍ କହିଛନ୍ତି,“ କୌଣସି ଘଟଣା ସମ୍ପର୍କରେ ସଠିକ୍ ସୂଚନା ନ ଆସିବା ପର୍ଯ୍ୟନ୍ତ କିଛି କହିବା କଷ୍ଟକର। ଯଦି ଏପରି ହୋଇଥାଏ ତାହା ଅତ୍ୟନ୍ତ ଦୁଃଖଦ। ମୁଁ ଏହି ସମ୍ପର୍କରେ କିଛି କମେଣ୍ଟ କରି ପାରିବି ନାହିଁ। ଏହାର ତଦନ୍ତ ହେବା ଜରୁରୀ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Allu Arjun Allu Arjun](https://assets.odishareporter.in/uploadimage/library/16_9/16_9_3/Allu_Arjun_1734325768.jpg)
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
![Allu Arjun Allu Arjun](https://assets.odishareporter.in/uploadimage/library/16_9/16_9_3/Allu_Arjun_1734094154.jpg)
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
![Allu Arjun Allu Arjun](https://assets.odishareporter.in/uploadimage/library/16_9/16_9_3/Allu_Arjun_1734089853.jpg)
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।
![Allu Arjun Allu Arjun](https://assets.odishareporter.in/uploadimage/library/16_9/16_9_3/Allu_Arjun_1734088226.jpg)
National
ଜେଲ ଗଲେ ଅଲ୍ଲୁ ଅର୍ଜୁନ
ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ଗିରଫ କରିଥିଲା ପୁଲିସ।