ଜୟାଙ୍କ ସହ ବିବାହର କାରଣ କହିଲେ ଅମିତାଭ...

ମୁମ୍ୱାଇ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ପରିଣତ ବୟସରେ ବି ଖୁବ ଆକ୍ଟିଭ। ଏବେ ବି  ବଡ ପରଦା ଓ ଛୋଟ ପରଦାରେ ନିଜ ଯାଦୁରେ ଦର୍ଶକଙ୍କ ବାହାବା ସାଉଁଣ୍ଟୁଛନ୍ତି। ଗତ କିଛି ଦିନ ପୂର୍ବେ ଏକ ଶୋ’ରେ ଯୋଗଦେଇ ବିଗ ବି ଅମିତାଭ ନିଜ ବିବାହକୁ ନେଇ ଏକ ମଜାଦାର ଘଟଣା ଫ୍ୟାନ୍‌ଙ୍କ ସହ ଶେଆର କରିଛନ୍ତି । ୧୯୭୩ ମସିହାରେ ଅମିତାଭ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହକୁ  ୪୫ ବର୍ଷ ପୁରିଯାଇଥିବା […]

amitav-1..

amitav-1..

Niharika Rout
  • Published: Tuesday, 09 April 2019
  • Updated: 09 April 2019, 09:50 AM IST

Sports

Latest News

ମୁମ୍ୱାଇ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ପରିଣତ ବୟସରେ ବି ଖୁବ ଆକ୍ଟିଭ। ଏବେ ବି  ବଡ ପରଦା ଓ ଛୋଟ ପରଦାରେ ନିଜ ଯାଦୁରେ ଦର୍ଶକଙ୍କ ବାହାବା ସାଉଁଣ୍ଟୁଛନ୍ତି। ଗତ କିଛି ଦିନ ପୂର୍ବେ ଏକ ଶୋ’ରେ ଯୋଗଦେଇ ବିଗ ବି ଅମିତାଭ ନିଜ ବିବାହକୁ ନେଇ ଏକ ମଜାଦାର ଘଟଣା ଫ୍ୟାନ୍‌ଙ୍କ ସହ ଶେଆର କରିଛନ୍ତି ।

୧୯୭୩ ମସିହାରେ ଅମିତାଭ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହକୁ  ୪୫ ବର୍ଷ ପୁରିଯାଇଥିବା ବେଳେ ସେମାନଙ୍କ ଯୋଡିକୁ ଏକ ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଉଭୟଙ୍କ ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ସହ ଅଫ୍‌ ସ୍କ୍ରିନ୍‌ ଯୋଡ଼ି ମଧ୍ୟ ସୁପରହିଟ୍‌  ।

ଅମିତାଭ ଏହି ଶୋ’ରେ ନିଜ କ୍ୟାରିୟର, ବୈବାହିକ ଜୀବନ ଓ ଫ୍ୟାମିଲି ବିଷୟରେ କଥା ହୋଇଥିଲେ। ଏହି ସମୟରେ ଜୟାଙ୍କ ସହ ତାଙ୍କ ବିବାହକୁ ନେଇ ଘଟିଥିବା ଏକ ମଜାଦାର ଘଟଣା ସେ କହିଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ ଦର୍ଶକ ନ ହସି ରହି ପାରି ନ ଥିଲେ। ଏହି ଶୋ’ରେ ଅମିତାଭଙ୍କ ସହ ତାଙ୍କ ଖାସ୍‌ ବନ୍ଧୁ ପ୍ରଡ୍ୟୁସର- ଡାଇରେକ୍ଟର ଆର. ବାଲ୍କି ମଧ୍ୟ ଉପସ୍ଥିତ ଥିଲେ।

ଅମିତାଭ ଓ ଜୟାଙ୍କ ଯୋଡ଼ି ବହୁ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଜୟାଙ୍କ ସହ ନିଜ ମେମୋରି ଶେଆର କରି ଅମିତାଭ କହିଲେ ଯେ, ଉଭୟ ‘ଜଞ୍ଜିର’  ଫିଲ୍ମରେ ଏକାଠି କାମ କରୁଥିଲେ। ଫିଲ୍ମ ଟିମ୍‌ ପକ୍ଷରୁ ଘୋଷଣା ହେଲା ଯେ, ଯଦି ଏହି ଫିଲ୍ମ ସଫଳ ହୁଏ ତେବେ ଏହାର ପୁରା ଟିମ୍‌ ଲଣ୍ଡନ ଛୁଟି କାଟିବାକୁ ଯିବ।  ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା।

ଏହାପରେ ଅମିତାଭ ଫିଲ୍ମର ଟିମ୍‌ ସହ ଲଣ୍ଡନ ଯିବା ନେଇ  ନିଜ ବାପାଙ୍କୁ କହିଥିଲେ। ଆଉ କେଉଁମାନେ ଯାଉଛନ୍ତି ବାପା ପଚାରିବାରୁ ଅମିତାଭ ଫିଲ୍ମର ହିରୋଇନ୍‌ ଜୟାଙ୍କ ନାମ ନେଇଥିଲେ।

ଏହା ଶୁଣି ବିବାହ ପୂର୍ବରୁ ମୁଁ ତୁମକୁ ଜୟା ସହିତ ବିଦେଶ ଯିବାକୁ ଅନୁମତି  ଦେଇପାରିବି ନାହିଁ ବୋଲି ଅମିତାଭଙ୍କୁ ତାଙ୍କ ବାପା ଚେତାଇ ଦେଇଥିଲେ। ହେଲେ ଲଣ୍ଡନ ଯିବା ନିଶା ଏପରି ଘାରିଥିଲା ଯେ ଅମିତାଭ ତତ୍‌କ୍ଷଣାତ ତା’ ପର ଦିନ ବିବାହ ପାଇଁ ରାଜି ହୋଇଯାଇଥିଲେ।

ଏହାପରେ ରାତାରାତି ବିବାହ ନିମନ୍ତେ ସବୁ କିଛି ଆୟୋଜନ କରାଯାଇଥିଲା। ଏହାପର ଦିନ ଦୁହେଁ କେବଳ ପରିବାର ସଦସ୍ୟ ଓ କିଛି ଖାସ୍‌ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହାପରେ ଦୁହେଁ ଫିଲ୍ମର ଟିମ୍‌ ସହ ଲଣ୍ଡନ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story