‘ତୁ ମୋ ଲଭ୍ ଷ୍ଟୋରି-ଟୁ’କୁ ଜବରଦସ୍ତ ରେସପନ୍ସ

ବାରିପଦା(ଓଡ଼ିଶା ରିପୋର୍ଟର) ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’କୁ ଭଲ ରେସପନ୍ସ୍ ମିଳିଛି ବାରିପଦାରେ। ରଜରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦର୍ଶକେ ପସନ୍ଦ କରିଛନ୍ତି । ଫିଲ୍ମର ପ୍ରଯୋଜକ ଶୁଭେନ୍ଦୁ ସାହୁ, ନିର୍ଦ୍ଦେଶକ ତାପସ ସରଘରିଆ, ଫିଲ୍ମର ନାୟକ ସ୍ୱରାଜ ବାରିକ- ଏସମସ୍ତଙ୍କ ଘର ବାରିପଦା ହୋଇଥିବା ବେଳେ ଏଠିକାର ରକ୍ସି ଫିଲ୍ମ ହଲରେ ଏହାର ପ୍ରିମିୟର ଶୋ’ ହୋଇଛି। ରଜ ଉପଲକ୍ଷେ ଏହି ଫିଲ୍ମର ପ୍ରିମିୟର ଶୋ ହୋଇଥିବା ବେଳେ ଫିଲ୍ମ ହଲ ଆଗରେ […]

087

087

Tapas Behera
  • Published: Sunday, 16 June 2019
  • Updated: 16 June 2019, 05:14 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର) ଫିଲ୍ମ 'ତୁ ମୋ ଲଭ୍ ଷ୍ଟୋରି-ଟୁ'କୁ ଭଲ ରେସପନ୍ସ୍ ମିଳିଛି ବାରିପଦାରେ। ରଜରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦର୍ଶକେ ପସନ୍ଦ କରିଛନ୍ତି । ଫିଲ୍ମର ପ୍ରଯୋଜକ ଶୁଭେନ୍ଦୁ ସାହୁ, ନିର୍ଦ୍ଦେଶକ ତାପସ ସରଘରିଆ, ଫିଲ୍ମର ନାୟକ ସ୍ୱରାଜ ବାରିକ- ଏସମସ୍ତଙ୍କ ଘର ବାରିପଦା ହୋଇଥିବା ବେଳେ ଏଠିକାର ରକ୍ସି ଫିଲ୍ମ ହଲରେ ଏହାର ପ୍ରିମିୟର ଶୋ' ହୋଇଛି।

ରଜ ଉପଲକ୍ଷେ ଏହି ଫିଲ୍ମର ପ୍ରିମିୟର ଶୋ ହୋଇଥିବା ବେଳେ ଫିଲ୍ମ ହଲ ଆଗରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ସମସ୍ତେ ଆଜି ହଲରେ ଉପସ୍ଥିତ ଥିବାବେଳେ ଶହଶହ ଫ୍ୟାନ୍ ସ୍ୱରାଜଙ୍କ ସହ ସେଲ୍‌ଫି ନେଉଥିବାର ଦେଖିବାକୁ ମିଳିଥିଲା।

‘ତୁ ମୋ ଲଭ୍ ଷ୍ଟୋରି’ର ଏହି ସିକ୍ୱେଲରେ ଧମାଲ୍ କରିଛନ୍ତି ଦୁଇ ଦୁଇଟି ହିଟ୍ ଯୋଡ଼ି ସ୍ୱରାଜ-ଭୂମିକା ଏବଂ ସିଦ୍ଧାନ୍ତ-ଅନୁ ଚୌଧୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos