ଜୀବିତ ଅବସ୍ଥାରେ ଥିଲେ ବାପାଙ୍କ ପତ୍ନୀ, ମଲା ପରେ ହେଲେ ମାଆ

ମୁମ୍ୱାଇ: ଆମ ସମ୍ପର୍କ ଏମିତି। ବଞ୍ଚିଥିଲା ବେଳେ ମାଆ ଡାକୁ ନଥିଲେ। ବାପାଙ୍କ ପତ୍ନୀ ବୋଲି କହି ପରିଚୟ ଦେଉଥିଲେ। ମରିଗଲା ପରେ ସବୁ କାମ ଛାଡ଼ି ସୁଟିଂ ସେଟ୍‌ରୁ ଧାଇଁ ଆସିଲେ। ଆଇନ୍‌ ଜାଲରେ ଛନ୍ଦି ହୋଇ ପଡ଼ିଥିବା ମୃତଦେହ ଆଣିବା ପାଇଁ ବାପାଙ୍କ ସାଥୀରେ ଠିଆ ହୋଇଥିଲେ। ଆଉ ଆଜି ଜୀବନସାରା ଘୃଣା କରୁଥିବା ମାଆର ଶବାଧାର ପାଖରେ ଛିଡା ହୋଇଥିଲେ। ଆମେ କହୁଛୁ ଶ୍ରୀଦେବୀଙ୍କ ସ୍ୱାମୀ ତଥା ବୋନି କାପୁରଙ୍କ ପ୍ରଥମ ସ୍ତ୍ରୀର […]

sss

sss

Rakesh Mallick
  • Published: Wednesday, 28 February 2018
  • Updated: 01 March 2018, 10:05 AM IST

Sports

Latest News

ମୁମ୍ୱାଇ: ଆମ ସମ୍ପର୍କ ଏମିତି। ବଞ୍ଚିଥିଲା ବେଳେ ମାଆ ଡାକୁ ନଥିଲେ। ବାପାଙ୍କ ପତ୍ନୀ ବୋଲି କହି ପରିଚୟ ଦେଉଥିଲେ। ମରିଗଲା ପରେ ସବୁ କାମ ଛାଡ଼ି ସୁଟିଂ ସେଟ୍‌ରୁ ଧାଇଁ ଆସିଲେ। ଆଇନ୍‌ ଜାଲରେ ଛନ୍ଦି ହୋଇ ପଡ଼ିଥିବା ମୃତଦେହ ଆଣିବା ପାଇଁ ବାପାଙ୍କ ସାଥୀରେ ଠିଆ ହୋଇଥିଲେ। ଆଉ ଆଜି ଜୀବନସାରା ଘୃଣା କରୁଥିବା ମାଆର ଶବାଧାର ପାଖରେ ଛିଡା ହୋଇଥିଲେ। ଆମେ କହୁଛୁ ଶ୍ରୀଦେବୀଙ୍କ ସ୍ୱାମୀ ତଥା ବୋନି କାପୁରଙ୍କ ପ୍ରଥମ ସ୍ତ୍ରୀର ପୁଅ ଅର୍ଜୁନଙ୍କ କଥା।

ଶ୍ରୀଦେବୀ ବଞ୍ଚିଥିଲା ବେଳେ ଅର୍ଜୁନ କେବେ ବି ତାଙ୍କୁ ମାଆ ବୋଲି ଡାକି ନଥିଲେ। ସବୁବେଳେ ତାଙ୍କୁ ଘୃଣା କରୁଥିଲେ। ଏପରିକି ଶ୍ରୀଦେବୀଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁଶିଙ୍କୁ ଭଉଣୀ ବୋଲି ମାନୁ ନଥିଲେ। ଜାହ୍ନବୀଙ୍କ ସହିତ କିଛି ସମ୍ପର୍କ ନାହିଁ ବୋଲି କିଛିଦିନ ତଳେ ଏକ ସାକ୍ଷାତକାର ବେଳେ ଅର୍ଜୁନ କହିଥିଲେ। କାରଣ- ଶ୍ରୀଦେବୀ ହେଉଛନ୍ତି ଅର୍ଜୁନଙ୍କ ବାପା ବନିଙ୍କ ଦ୍ୱିତୀୟ ପତ୍ନୀ। ଶ୍ରୀଦେବୀ ହେଉଛନ୍ତି ଅର୍ଜୁନଙ୍କ ସାବତ ମାଆ। ସେଥିପାଇଁ ଶ୍ରୀଦେବୀଙ୍କ ପ୍ରତି ତାଙ୍କର ଥିଲା ଏତେ ଘୃଣା। କିନ୍ତୁ ସେହି ସମୟ ଓ ପରିସ୍ଥିତି ଆଜି ଏମିତି ବଦଳି ଯାଛି ଯେ, ଘୃଣା, ଭଲ ପାଇବାରେ ପରିଣତ ଯାଇଛି। ପୂର୍ବ କଥାକୁ ପଛରେ ପକାଇ ମାଆର ମରଶରୀରକୁ ଆଣିବା ପାଇଁ ଅର୍ଜୁନ ଚାଲି ଯାଇଥିଲେ ସୁଦୂର ଦୁବାଇ। ଆଉ ଆଜି ଫୁଲରେ ସଜା ହୋଇଥିବା ଟ୍ରକ୍‌ରେ ବଧୂ ବେଶରେ ମାଆ ଶୋଇଥିବା ବେଳେ ଅର୍ଜୁନ ପାଖରେ ଛିଡ଼ା ହୋଇଥିଲେ। ମୁଖମଣ୍ଡଳରୁ ଲାଗୁଥିବା ସେ ଆଉ ଥରେ ନିଜ ମାଆକୁ ହରାଇ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story