ସଲମାନ୍‌ଙ୍କ ଭାଉଜ ହେବେ ରୋମାନିୟାନ୍ ସୁନ୍ଦରୀ, ନୂଆ ସଂସାର ଗଢ଼ିବେ ଅରବାଜ୍

ମୁମ୍ୱାଇ: ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍ ଖୁବ୍‌ଶୀଘ୍ର ତାଙ୍କ ବିଦେଶୀ ଗର୍ଲଫ୍ରେଣ୍ଡ୍‌ ଏଲେକଜେଣ୍ଡ୍ରାଙ୍କୁ ବିବାହ କରିବେ। କିଛି ଦିନ ତଳେ ଅରବାଜ୍‌ ଓ ଏଲେକଜେଣ୍ଡ୍ରାଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଅରବାଜ୍ ରୋମାନିୟାନ୍ ସୁନ୍ଦରୀ ଏଲେକଜେଣ୍ଡ୍ରାଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ଏବେ ଏହି ଦୁହେଁ ଏକାଠି ବୁଲାବୁଲି  କରୁଥିବା ଦେଖିବାକୁ ମିଳୁଛି। ମଲାଇକାଙ୍କ ସହ ଛାଡପତ୍ର ପରେ ଅରବାଜ୍ ଏବେ ପଛ କଥା ଭୁଲି ନୂଆ ଜୀବନ ସନ୍ଧାନରେ ବାହାରିଛନ୍ତି। ନିକଟରେ ମଲାଇକା ଓ ଅର୍ଜୁନଙ୍କ […]

arbaz

arbaz

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 02:48 PM IST

Sports

Latest News

ମୁମ୍ୱାଇ: ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍ ଖୁବ୍‌ଶୀଘ୍ର ତାଙ୍କ ବିଦେଶୀ ଗର୍ଲଫ୍ରେଣ୍ଡ୍‌ ଏଲେକଜେଣ୍ଡ୍ରାଙ୍କୁ ବିବାହ କରିବେ। କିଛି ଦିନ ତଳେ ଅରବାଜ୍‌ ଓ ଏଲେକଜେଣ୍ଡ୍ରାଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ଅରବାଜ୍ ରୋମାନିୟାନ୍ ସୁନ୍ଦରୀ ଏଲେକଜେଣ୍ଡ୍ରାଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ଏବେ ଏହି ଦୁହେଁ ଏକାଠି ବୁଲାବୁଲି  କରୁଥିବା ଦେଖିବାକୁ ମିଳୁଛି। ମଲାଇକାଙ୍କ ସହ ଛାଡପତ୍ର ପରେ ଅରବାଜ୍ ଏବେ ପଛ କଥା ଭୁଲି ନୂଆ ଜୀବନ ସନ୍ଧାନରେ ବାହାରିଛନ୍ତି।

ନିକଟରେ ମଲାଇକା ଓ ଅର୍ଜୁନଙ୍କ ଆଫାୟାର୍‌କୁ ନେଇ ବିଟାଉନ୍‌ରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଅର୍ଜୁନ ତାଙ୍କର ଜଣେ ବନ୍ଧୁ ବୋଲି ମଲାଇକା କହିବା ପରେ ଚର୍ଚ୍ଚା ଥମି ଥିଲା। ମଲାଇକାଙ୍କ ଆଫାୟାର୍‌ କାରଣରୁ ଅରବାଜ୍‌ଙ୍କ ସହ ୧୮ ବର୍ଷର ସମ୍ପର୍କ ଭାଙ୍ଗି ଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ମଲାଇକା ଓ ଅରବାଜ୍‌ଙ୍କ ଛାଡପତ୍ର ପରେ ତାଙ୍କ ପୁଅ ଅରହାମ୍‌ଙ୍କ କଷ୍ଟଡି ଦାୟିତ୍ୱ ମଲାଇକାଙ୍କ ହାତରେ ରହିଛି। ଅରବାଜ୍‌ ଯେବେ ଚାହିଁଲେ ତାଙ୍କ ପୁଅ ସହ ମିଶି ପାରିବେ। ଏହାସହିତ ଅରବାଜ୍ ମଲାଇକାଙ୍କୁ ୧୫ କୋଟି ଟଙ୍କା ଓ ଗୋଟିଏ ଘର ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story