ଆସିଲା ଅନୁପମଙ୍କର‌ ଆଉ ଏକ ଆଲବମ୍ 'ଟୋକା ମୁଁ ଓଡ଼ିଆ ଟୋକା': ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାରେ ଓଡ଼ିଆ ପୁଅ ଅନୁପମଙ୍କ କ୍ରେଜ୍‌। ଗୋଟିଏ ପରେ ଗୋଟିଏ ଓଡ଼ିଆ ଗୀତକୁ ବିଦେଶ ମାଟିରେ ସେ ଭିନ୍ନ ଅନ୍ଦାଜରେ ପରିବଶେଷଣ କରି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ତାଙ୍କର ଆଉ ଏକ ଗୀତ ‘ଟୋକା ମୁଁ ଓଡ଼ିଆ ଟୋକା’ ରିଲିଜ୍ ହୋଇଛି। ଗୀତଟି ଆମେରିକାରେ ସୁଟିଂ ହୋଇଛି। ଏଥିରେ ନିଜେ ଅନୁପମ ଓ ତାଙ୍କ ପତ୍ନୀ ଅମ୍ରିତା ଅଭିନୟ କରିଛନ୍ତି। ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ସଂଗ୍ରାମ ମହାନ୍ତି। ଗୀତଟିକୁ ଅରୁଣ […]

anupamxxxxxxx

anupamxxxxxxx

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 07:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାରେ ଓଡ଼ିଆ ପୁଅ ଅନୁପମଙ୍କ କ୍ରେଜ୍‌। ଗୋଟିଏ ପରେ ଗୋଟିଏ ଓଡ଼ିଆ ଗୀତକୁ ବିଦେଶ ମାଟିରେ ସେ ଭିନ୍ନ ଅନ୍ଦାଜରେ ପରିବଶେଷଣ କରି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ତାଙ୍କର ଆଉ ଏକ ଗୀତ ‘ଟୋକା ମୁଁ ଓଡ଼ିଆ ଟୋକା’ ରିଲିଜ୍ ହୋଇଛି। ଗୀତଟି ଆମେରିକାରେ ସୁଟିଂ ହୋଇଛି। ଏଥିରେ ନିଜେ ଅନୁପମ ଓ ତାଙ୍କ ପତ୍ନୀ ଅମ୍ରିତା ଅଭିନୟ କରିଛନ୍ତି। ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ସଂଗ୍ରାମ ମହାନ୍ତି। ଗୀତଟିକୁ ଅରୁଣ ମନ୍ତ୍ରୀ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ୍।

ଗୀତରେ ଅନୁପମଙ୍କ ମୁଭସ୍ ଯୁବପିଢ଼ିଙ୍କୁ ବେଶ ଆକୃଷ୍ଟ କରୁଛି। ବିଶେଷ କରି ଅନୁପମ ଓ ଅମ୍ରିତାଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକେ। ଏମାନଙ୍କକ ଅନ୍ ସ୍କ୍ରିନ୍ ରୋମାନ୍ସ ସମସ୍ତଙ୍କୁ ଦିୱାନା ବନାଇଦେଇଛି। ଏହି ଗୀତରେ ସେ ନିଜ ଜନ୍ମ ସ୍ଥାନ ପୁରୀ, ମହାପ୍ରଭୁ ଜଗନ୍ନାଥ, ଓଡ଼ିଆଙ୍କ ପ୍ରିୟ ପଖାଳକୁ ମଧ୍ୟ ସ୍ଥାନ ଦେଇଛନ୍ତି। ଯାହା ଓଡ଼ିଆ ଦର୍ଶକଙ୍କ ମନ ଜିତିପାରିଛି। ଗୀତଟିକୁ ଗତ ୧୭ ମାର୍ଚ୍ଚରେ ୟୁଟ୍ୟୁବ୍‌ରେ ରିଲିଜ୍ କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏହାକୁ ୧୩ ହଜାରରୁ ଅଧିକଥର ଦେଖାସରିଲାଣି। ଅନୁପମ ଏହି ମ୍ୟୁଜିକ୍ ଭିଡିଓଟିକୁ ନିଜ ଫେସ୍‌ବୁକ୍ ପେଜରେ ମଧ୍ୟ ସେୟାର କରିଛନ୍ତି। ତବେ ଫେସ୍‌ବୁକ୍‌ରେ ମଧ୍ୟ ତାଙ୍କୁ ଅନେକ ପ୍ରସଂଶା ମିଳିଛି। ଏହା ପୂର୍ବରୁ ଅନୁପମଙ୍କର ଓଡ଼ିଆ ଆଲବମ ‘ଡାମେରା ରାବିଦେଲା’, ‘ହଲିଯାଏ ଆମେରିକା’ ଗୀତଟି ଖୁବ୍ ଲୋକପ୍ରିୟ ହୋଇଥିଲା।

ଏହା ପୂର୍ବରୁ ଅନୁପମ ଜୁମ୍ୱୋ ଡ୍ୟାନ୍ସରେ ସମ୍ୱଲପୁରୀ ଟ୍ରାକ୍ ଜାଇଫୁଲ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସିଂ କୋରିଓଗ୍ରାଫ୍‌ର ଜଣାଶୁଣା ଅନୁପମ୍  ନାୟକ ଓଡ଼ିଶାରେ ଆଗରୁ ବେଶ ନାଁ କମାଇଛନ୍ତି। ଏବେ ସେ ଆମେରିକାରେ ଜଲୱା ଦେଖାଉଛନ୍ତି।

https://www.youtube.com/watch?v=ZXDMfKhKfiA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story