କାମ ମାଗୁଛନ୍ତି ଅମିତାଭ: ପଢନ୍ତୁ ତାଙ୍କ ଜବ୍ ଆପ୍ଳିକେସନ୍‌

ମୁମ୍ବାଇ: “ ଅମିତାଭ ବଚ୍ଚନ, ଜନ୍ମ-୧୧.୧୦.୧୯୪୨, ସ୍ଥାନ-ଇଲାହାବାଦ୍, ବୟସ-୭୬। ୪୯ବର୍ଷରେ ୨୦୦ ଫିଲ୍ମରେ କାମ କରିବାର ଅଭିଜ୍ଞତା ଅଛି। ଭାଷା- ହିନ୍ଦୀ, ଇଂଲିଶ, ପଞ୍ଜାବି, ବଙ୍ଗଳା । ହାଇଟ୍‌-୬’୨। ଆପଣଙ୍କୁ କେବେ ବି ହାଇଟ୍‌କୁ ନେଇ କୌଣସି ସମସ୍ୟା ହେବନି।” ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଏ ହେଉଛି ଜବ୍‌ ଆପ୍ଳିକେଶନ। ସେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି। ଆପଣ ଭାବୁଥିବେ ଏମିତି କ’ଣ ହେଲା ଯେ ଶେଷକୁ ବିଗ୍‌ ବି ଏମିତି ନିଷ୍ପତ୍ତି […]

amitav

amitav

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 04:31 PM IST

Sports

Latest News

ମୁମ୍ବାଇ: “ ଅମିତାଭ ବଚ୍ଚନ, ଜନ୍ମ-୧୧.୧୦.୧୯୪୨, ସ୍ଥାନ-ଇଲାହାବାଦ୍, ବୟସ-୭୬। ୪୯ବର୍ଷରେ ୨୦୦ ଫିଲ୍ମରେ କାମ କରିବାର ଅଭିଜ୍ଞତା ଅଛି। ଭାଷା- ହିନ୍ଦୀ, ଇଂଲିଶ, ପଞ୍ଜାବି, ବଙ୍ଗଳା । ହାଇଟ୍‌-୬’୨। ଆପଣଙ୍କୁ କେବେ ବି ହାଇଟ୍‌କୁ ନେଇ କୌଣସି ସମସ୍ୟା ହେବନି।”

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଏ ହେଉଛି ଜବ୍‌ ଆପ୍ଳିକେଶନ। ସେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି। ଆପଣ ଭାବୁଥିବେ ଏମିତି କ’ଣ ହେଲା ଯେ ଶେଷକୁ ବିଗ୍‌ ବି ଏମିତି ନିଷ୍ପତ୍ତି ନେଲେ। ୭୬ ବର୍ଷୀୟ ବିଗ୍‌ ବି ଗତ ୪୯ ବର୍ଷ ହେବ ବଲିଉଡ୍‌ରେ କାମ କରୁଛନ୍ତି। ହେଲେ କାହିଁକି ତାଙ୍କୁ ଚାକିରି ପାଇଁ ଆବେଦନ କରିବାକୁ ପଡିଲ? ସେକଥା ଜଣାପଡୁନି। ଶନିବାର ରାତିରେ ଅମିତାଭ ବଚ୍ଚନ ତାଙ୍କ ବାୟୋଡାଟା ସୋସିଆଲ୍‌ ମିଡିଆରେ ସେୟାର କରିବା ପରେ ଘଟଣା ପଦାକୁ ଆସିଛି। ଯାହାକି ଏବେ ଭାଇରାଲ ହେଇଛି।

ବିଗ୍‌ ବି’ଙ୍କର ଏମିତି ଲେଖିବା ପଛର କାରଣ କ’ଣ ଜାଣନ୍ତି ? ଏକ ଇଂଲିଶ ଖବର କାଗଜର ଏକ ଆର୍ଟିକିଲ୍‌ରେ ଦୀପିକା ପାଦୁକୋନ୍‌ ଓ କ୍ୟାଟ୍ରିନା କୈଫଙ୍କ ହାଇଟ୍‌ ସାହିଦ୍ କପୁର ଓ ଅମିର ଖାନ୍‌ଙ୍କ ହାଇଟ୍‌ରୁ ବେଶ୍ ଅଧିକ ହେବ ବୋଲି ଲେଖାଯାଇଥିଲା। ଦୀପିକା ଓ କ୍ୟାଟ୍ରିନାଙ୍କ ସହ କାମ କରିବାର ଇଚ୍ଛା ଜାହିର କରି ବିଗ୍‌ ବି ହୁଏତ ଏମିତି ପୋଷ୍ଟ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story