ହ୍ୟାକ୍‌ ପରେ ରିକଭର ହେଲା ବିଗ୍‌ ବିଙ୍କ ଟ୍ୱିଟର୍ ଆକାଉଣ୍ଟ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ପ୍ରୋଫାଇଲ୍‌ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ହେଲେ ଏବେ ତାଙ୍କ ଆକାଉଣ୍ଟ ରିକଭର କରା ସରିଲାଣି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍‌ ମଧ୍ୟ ତାଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି। PRO Mumbai […]

Amitabh-Bachchan

Amitabh-Bachchan

Chinmayee Roy
  • Published: Tuesday, 11 June 2019
  • Updated: 11 June 2019, 10:09 AM IST

Sports

Latest News

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ପ୍ରୋଫାଇଲ୍‌ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ହେଲେ ଏବେ ତାଙ୍କ ଆକାଉଣ୍ଟ ରିକଭର କରା ସରିଲାଣି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍‌ ମଧ୍ୟ ତାଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି।

https://twitter.com/ANI/status/1138157046795198471

ମୁମ୍ବାଇ ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି। ମୁମ୍ବାଇ ପୁଲିସ୍‌ର ପିଆର୍‌ଓ ଅନୁଯାୟୀ  ଏହି  ଘଟଣା ବିଷୟରେ ମୁବାଇ ସାଇବର ସେଲ୍‌କୁ ଅବଗତ କରାସରିଛି। ବର୍ତ୍ତମାନ ସାଇବର ସେଲ ଏହି ହ୍ୟାକିଂ ପଛରେ କାହାର ହାତ ଅଛି ତା’ର ତଦନ୍ତ କରୁଛି।

https://twitter.com/juniorbachchan/status/961222854200078336

ଗତବର୍ଷ ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇଥିଲା। ସୂଚନା ମୁତାବକ, ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଆକାଉଣ୍ଟକୁ ପାକିସ୍ତାନର ସମର୍ଥକ ତୁର୍କୀ ସାଇବର ଆର୍ମୀ ‘ଅୟୀଲ୍ଦିଜ୍ ଟିମ୍‌’ ହ୍ୟାକ କରିଥିଲେ। ପୂର୍ବରୁ ଏହା ବରିଷ୍ଠ ଅଭିନେତା ଅନୁପମ ଖେର୍‌, ସାହିଦ କପୁର ଓ ୟାମି ଗୌତମଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍‌ କରିନେଇଥିଲା।

କେବଳ ଅଭିନେତା ନୁହେଁ  ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଓ ବରିଷ୍ଠ ସାମ୍ବାଦିକ ବା ସାଂସଦ ସ୍ୱପ୍ନ ଦାସଗୁପ୍ତାଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଟ୍ୱିଟର୍‌ ପକ୍ଷରୁ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଥିଲା । ଏହାକୁ ମଧ୍ୟ ତୁର୍କୀ ସାଇବର ଆର୍ମୀ ‘ଅୟୀଲ୍ଦିଜ୍ ଟିମ୍‌’ ହ୍ୟାକ କରିଥିବା ଜଣାପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story