ନେହାଙ୍କ ଗର୍ଭଧାରଣକୁ ନେଇ ଏମିତି କହିଲେ ସ୍ୱାମୀ ଅଙ୍ଗଦ୍

ମୁମ୍ବାଇ: ଅଭିନେତ୍ରୀ ନେହା ଧୁପିଆ ଓ ଅଙ୍ଗଦ ବେଦିଙ୍କ ବାହାଘରକୁ ନେଇ ବି’ଟାଉନ୍‌ରେ ବେଶ୍ ଚର୍ଚ୍ଚା ହୋଇଥିଲା। ଦୁଇ ଜଣ ଚୁପ୍‌ଚାପ୍‌ ବିବାହ କରି ସାରିବା ପରେ ସୋଶାଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ବିବାହର କିଛି ଦିନ ପରେ ହିଁ ନେହା ନିଜେ ଗର୍ଭବତୀ ଥିବା ସୂଚନା ଦେଇଥିଲେ। ଏବେ ନେହାଙ୍କ ଗର୍ଭଧାରଣକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ସ୍ୱାମୀ ଅଙ୍ଗଦ ବେଦି। ନେହାଙ୍କ ପପୁଲାର୍‌ ଶୋ’ ‘ନୋ ଫିଲ୍ଟର୍‌ ନେହା’ରେ ଚଳିତ […]

neha

neha

Chinmayee Roy
  • Published: Sunday, 18 November 2018
  • Updated: 18 November 2018, 09:25 AM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ନେହା ଧୁପିଆ ଓ ଅଙ୍ଗଦ ବେଦିଙ୍କ ବାହାଘରକୁ ନେଇ ବି'ଟାଉନ୍‌ରେ ବେଶ୍ ଚର୍ଚ୍ଚା ହୋଇଥିଲା। ଦୁଇ ଜଣ ଚୁପ୍‌ଚାପ୍‌ ବିବାହ କରି ସାରିବା ପରେ ସୋଶାଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ବିବାହର କିଛି ଦିନ ପରେ ହିଁ ନେହା ନିଜେ ଗର୍ଭବତୀ ଥିବା ସୂଚନା ଦେଇଥିଲେ।

ଏବେ ନେହାଙ୍କ ଗର୍ଭଧାରଣକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ସ୍ୱାମୀ ଅଙ୍ଗଦ ବେଦି।

ନେହାଙ୍କ ପପୁଲାର୍‌ ଶୋ' ‘ନୋ ଫିଲ୍ଟର୍‌ ନେହା’ରେ ଚଳିତ ସପ୍ତାହରେ ଅଙ୍ଗଦ ବେଦି ଅତିଥି ହୋଇ ଆସିଥିଲେ। ଏହି ଶୋ’ରେ ଅଙ୍ଗଦ ଖୁଲାସା କରିଛନ୍ତି ଯେ ନେହା ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ। ସୋଶାଲ୍‌ ମିଡିଆରେ ନେହା ଏହି ଶୋ’ର ଏକ ପ୍ରମୋ ଶେୟାର୍‌ ମଧ୍ୟ କରିଛନ୍ତି।

ଶୋ’ରେ ଅଙ୍ଗଦ କହିଥିଲେ, ନେହା ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଓ ଯେତେବେଳେ ଏ କଥା ତାଙ୍କ ବାପା ମା'ଙ୍କୁ ଜଣାପଡ଼ିଲା, ସେମାନେ ବହୁତ ରାଗି ଯାଇଥିଲେ ଓ ଅଙ୍ଗଦ୍‌ଙ୍କୁ ଖୁବ୍‌ ଗାଳି ମଧ୍ୟ କରିଥିଲେ।

ଅଙ୍ଗଦ୍‌ ଆହୁରି କହିଥିଲେ ଯେ ତାଙ୍କ ଜୀବନରେ ୭୫ ଜଣ ମହିଳା ଆସିଛନ୍ତି। ୭୫ ଜଣ ମହିଳାଙ୍କୁ ଡେଟ୍‌ କରିବା ପରେ ସେ ନେହାଙ୍କ ସହ ବିବାହ କରିଛନ୍ତି। ଏପରିକି ନିଜଠାରୁ ଅଧିକ ବୟସର ଝିଅଙ୍କୁ ବି ସେ ଡେଟ୍‌ କରିଛନ୍ତି। ତେବେ କାହାସହ ବେଶୀ ଦିନ ରିଲେସନ୍‌ଶିପ୍‌ରେ ରହି ପାରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story