ଦୁର୍ଘଟଣା ପରେ ପୂର୍ବ ଅବସ୍ଥାକୁ ଫେରିବାକୁ ଏମିତି କଲେ ଅନୁଭବ: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ପ୍ରେମ କୁମାର’ ସୁଟିଂ କରିବା ସମୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫାଇଟିଂ ସିନ୍ ପାଇଁ ସେ ଏକ ଛାତ ଉପରେ ଚଢିଥିଲେ। ସିଡ଼ି ଘର ଉପରୁ ଛାତ ଉପରକୁ ଡେଉଁଥିବା ଦୃଷ୍ୟ ସୁଟିଂ ହେଇଥାନ୍ତା।  ଠିକ୍‌ ଏତିକି ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ତା ପରେ ଅନୁଭବ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । […]

anubhab m

anubhab m

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 06:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ପ୍ରେମ କୁମାର’ ସୁଟିଂ କରିବା ସମୟରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫାଇଟିଂ ସିନ୍ ପାଇଁ ସେ ଏକ ଛାତ ଉପରେ ଚଢିଥିଲେ। ସିଡ଼ି ଘର ଉପରୁ ଛାତ ଉପରକୁ ଡେଉଁଥିବା ଦୃଷ୍ୟ ସୁଟିଂ ହେଇଥାନ୍ତା।  ଠିକ୍‌ ଏତିକି ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ତା ପରେ ଅନୁଭବ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ଅସୁସ୍ଥତା ପାଇଁ ତାଙ୍କ ଫିଲ୍ମର ସୁଟିଂ ମଧ୍ୟ ବନ୍ଦ କରାଯାଇଥିଲା।

ତେବେ ଅନୁଭବ ଖୁବ୍‌ କମ ଦିନ ମଧ୍ୟରେ ନିଜ ପରିଶ୍ରମ ଦ୍ୱାରା ପୁଣି ଥରେ ପୂର୍ବ ପରି ଫିଟ୍‌ ହୋଇପାରିଛନ୍ତି। ତେବେ ଏତେ ଶୀଘ୍ର ଅନୁଭବ କେମିତି ପୂର୍ବ ଅବସ୍ଥାକୁ ଫେରି ଆସିଲେ ସେକଥା ଆପଣ ଚିନ୍ତା କରୁଥିବେ।

ଅନୁଭବ ଦିଲ୍ଲୀରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଏକ୍ସପର୍ଟ ଟିମ୍‌ ନିୟୋଜିତ ହୋଇଥିଲେ। ଯେଉଁମାନେ ଅନୁଭବଙ୍କ ଏକ୍ସରସାଇଜ୍‌ଠୁ ଆରମ୍ଭ କରି ଖାଦ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖୁଥିଲେ। ଏତିସହ ଅନୁଭବ ଘରେ ବ୍ୟାୟମର ଉପକରଣ ଆଣି ନୀତି ବ୍ୟାୟମ କରୁଥିଲେ। ଯାହାର ଭିଡିଓ ଅନୁଭବ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଛାଡିଛନ୍ତି। ଏଥିରେ ଅନୁଭବଙ୍କୁ କଡା ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଏଥି ସହ କିଛି ଭିଡିଓରେ ଅନୁଭବଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ହାତ ଧରି ଚାଲିବାରେ ସାହାଯ୍ୟ କରୁଥିବାର ଦେଖିବାର ମିଳୁଛି।

ଜଣାଇଦେଉଛୁ ଯେ, ଅନୁଭବଙ୍କ ଆଗାମୀ ଫିଲ୍ମ ‘ପ୍ରେମ କୁମାର’ ଦଶହରାରେ ରିଲିଜ୍‌ ହୋବାକୁ ଯାଉଛି। ଏହି ଫିଲ୍ମ ରଜରେ ରିଲିଜ୍‌ ହେବାର ଥିଲା। ଅନୁଭବଙ୍କ ଗୋଡରେ ଆଘାତ ଲାଗିଥିବାରୁ ସୁଟିଂ ବନ୍ଦ ରହିଥିଲା।

https://www.youtube.com/watch?v=YmI0I-wHJ6I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story