ସୋସିଆଲ ମିଡିଆରେ ପ୍ରଭାବଶାଳୀ ମହିଳା: ପ୍ରିୟଙ୍କା କି ଦୀପିକା ନୁହନ୍ତି, ଜାଣନ୍ତୁ କିଏ

ମୁମ୍ବାଇ: ବଲିଉଡ୍‌ରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ଚାରିଆଡ଼େ ଦୀପିକା ଓ ପ୍ରିୟଙ୍କାଙ୍କ ଚର୍ଚ୍ଚା। ଏମାନେ ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏମାନଙ୍କ ଦକ୍ଷତା ଓ ଲୋକପ୍ରିୟତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସବୁବେଳେ ସବୁଯାଗାରେ ଏମାନେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ଏହି ଦୁଇ ଅଭିନେତ୍ରୀ କିନ୍ତୁ ସୋସିଆଲ ମିଡିଆରେ ପଛରେ ପଡ଼ିଯାଇଛନ୍ତି। ଏହି ଦୁହିଁଙ୍କୁ ପଛରେ ପକାଇ ଦେଇଛନ୍ତି ଅନୁଷ୍କା ଶର୍ମା। ସୋସିଆଲ ମିଡ଼ିଆରେ ପ୍ରଭାବଶାଳୀ ଅଭିନେତ୍ରୀ ଭାବେ ଶ୍ରେଷ୍ଠ ସ୍ଥାନ […]

deepika-priyanka

deepika-priyanka

Rakesh Mallick
  • Published: Monday, 26 March 2018
  • Updated: 26 March 2018, 10:10 AM IST

ମୁମ୍ବାଇ: ବଲିଉଡ୍‌ରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ଚାରିଆଡ଼େ ଦୀପିକା ଓ ପ୍ରିୟଙ୍କାଙ୍କ ଚର୍ଚ୍ଚା। ଏମାନେ ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏମାନଙ୍କ ଦକ୍ଷତା ଓ ଲୋକପ୍ରିୟତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସବୁବେଳେ ସବୁଯାଗାରେ ଏମାନେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ଏହି ଦୁଇ ଅଭିନେତ୍ରୀ କିନ୍ତୁ ସୋସିଆଲ ମିଡିଆରେ ପଛରେ ପଡ଼ିଯାଇଛନ୍ତି। ଏହି ଦୁହିଁଙ୍କୁ ପଛରେ ପକାଇ ଦେଇଛନ୍ତି ଅନୁଷ୍କା ଶର୍ମା। ସୋସିଆଲ ମିଡ଼ିଆରେ ପ୍ରଭାବଶାଳୀ ଅଭିନେତ୍ରୀ ଭାବେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ଅନୁଷ୍କା।

ମିଡ୍‌-ଡେ କମ୍‌ ଖବର ଅନୁସାରେ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ସ୍କୋର ଟ୍ରେଡ୍ସ ନିକଟରେ ଏକ ସର୍ଭେ କରିଛି। ଯେଉଁଥିରେ ସବୁ ଭାଷାରେ ଛପୁଥିବା ଖବର ଆଧାରରେ ରାଙ୍କିଂ କରାଯାଇଥିଲା। ଏହି ସର୍ଭେ ପାଇଁ ୧୪ଟି ଭାଷାର ଫେସ୍‌ବୁକ୍‌, ଟ୍ୱିଟର, ପ୍ରିଣ୍ଟ ପବ୍ଲିକେଶନ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଖବର, ବ୍ରଡ୍‌କାଷ୍ଟ ଓ ଡିଜିଟାଲ ପ୍ଲାଟ୍‌ଫର୍ମକୁ ସାମିଲ କରାଯାଇଛି।

ସର୍ଭେ ଅନୁସାରେ ଅନୁଷ୍କା ଶର୍ମା ୭୧.୯୦ ସ୍କୋର କରି ସବୁଠୁ ଆଗରେ ଅଛନ୍ତି। ପ୍ରିୟଙ୍କା ୫୦.୩୪ ରଖି ଦ୍ୱିତୀୟ ସ୍ଥାନ, ଦୀପିକା ୪୦.୦୯ ରଖି ତୃତୀୟ ସ୍ଥାନରେ ଅଛନ୍ତି। ନିଜ କଣ୍ଟ୍ରୋଭର୍ସି ଖୋଲା ବିଚାର ପାଇଁ ୩୧.୭୮ ସ୍କୋର ରଖି ଚତୁର୍ଥ ସ୍ଥାନରେ ଅଛନ୍ତି କଙ୍ଗନା ରଣାୱତ।

ମଜାଦାର କଥା ହେଉଛି, ଫେସ୍‌ବୁକ୍ ଓ ଟ୍ୱିଟର ଭଳି ସୋସିଆଲ ମିଡ଼ିଆରେ ଅନୁଷ୍କା, ଦୀପିକା ଓ ପ୍ରିୟଙ୍କାଙ୍କ ଠାରୁ ଖୁବ୍‌ ପଛରେ ଅଛନ୍ତି। ଯେଉଁଠି ଅନୁଷ୍କାଙ୍କ ଫଲୋଅର୍ସ ସଂଖ୍ୟା ୧୬ ମିଲିୟନ୍‌। ସେଠାରେ ଦୀପିକାଙ୍କ ୨୩.୬ ଓ ପ୍ରିୟଙ୍କାଙ୍କ ୨୨.୨ ମିଲିୟନ୍ ଅଛନ୍ତି।

ଫେସ୍‌ବୁକ୍‌ରେ ଅନୁଷ୍କା ଶର୍ମାଙ୍କ ପେଜ୍‌କୁ ଲାଇକ୍‌ କରୁଥିବାର ସଂଖ୍ୟା ୯ ମିଲିୟନ୍‌ରୁ କିଛି ଅଧିକ। ଅନ୍ୟପଟେ ଦୀପିକା ଓ ପ୍ରିୟଙ୍କାଙ୍କ ପେଜ୍‌କୁ ଲାଇକ୍‌ କରୁଥିବା ସଂଖ୍ୟା ୩୪ ମିଲିୟନ୍‌ ଓ ୩୬ ମିଲିୟନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story