ଠିକ୍‌ରେ ଖୋଲୁନାହିଁ ଅମିତାଭ ବଚ୍ଚନଙ୍କ ଫେସବୁକ୍‌ ପେଜ୍‌, ଟ୍ୱିଟରରେ କଲେ ଅଭିଯୋଗ

ମୁମ୍ବାଇ: ବଲିଉଡର ଅଭିନେତା ଅମିତାଭ ବଚ୍ଚନଙ୍କୁ ନିଜର ଫେସବୁକ୍‌ ଆକାଉଣ୍ଟ ଚଲାଇବାରେ ଅସୁବିଧା ହେଉଛି। ଏନେଇ ବିଗ ବି ଅନ୍ୟ ସୋସିଆଲ ନେଟୱାର୍କିଂ ସାଇଟ୍‌ ଟ୍ୱିଟ୍‌ରରେ ଅଭିଯୋଗ କରିଛନ୍ତି। ବିଗ ବି ଲେଖିଛନ୍ତି,“ହେଲୋ ଫେସବୁକ୍, ମୋର  ପେଜ୍ ବହୁଦିନରୁ ପୂରା ଖୋଲୁ ନାହିଁ। ଦୁଃଖର କଥା ଯେ,ଏହି କାରଣରୁ ମୋତେ ଅଭିଯୋଗ କରିବା ପାଇଁ ଅନ୍ୟ ସାଇଟର ସାହାଯ୍ୟ ନେବାକୁ ପଡ଼ିଲା।” ଫେସ୍‌ବୁକ୍‌ରେ ଅମିତାଭଙ୍କୁ ୨.୬ କୋଟିରୁ ଅଧିକ ଲୋକ ଫଲୋ କରୁଛନ୍ତି। ସୌଜନ୍ୟ-ଅମର ଉଜଲା

amitav

amitav

Rakesh Mallick
  • Published: Monday, 26 June 2017
  • Updated: 26 June 2017, 10:14 AM IST

Sports

Latest News

ମୁମ୍ବାଇ: ବଲିଉଡର ଅଭିନେତା ଅମିତାଭ ବଚ୍ଚନଙ୍କୁ ନିଜର ଫେସବୁକ୍‌ ଆକାଉଣ୍ଟ ଚଲାଇବାରେ ଅସୁବିଧା ହେଉଛି। ଏନେଇ ବିଗ ବି ଅନ୍ୟ ସୋସିଆଲ ନେଟୱାର୍କିଂ ସାଇଟ୍‌ ଟ୍ୱିଟ୍‌ରରେ ଅଭିଯୋଗ କରିଛନ୍ତି।

ବିଗ ବି ଲେଖିଛନ୍ତି,“ହେଲୋ ଫେସବୁକ୍, ମୋର  ପେଜ୍ ବହୁଦିନରୁ ପୂରା ଖୋଲୁ ନାହିଁ। ଦୁଃଖର କଥା ଯେ,ଏହି କାରଣରୁ ମୋତେ ଅଭିଯୋଗ କରିବା ପାଇଁ ଅନ୍ୟ ସାଇଟର ସାହାଯ୍ୟ ନେବାକୁ ପଡ଼ିଲା।”

ଫେସ୍‌ବୁକ୍‌ରେ ଅମିତାଭଙ୍କୁ ୨.୬ କୋଟିରୁ ଅଧିକ ଲୋକ ଫଲୋ କରୁଛନ୍ତି।

ସୌଜନ୍ୟ-ଅମର ଉଜଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story