ଅଗଷ୍ଟ ୨୧ରେ ପରଦାକୁ ଆସିବ ‘ଅଲ୍ ଇଜ୍ ୱେଲ୍’

ମୁମ୍ବାଇ: ଆସନ୍ତା ଅଗଷ୍ଟ ୨୧ ତାରିଖରେ ରିଲିଜ୍ ହେବ ଅଭିଷେକ ବଚ୍ଚନ ଓ ଆସୀନ ଅଭିନୀତ ‘ଅଲ୍ ଇଜ୍ ୱେଲ୍’। ଟ୍ୱିଟ୍ କରି ଏ ସୂଚନା ଦେଇଛନ୍ତି ଅଭିଷେକ। ଏହା ସହିତ ଫିଲ୍ମର ଫାଷ୍ଟ୍ ଲୁକକୁ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ୍ କରିଛନ୍ତି ଅଭିଷେକ। ଏହି ପୋଷ୍ଟରରେ ସେ ଏକ ରାସ୍ତାରେ ଏକ ସାଇନ୍ ବୋର୍ଡ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ‘ଅଲ୍ ଇଜ୍ ୱେଲ୍’ର ନିର୍ଦ୍ଦେଶକ ହେଉଛନ୍ତି ‘ଓ ମାଇଁ ଗଡ୍’ ଫେମ୍ ଉମେଶ […]

abhisek

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 05:48 PM IST

ମୁମ୍ବାଇ: ଆସନ୍ତା ଅଗଷ୍ଟ ୨୧ ତାରିଖରେ ରିଲିଜ୍ ହେବ ଅଭିଷେକ ବଚ୍ଚନ ଓ ଆସୀନ ଅଭିନୀତ ‘ଅଲ୍ ଇଜ୍ ୱେଲ୍’। ଟ୍ୱିଟ୍ କରି ଏ ସୂଚନା ଦେଇଛନ୍ତି ଅଭିଷେକ। ଏହା ସହିତ ଫିଲ୍ମର ଫାଷ୍ଟ୍ ଲୁକକୁ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ୍ କରିଛନ୍ତି ଅଭିଷେକ। ଏହି ପୋଷ୍ଟରରେ ସେ ଏକ ରାସ୍ତାରେ ଏକ ସାଇନ୍ ବୋର୍ଡ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

‘ଅଲ୍ ଇଜ୍ ୱେଲ୍’ର ନିର୍ଦ୍ଦେଶକ ହେଉଛନ୍ତି ‘ଓ ମାଇଁ ଗଡ୍’ ଫେମ୍ ଉମେଶ ଶୁକ୍ଳା।  ୨୦୧୩ ଅକ୍ଟୋବର ମାସରୁ ‘ଅଲ୍ ଇଜ୍ ୱେଲ୍’ର ସୁଟିଂ ଆରମ୍ଭ ହୋଇଥିଲା।

୨୦୧୨ରେ ‘ଖିଲାଡ଼ି ୭୮୬’ ପରେ ଆସୀନ ଏହି ଫିଲ୍ମ ମାଧ୍ୟମରେ ପୁଣି ଫେରୁଛନ୍ତି।

ଅଭିଷେକ ଓ ଆସୀନଙ୍କ ବ୍ୟତୀତ ଏଥିରେ ଅଛନ୍ତି ରିଷି କପୁର ଓ ସୁପ୍ରିୟା ପାଠକ।

Related story