ଅମିତାଭ ବି କରି ଥିଲେ ଏମିତିକା ଭୁଲ୍? ଅଳ୍ପକେ ବଞ୍ଚି ଗଲା ଡାକ୍ତରଙ୍କ ଚାକିରି

ମୁମ୍ବାଇ: ସମସ୍ତଙ୍କୁ ଭୁଲ ଓ ଠିକର ପାଠ ପଢ଼ାଉଥିବା ଅମିତାଭ ବଚ୍ଚନ ପୁଅ ଅଭିଷେକ ଜନ୍ମ ହେଲା ବେଳେ ଏପରି ଏକ ଭୁଲ କାମ କରିଥିଲେ ଯାହାଫଳରେ କିଛି ଲୋକଙ୍କ ଚାକିରି ଯାଉ ଯାଉ ଅଳ୍ପକେ ରହି ଯାଇଥିଲା। ଅମିତାଭ ସବୁବେଳେ ତାଙ୍କର ଏହି ଭୁଲ୍‌ ପାଇଁ ଅନୁତାପ କରନ୍ତି। ଅମିତାଭ ଏକ ସାକ୍ଷାତକାରରେ କହିଛନ୍ତି,“ମୋର ପୁଅ ହୋଇଥିବା ଖବର ପାଇବା ପରେ ମୁଁ ଖୁସିରେ ସବୁ କିଛି ଭୁଲି ଯାଇଥିଲି। ମୋ ପୁଅ ହୋଇଥିବା ନେଇ […]

amitabh,,

amitabh,,

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 08:17 AM IST

Sports

Latest News

ମୁମ୍ବାଇ: ସମସ୍ତଙ୍କୁ ଭୁଲ ଓ ଠିକର ପାଠ ପଢ଼ାଉଥିବା ଅମିତାଭ ବଚ୍ଚନ ପୁଅ ଅଭିଷେକ ଜନ୍ମ ହେଲା ବେଳେ ଏପରି ଏକ ଭୁଲ କାମ କରିଥିଲେ ଯାହାଫଳରେ କିଛି ଲୋକଙ୍କ ଚାକିରି ଯାଉ ଯାଉ ଅଳ୍ପକେ ରହି ଯାଇଥିଲା। ଅମିତାଭ ସବୁବେଳେ ତାଙ୍କର ଏହି ଭୁଲ୍‌ ପାଇଁ ଅନୁତାପ କରନ୍ତି।

ଅମିତାଭ ଏକ ସାକ୍ଷାତକାରରେ କହିଛନ୍ତି,“ମୋର ପୁଅ ହୋଇଥିବା ଖବର ପାଇବା ପରେ ମୁଁ ଖୁସିରେ ସବୁ କିଛି ଭୁଲି ଯାଇଥିଲି। ମୋ ପୁଅ ହୋଇଥିବା ନେଇ ଖବର ଦେଇଥିବା ଡାକ୍ତର ଓ  ତାଙ୍କ ସାଙ୍ଗରେ ଥିବା ନର୍ସଙ୍କୁ  ଖୁସିରେ ମଦ ପିଇବାକୁ ଦେଇଥିଲି। ଏହି କାରଣରୁ ସେମାନଙ୍କ ଚାକିରି ଯାଉ ଯାଉ ଅଳ୍ପକେ ରହିଯାଇଥିଲା। ଡ୍ୟୁଟି ସମୟରେ ମଦ ପିଇଥିବା ନେଇ କେହି ଜଣେ ସେହି ଡାକ୍ତର ଓ ନର୍ସ ନାଁରେ ଅଭିଯୋଗ କରି ଦେଇଥିଲେ। ମୁଁ ହସପିଟାଲରେ ଯାଇ କଥା ହେଲା ପରେ ସେମାନଙ୍କ ଚାକିରି ବଞ୍ଚି ଯାଇଥିଲା।”

ଅଭିଷେକ ଜନ୍ମ ହେଲା ବେଳେ  ଅମିତାଭ ବହୁତ ଖୁସି ହୋଇଯାଇଥିଲେ। ସେ ତାଙ୍କ ଡ୍ରାଇଭର ଓ ଘରୋଇ ସହାୟକଙ୍କୁ ମଧ୍ୟ ଟଙ୍କା ଓ ମିଠା ବାଣ୍ଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story