ଅଭିନେତ୍ରୀଙ୍କ କାର୍‌ ଉପରକୁ ଆକ୍ରମଣ

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଚାହତ୍‌ ଖନ୍ନାଙ୍କ ପାଇଁ ହୋଲିର ଦିନଟି ବେଶ୍ ଭୟାନକ ଭାବେ କଟିଛି। ରଙ୍ଗର ପର୍ବ ହୋଲିରେ ସମସ୍ତେ ଖୁସି ମନାଉଥିବାବେଳେ ଚାହତ୍‌ଙ୍କ ପାଇଁ ଏହା ଆଣିଦେଇଛି ଏକ ଭୟଙ୍କର ଅନୁଭବ। ସୂଚନା ମୁତାବକ ହୋଲିରେ ଚାହତ୍ କାର୍‌ରେ ଯାଉଥିବାବେଳେ ମୁମ୍ବାଇର ମଲାଡ୍‌ ଅଞ୍ଚଳରେ ୧୦-ରୁ ୧୫ ଜଣ ଦୁର୍ବୃତ୍ତ ମଦ ପିଇ ତାଙ୍କ କାର୍‌ ଉପରକୁ ଆକ୍ରମଣ କରିଦେଇଥିଲେ। ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ପିଟିବା ସହ ଗାଡ଼ିର କାଚ ଭାଙ୍ଗିଦେଇଥିଲେ। https://www.instagram.com/p/BvQz5Jhn7YY/?utm_source=ig_web_copy_link ସୂଚନା ଅନୁଯାୟୀ, […]

chahat

chahat

Chinmayee Roy
  • Published: Monday, 25 March 2019
  • Updated: 25 March 2019, 11:34 AM IST

Sports

Latest News

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଚାହତ୍‌ ଖନ୍ନାଙ୍କ ପାଇଁ ହୋଲିର ଦିନଟି ବେଶ୍ ଭୟାନକ ଭାବେ କଟିଛି। ରଙ୍ଗର ପର୍ବ ହୋଲିରେ ସମସ୍ତେ ଖୁସି ମନାଉଥିବାବେଳେ ଚାହତ୍‌ଙ୍କ ପାଇଁ ଏହା ଆଣିଦେଇଛି ଏକ ଭୟଙ୍କର ଅନୁଭବ। ସୂଚନା ମୁତାବକ ହୋଲିରେ ଚାହତ୍ କାର୍‌ରେ ଯାଉଥିବାବେଳେ ମୁମ୍ବାଇର ମଲାଡ୍‌ ଅଞ୍ଚଳରେ ୧୦-ରୁ ୧୫ ଜଣ ଦୁର୍ବୃତ୍ତ ମଦ ପିଇ ତାଙ୍କ କାର୍‌ ଉପରକୁ ଆକ୍ରମଣ କରିଦେଇଥିଲେ। ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ପିଟିବା ସହ ଗାଡ଼ିର କାଚ ଭାଙ୍ଗିଦେଇଥିଲେ।

https://www.instagram.com/p/BvQz5Jhn7YY/?utm_source=ig_web_copy_link

ସୂଚନା ଅନୁଯାୟୀ, ଚାହତ୍ ତୁରନ୍ତ ପୁଲିସ୍‌କୁ ଫୋନ୍‌ କରିଥିଲେ। ସେ ସମୟରେ ତାଙ୍କୁ ରକ୍ଷା କରିବାକୁ ଆଖପାଖରେ କେହି ନଥିଲେ। ହେଲେ ଚାହତ ନିଜର ସାହାସକୁ ବଜାୟ ରଖି ଡ୍ରାଇଭରଙ୍କୁ ବଞ୍ଚାଇବା ପାଇଁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ଏହାପରେ ସେ ସେହି ମଦୁଆମାନଙ୍କୁ ଚପଲରେ ପିଟିବା ଆରମ୍ଭ କରିଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଚାହତ୍ ୨୦୧୮ରେ ସ୍ୱାମୀ ପରହାନ୍‌ ମିର୍ଜାଙ୍କଠୁ ଅଲଗା ହୋଇଯାଇଛନ୍ତି। ସେ ପରହାନ୍‌ଙ୍କ ଉପରେ ଶାରୀରୀକ ଓ ମାନସିକ ନିର୍ଯାତନାର ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କର ଦୁଇଟି ଝିଅ ଅଛି।  ସେହିପରି ତାଙ୍କ ୱର୍କଫ୍ରଣ୍ଟ କଥା କହିଲେ, ଚାହତ୍‌ ‘ବଡେ ଅଚ୍ଛେ ଲଗତେ ହୈ’ ଓ ‘କୁବୁଲ ହୈ’ ପରି ହିଟ୍‌ ସିରିୟଲ୍‌ରେ କାମ କରିସାରିଛନ୍ତି। ଫିଲ୍ମରେ ମଧ୍ୟ ଚାହତ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story