‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର କ’ଣ ରହିଛି ଖାସିୟତ: ଜାଣନ୍ତୁ କିଛି ଅଜଣା କଥା

ମୁମ୍ବାଇ: ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ହେଉଥିବା ନୂଆ ସିନେମା ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଲୋଗୋ ଉନ୍ମୋଚନ ହୋଇଛି। ଏହି ଫିଲ୍ମ ଉପରେ ଭାରତ ସମେତବିଭିନ୍ନ ଦେଶର ଦର୍ଶକଙ୍କ ନଜର ରହିଛି। କାରଣ ଏହି ଫିଲ୍ମରେ ପ୍ରଥମ ଥର ଏକାଠି ଆସୁଛନ୍ତି ବିଗ୍‌ ବି ଅମିତାବ ଏବଂ ମିଷ୍ଟର ପରଫେକ୍ଟ ଅମୀର। ଫିଲ୍ମଟି ୨୦୧୮ରେ ପରଦାକୁ ଆସିବ। ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜନା ଦେଇଥିବା ବେଳେ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି ଫିଲ୍ମକୁ ନେଇ […]

amir-bachan

amir-bachan

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 06:57 PM IST

Sports

Latest News

ମୁମ୍ବାଇ: ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ହେଉଥିବା ନୂଆ ସିନେମା ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଲୋଗୋ ଉନ୍ମୋଚନ ହୋଇଛି। ଏହି ଫିଲ୍ମ ଉପରେ ଭାରତ ସମେତବିଭିନ୍ନ ଦେଶର ଦର୍ଶକଙ୍କ ନଜର ରହିଛି। କାରଣ ଏହି ଫିଲ୍ମରେ ପ୍ରଥମ ଥର ଏକାଠି ଆସୁଛନ୍ତି ବିଗ୍‌ ବି ଅମିତାବ ଏବଂ ମିଷ୍ଟର ପରଫେକ୍ଟ ଅମୀର। ଫିଲ୍ମଟି ୨୦୧୮ରେ ପରଦାକୁ ଆସିବ। ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜନା ଦେଇଥିବା ବେଳେ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି ଫିଲ୍ମକୁ ନେଇ ରହିଛି କିଛି ରୋଚକ ତଥ୍ୟ। ଆସନ୍ତୁ ଜାଣିବା କ’ଣ ରହିଛି ଫିଲ୍ମର କିଛି ଖାସ୍‌ କଥା।

୧.  ଦୀର୍ଘ ଦିନର ଫିଲ୍ମ କ୍ୟାରିୟରରେ ନିଜ ନିଜ ସ୍ଥାନରେ ଥିବା ଏହି ଦୁଇ ସୁପରଷ୍ଟାରଙ୍କୁ ଭାରତୀୟ ଦର୍ଶକ କେବେ ଏକାଠି ଦେଖି ନ ଥିଲେ। ଏବେ ସମୟ ଆସିଛି ଏହି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ଏହି ବହୁ ପ୍ରତିକ୍ଷୀତ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି।

୨. ଫିଲ୍ମର ସୁଟିଂ ଏବେ ଆରମ୍ଭ ହୋଇନାହିଁ। ହେଲେ ଏହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଆସନ୍ତା ୫ ତାରିଖରୁ ମାଲ୍ଟାରେ ଏହାର ସୁଟିଂ ଆରମ୍ଭ ହେବ।

୩. ଫିଲ୍ମର ସୁଟିଂ ପାଇଁ ୨ଟି ଯାହାଜର ସେଟ୍‌ ତିଆରି ହୋଇଛି। ଏହାକୁ ତିଆରି କରିବାକୁ ୨ ମାସ ସମୟ ଲାଗିଥିଲା। ଯାହାଜଗୁଡିକର ଡିଜାଇନ୍ ୧୮ତମ ଶତାବ୍ଦୀ ପରି ହୋଇଛି।

୪. ଫିଲ୍ମଟି ପ୍ରଥମେ ହ୍ରିତିକ୍ ରୋସନଙ୍କୁ ଅଫର୍ କରାଯାଇଥିଲା। ସେ ହଁ କହିବା ପରେ ଫିଲ୍ମଟି ଛାଡି ଦେଇଥିଲେ। ପରେ ଆମୀରଙ୍କୁ ସ୍କ୍ରିପଟ୍ ପସନ୍ଦ ଆସିବା ପରେ ସେ ରାଜି ହୋଇଯାଇଥିଲେ।

୫. ଫିଲ୍ମଟି ‘ପାୟରେଟସ୍ ଅଫ୍ କୈରେବିୟନ’ର ରିମେକ ବୋଲି ଗୁଜବ ଉଠିଥିଲା। ତେବେ ଏପରି ଗୁଜବକୁ ଆମୀର ଖଣ୍ଡନ କରିଛନ୍ତି।

୬. ଫିଲ୍ମର ହିରୋଇନ୍ ପାଇଁ ଅନେକ ନାଁ ସଟ୍‌ଲିଷ୍ଟ କରାଯାଇଥିଲା। ଶେଷରେ କ୍ୟାଟ୍ରିନା କୈଫ୍ ଏବଂ ଫାତିମା ଶେଖଙ୍କ ବାଜି ମାରି ନେଇଥିଲେ।

୭. ଫିଲ୍ମର ନିର୍ଦ୍ଦେଶକ ବିଜୟକୃଷ୍ଣ ଆଚାର୍ଯ୍ୟ, ଆମୀର୍ ଖାନ ଏବଂ କ୍ୟାଟ୍ରିନା ପୂର୍ବରୁ ଧୂମ-୩ରେ ଏକାଠି କାମ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story