ଅର୍ଜୁନ୍‌ ଓ ମେହେର୍‌ଙ୍କ ଯୋଡ଼ି ଭାଙ୍ଗିବାର କାରଣ ଏହି ମଡେଲ୍‌ ନୁହନ୍ତି ତ !

ମୁମ୍ୱାଇ: ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀ ମେହେର ୨୦ ବର୍ଷ ଧରି ଏକାଠି ରହିବା ପରେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଜଣଙ୍କ ସଂପର୍କ ମଧ୍ୟରେ ତିକ୍ତତା ଆସିବାର କାରଣ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜେନ ଖାନଙ୍କୁ ଦାୟୀ କରାଯାଉଛି। ଅର୍ଜୁନ ଓ ସୁଜେନଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କ ପାଇଁ ବୋଧ ହୁଏ ଦୁହିଁଙ୍କ ସଂପର୍କ ଭାଙ୍ଗିବାକୁ ଯାଉଛି ବୋଲି ସନ୍ଦେହ କରାଯାଉଛି। ଖବର ଅନୁସାରେ ଅର୍ଜୁନ, ସୁଜେନ […]

arjun_mehr

arjun_mehr

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 12:01 PM IST

Sports

Latest News

ମୁମ୍ୱାଇ: ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀ ମେହେର ୨୦ ବର୍ଷ ଧରି ଏକାଠି ରହିବା ପରେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଜଣଙ୍କ ସଂପର୍କ ମଧ୍ୟରେ ତିକ୍ତତା ଆସିବାର କାରଣ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜେନ ଖାନଙ୍କୁ ଦାୟୀ କରାଯାଉଛି। ଅର୍ଜୁନ ଓ ସୁଜେନଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କ ପାଇଁ ବୋଧ ହୁଏ ଦୁହିଁଙ୍କ ସଂପର୍କ ଭାଙ୍ଗିବାକୁ ଯାଉଛି ବୋଲି ସନ୍ଦେହ କରାଯାଉଛି।

ଖବର ଅନୁସାରେ ଅର୍ଜୁନ, ସୁଜେନ ଓ ମେହେର ପୂର୍ବରୁ ଭଲ ସାଙ୍ଗ ଥିଲେ। କୁହାଯାଉଛି ଯେ, ପରବର୍ତ୍ତୀ ସମୟରେ ଅର୍ଜୁନ ଓ ସୁଜେନଙ୍କ ମଧ୍ୟରେ ସଂପର୍କ ବଢିଥିଲା, ଯେଉଁ କାରଣରୁ ଅର୍ଜୁନ ଓ ମେହେରଙ୍କ ମଧ୍ୟରେ ତିକ୍ତତା ଆସିଥିଲା କିନ୍ତୁ ସେମିତି କିଛି ବି ନୁହେଁ। ଦୁହିଁଙ୍କ ସମ୍ପର୍କ ଭାଙ୍ଗିବା ପଛର କାରଣ ସୁଜୈନ୍‌ ନୁହେଁ। ଏଥିପାଇଁ ଦାୟୀ ହେଉଛନ୍ତି ଜଣେ ମଡେଲ୍‌।

ଏବେ ଶୁଣିବାକୁ ମିଳୁଛି ଅର୍ଜୁନ୍ ମଡେଲ ନତାଶା ସ୍ଟେନ୍‌କୋବିକ୍‌କୁ ଡେଟ୍‌ କରୁଛନ୍ତି। ଏଭଳି ମନ୍ତବ୍ୟରେ ଅର୍ଜୁନ୍‌ ବି ସଫେଇ ଦେବା ଆରମ୍ଭ କରିଦେଲେଣି।

ରିପୋର୍ଟ ମୁତାବକ ନତାଶା ଓ ଅର୍ଜୁନ୍‌ ରାମପାଲ୍‌ଙ୍କ ସାକ୍ଷାତ ଫିଲ୍ମ ‘ସତ୍ୟାଗ୍ରହ’ ସେଟ୍‌ରେ ହୋଇଥିଲା। କିନ୍ତୁ ଫିଲ୍ମ ‘ଡାଡି’ରୁ ଦୁହେଁ ପରସ୍ପରକୁ ଖବୁ ଭଲ ଭାବେ ଜାଣିଲେ। ଏହା ପରଠୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା।

ସୂଚନାଯୋଗ୍ୟ, ନତାଶାଙ୍କୁ ବଲିଉଡ୍‌ ଫେମ୍‌ ବାଦ୍‌ଶାହାଙ୍କ ଗୀତ ‘ଡିଜେ ବାଲେ ବାବୁ ମେରା ଗାନା ବଜାଦେ’ରୁ ସୁଯୋଗ ମିଳିଥିଲା। ଏହି ଗୀତ ସୁପରହିଟ୍‌ ହେବାପରେ ନତାଶାଙ୍କୁ ଆହୁରି କେତେ ବଡ଼ ପ୍ରୋଜେକ୍ଟ ବି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story