ରିଲିଜ୍ ହେଲା ‘ଆର୍ଟିକଲ୍-୧୫’ର ଟିଜର୍: ନୂଆ ଅନ୍ଦାଜରେ ନଜର ଆସିଲେ ଆୟୁଷ୍ମାନ

ମୁମ୍ବାଇ: ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍-୧୫’ ର ଟିଜର୍। ଏଥିରେ ଜଣେ ପୁଲିସ ଅଫିସର୍ ଭୂମିକାରେ ନଜର ଆସିଛନ୍ତି ଆୟୁଷ୍ମାନ। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ଏହି ଫିଲ୍ମଟି  ତିଆରି ହୋଇଛି। ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଇଛନ୍ତି। ରିଲିଜ୍‌ ହୋଇଥିବା ଟିଜର୍‌ରେ ଆୟୁଷ୍ମାନଙ୍କୁ ସିରିୟସ୍ ଲୁକ୍‌ରେ ଦେଖିବାକୁ ମିଳୁଛି। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଏହି ଟିଜର୍‌ରେ ରାଜନୈତିକ […]

ayushman

ayushman

Chinmayee Roy
  • Published: Tuesday, 28 May 2019
  • Updated: 28 May 2019, 11:29 AM IST

Sports

Latest News

ମୁମ୍ବାଇ: ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍-୧୫’ ର ଟିଜର୍। ଏଥିରେ ଜଣେ ପୁଲିସ ଅଫିସର୍ ଭୂମିକାରେ ନଜର ଆସିଛନ୍ତି ଆୟୁଷ୍ମାନ। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ଏହି ଫିଲ୍ମଟି  ତିଆରି ହୋଇଛି। ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଇଛନ୍ତି।

ରିଲିଜ୍‌ ହୋଇଥିବା ଟିଜର୍‌ରେ ଆୟୁଷ୍ମାନଙ୍କୁ ସିରିୟସ୍ ଲୁକ୍‌ରେ ଦେଖିବାକୁ ମିଳୁଛି। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଏହି ଟିଜର୍‌ରେ ରାଜନୈତିକ ବିବାଦ ଓ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

https://www.instagram.com/p/Bx9E8Lpg2C5/?utm_source=ig_web_copy_link

ସତ ଘଟଣାବଳୀ ଉପରେ ଆଧାରିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଇଶା ତଲଓ୍ୱାର୍ ଓ ସୟାନୀ ଗୁପ୍ତା ନଜର ଆସିବେ। ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମ ଜୁନ୍ ୨୮ରେ ପରଦାକୁ ଆସିବ। ସୂଚନା ଅନୁୟାୟୀ ଫିଲ୍ମଟି ଲଣ୍ଡନ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍‌ର ଦଶମ ସଂସ୍କରଣରେ ୱର୍ଲଡ ପ୍ରିମିୟରରେ ଦେଖାଯିବ।

https://youtu.be/1YO2dbjyv3U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story