ମା’ଙ୍କୁ ସମ୍ମାନ ଜଣାଇ ଗୀତ ଗାଇଲେ ଅମିତାଭ

ମୁମ୍ୱାଇ:  ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ମଦର୍ସ ଡେ ପୂର୍ବରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ମେ’ ୧୨ ତାରିଖରେ ସମଗ୍ର ବିଶ୍ୱରେ ‘ମଦର୍ସ ଡେ’ ପାଳିତ ହେବ। ଏହି ଉପଲକ୍ଷେ ଅମିତାଭ ମଧ୍ୟ ନିଜ ମା’ଙ୍କୁ ସମ୍ମାନ ଜଣାଇ ନିଜ କଣ୍ଠର ଯାଦୁରେ ଏକ ହୃଦୟସ୍ପର୍ଶ ଗୀତ ଗାଇଥିବା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି।  ଅମିତାଭ ଓ ମାଷ୍ଟର ୟଜତ ଗର୍ଗ ଏଥିଲାଗି କଣ୍ଠଦାନ କରିଛନ୍ତି। ଏହି ମର୍ମସ୍ପର୍ଶୀ ଗୀତକୁ ପୁନିତ ଶର୍ମା ଲେଖିଥିବା […]

amitav-1..

amitav-1..

Niharika Rout
  • Published: Saturday, 11 May 2019
  • Updated: 11 May 2019, 02:45 PM IST

Sports

Latest News

ମୁମ୍ୱାଇ:  ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ମଦର୍ସ ଡେ ପୂର୍ବରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ମେ’ ୧୨ ତାରିଖରେ ସମଗ୍ର ବିଶ୍ୱରେ ‘ମଦର୍ସ ଡେ’ ପାଳିତ ହେବ। ଏହି ଉପଲକ୍ଷେ ଅମିତାଭ ମଧ୍ୟ ନିଜ ମା’ଙ୍କୁ ସମ୍ମାନ ଜଣାଇ ନିଜ କଣ୍ଠର ଯାଦୁରେ ଏକ ହୃଦୟସ୍ପର୍ଶ ଗୀତ ଗାଇଥିବା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି।  ଅମିତାଭ ଓ ମାଷ୍ଟର ୟଜତ ଗର୍ଗ ଏଥିଲାଗି କଣ୍ଠଦାନ କରିଛନ୍ତି। ଏହି ମର୍ମସ୍ପର୍ଶୀ ଗୀତକୁ ପୁନିତ ଶର୍ମା ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅନୁଜ ଗର୍ଗ।

ଏହି ମ୍ୟୁଜିକ ଭିଡ଼ିଓ ସବୁ ମା’ଙ୍କୁ ସମ୍ମାନ ଜଣାଇ ଆରମ୍ଭ ହେବ। ଏଥିରେ ସେହି ମା’ମାନଙ୍କୁ ଦର୍ଶାଯାଇଛି ଯେଉଁମାନଙ୍କ କାହାଣୀ ଅନ୍ୟମାନଙ୍କୁ ପ୍ରେରିତ କରିବ।  ଏହି ଟ୍ୱିଟ୍‌ରେ  ଅମିତାଭଙ୍କ ମା’ ତେଜ୍‌ ବଚ୍ଚନଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିବ। ଉକ୍ତ ଫଟୋରେ ଅମିତାଭ ଛୋଟ ଛୁଆ ଥିବା ବେଳେ ତାଙ୍କ ମା’ ଶାଢି ପିନ୍ଧିଛନ୍ତି।  ଏହି ହୃଦୟସ୍ପର୍ଶୀ ଗୀତର ଶେଷ ପଂକ୍ତି ମଧ୍ୟ  ଦର୍ଶକଙ୍କ ମନକୁ ଛୁଇଁଯିବ। ସେଥିରେ ଲେଖାଅଛି ‘ ତମେ ଆଜି ବି ମୋ ପାଖରେ ଅଛ ମା’।

ୱର୍କ ଫ୍ରଣ୍ଟ କଥା କହିଲେ, ଅମିତାଭ ଏବେ ନିଜ ଅପ୍‌କମିଙ୍ଗ ଫିଲ୍ମ ‘ଚେହେରେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସେ  ଇମ୍ରାନ ହାସମୀଙ୍କ ସହ ସ୍କ୍ରିନ ଶେଆର କରିଛନ୍ତି। ଏହା ୨୦୨୦ ମସିହା ଫେବୃୟାରୀ ୨୦ ତାରିଖରେ ରିଲିଜ ହେବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story