ପୁଣି ବାହା ହେବେ ମଲାଇକା, କେବେ ପଢ଼ନ୍ତୁ

ମୁମ୍ବାଇ: ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲୁଛି। ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍‌ଙ୍କ ପରେ ଏଥିରେ ଆଉ ଏକ ସେଲିବ୍ରେଟି ଯୋଡ଼ି ହୋଇଛନ୍ତି। ଏଠି ଆମେ ଅଜୁର୍ନ କପୁର ଏବଂ ମଲାଇକା ଆରୋରାଙ୍କ କଥା କହୁଛେ। ଏବେ ଉଭୟଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। କାରଣ ପାର୍ଟି ପାଖରୁ ଆରମ୍ଭ କରି ବିଭିନ୍ନ ଶୋ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଆଗରୁ ଅର୍ଜୁନ କପୁରଙ୍କ ଜନ୍ମଦିନକୁ ଏକାଠି ପାଳିଥିଲେ। ମଲାଇକା ଏବେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି […]

malaika-arora-looks-princess-in-grey-and-ornage-shade-of-lehenga-644x362

Tapas Behera
  • Published: Monday, 05 November 2018
  • Updated: 05 November 2018, 08:51 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲୁଛି। ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍‌ଙ୍କ ପରେ ଏଥିରେ ଆଉ ଏକ ସେଲିବ୍ରେଟି ଯୋଡ଼ି ହୋଇଛନ୍ତି। ଏଠି ଆମେ ଅଜୁର୍ନ କପୁର ଏବଂ ମଲାଇକା ଆରୋରାଙ୍କ କଥା କହୁଛେ। ଏବେ ଉଭୟଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। କାରଣ ପାର୍ଟି ପାଖରୁ ଆରମ୍ଭ କରି ବିଭିନ୍ନ ଶୋ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଆଗରୁ ଅର୍ଜୁନ କପୁରଙ୍କ ଜନ୍ମଦିନକୁ ଏକାଠି ପାଳିଥିଲେ।

ମଲାଇକା ଏବେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ବିଚାରକ ଅଛନ୍ତି । ମଲାଇକା ପ୍ରଥମେ ସଲମାନ୍‌ ଖାନଙ୍କ ଭାଇ ଅରବାଜ୍‌ ଖାନଙ୍କୁ ବିବାହ କରିଥିଲେ। ୧୮ ବର୍ଷ ଧରି ବୈବାହିକ ଜୀବନ ବିତାଇବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

ଆଉ ଶେଷରେ ଅରବାଜ୍‌ ଖାନଙ୍କୁ ଗତ ବର୍ଷ ଛାଡ଼ପତ୍ର ଦେଇଥିଲେ ମଲାଇକା। ଆଉ ଏଥିପାଇଁ  ଅରବାଜଙ୍କ ଠାରୁ ୧୫ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଚର୍ଚ୍ଚାକୁ ଆସିଥିଲେ ମଲାଇକା।  ପରେ ମଲାଇକା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଥିଲେ। ଧୀରେ ଧୀରେ ଦୁହିଙ୍କ ମଧ୍ୟ ସମ୍ପର୍କ ନିବିଡ଼ ହେବା ପରେ ଏବେ ଏହା ବିବାହ ରୂପ ନେବାକୁ ଯାଉଛି। କୁହାଯାଉଛି ୨୦୧୯ ଆରମ୍ଭରେ ହିଁ ଉଭୟଙ୍କର ସାହାନାଇ ବାଜିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story